Hari Bhakta Odia

Hari Bhakta Odia ���ଜୟ ଜଗନ୍ନାଥ � ବିଶ୍ବର କଲ୍ୟାଣ ହେଉ �ଜୟ ପଞ୍ଚସଖା � ହରି ବୋଲ ���

14/08/2026

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ରଚିତ ହୃଦୟ ଛୁଆଁ ଭଜନ,
🌺🌺 ଅନାଦି ଙ୍କୁ ଭଜ ମନ ।🌺🌺

ଭଲ ଲାଗିଲେ ସେୟାର କରନ୍ତୁ ।
Sri Achyutananda das . New Bhajan.

 #ସପ୍ତମୁଖୀହନୁମତ୍କବଚ #ଶ୍ରୀଗଣେଶାୟ ନମଃ ।ଓଁ ଅସ୍ୟ  #ଶ୍ରୀସପ୍ତମୁଖୀବୀରହନୁମତ୍କବଚସ୍ତୋତ୍ରମନ୍ତ୍ରସ୍ୟ,ନାରଦଋଷିଃ, ଅନୁଷ୍ଟୁପ୍ଛନ୍ଦଃ,ଶ୍ରୀସପ୍...
05/08/2026

#ସପ୍ତମୁଖୀହନୁମତ୍କବଚ

#ଶ୍ରୀଗଣେଶାୟ ନମଃ ।
ଓଁ ଅସ୍ୟ #ଶ୍ରୀସପ୍ତମୁଖୀବୀରହନୁମତ୍କବଚସ୍ତୋତ୍ରମନ୍ତ୍ରସ୍ୟ,
ନାରଦଋଷିଃ, ଅନୁଷ୍ଟୁପ୍ଛନ୍ଦଃ,ଶ୍ରୀସପ୍ତମୁଖୀକପିଃ ପରମାତ୍ମାଦେବତା,
ହ୍ରାଂ ବୀଜମ୍, ହ୍ରୀଂ ଶକ୍ତିଃ, ହ୍ରୂଂ କୀଲକମ୍,ମମ ସର୍ୱାଭୀଷ୍ଟସିଦ୍ଧ୍ୟର୍ଥେ ଜପେ #ବିନିଯୋଗଃ ॥

#କରନ୍ୟାସଃ -
ଓଁ ହ୍ରାଂ ଅଙ୍ଗୁଷ୍ଠାଭ୍ୟାଂ ନମଃ ।
ଓଁ ହ୍ରୀଂ ତର୍ଜନୀଭ୍ୟାଂ ନମଃ ।
ଓଁ ହ୍ରୂଂ ମଧ୍ୟମାଭ୍ୟାଂ ନମଃ ।
ଓଁ ହ୍ରୈଂ ଅନାମିକାଭ୍ୟାଂ ନମଃ ।
ଓଁ ହ୍ରୌଂ କନିଷ୍ଠିକାଭ୍ୟାଂ ନମଃ ।
ଓଁ ହ୍ରଃ କରତଳକରପୃଷ୍ଠାଭ୍ୟାଂ ନମଃ ॥

#ଅଙ୍ଗନ୍ୟାସଃ -
ଓଁ ହ୍ରାଂ ହୃଦୟାୟ ନମଃ ।
ଓଁ ହ୍ରୀଂ ଶିରସେ ସ୍ୱାହା ।
ଓଁ ହ୍ରୂଂ ଶିଖାୟୈ ବଷଟ୍ ।
ଓଁ ହ୍ରୈଂ କବଚାୟ ହୁଂ ।
ଓଁ ହ୍ରୌଂ ନେତ୍ରତ୍ରୟାୟ ବୌଷଟ୍ ।
ଓଁ ହ୍ରଃ ଅସ୍ତ୍ରାୟ ଫଟ୍ ॥

ଅଥ #ଧ୍ୟାନମ୍ ।
ବନ୍ଦେବାନରସିଂହସର୍ପରିପୁବାରାହାଶ୍ୱଗୋମାନୁଷୈର୍ୟୁକ୍ତଂ
ସପ୍ତମୁଖୈଃ କରୈର୍ଦ୍ରୁମଗିରିଂ ଚକ୍ରଂ ଗଦାଂ ଖେଟକମ୍ ।
ଖଟ୍ୱାଙ୍ଗଂ ହଳମଙ୍କୁଶଂ ଫଣିସୁଧାକୁମ୍ଭୌ ଶରାବ୍ଜାଭୟାନ୍
ଶୂଳଂ ସପ୍ତଶିଖଂ ଦଧାନମମରୈଃ ସେବ୍ୟଂ କପିଂ କାମଦମ୍ ॥

ବ୍ରହ୍ମୋବାଚ ।
ସପ୍ତଶୀର୍ଷ୍ଣଃ ପ୍ରବକ୍ଷ୍ୟାମି କବଚଂ ସର୍ୱସିଦ୍ଧିଦମ୍ ।
ଜପ୍ତ୍ୱା ହନୁମତୋ ନିତ୍ୟଂ ସର୍ୱପାପୈଃ ପ୍ରମୁଚ୍ୟତେ ॥ ୧॥

ସପ୍ତସ୍ୱର୍ଗପତିଃ ପାୟାଚ୍ଛିଖାଂ ମେ ମାରୁତାତ୍ମଜଃ ।
ସପ୍ତମୂର୍ଧା ଶିରୋଽବ୍ୟାନ୍ମେ ସପ୍ତାର୍ଚିର୍ଭାଲଦେଶକମ୍ ॥ ୨॥

ତ୍ରିଃସପ୍ତନେତ୍ରୋ ନେତ୍ରେଽବ୍ୟାତ୍ସପ୍ତସ୍ୱରଗତିଃ ଶ୍ରୁତୀ ।
ନାସାଂ ସପ୍ତପଦାର୍ଥୋଽବ୍ୟାନ୍ମୁଖଂ ସପ୍ତମୁଖୋଽବତୁ ॥ ୩॥

ସପ୍ତଜିହ୍ୱସ୍ତୁ ରସନାଂ ରଦାନ୍ସପ୍ତହୟୋଽବତୁ ।
ସପ୍ତଚ୍ଛନ୍ଦୋ ହରିଃ ପାତୁ କଣ୍ଠଂ ବାହୂ ଗିରିସ୍ଥିତଃ ॥ ୪॥

କରୌ ଚତୁର୍ଦଶକରୋ ଭୂଧରୋଽବ୍ୟାନ୍ମମାଙ୍ଗୁଲୀଃ ।
ସପ୍ତର୍ଷିଧ୍ୟାତୋ ହୃଦୟମୁଦରଂ କୁକ୍ଷିସାଗରଃ ॥ ୫॥

ସପ୍ତଦ୍ୱୀପପତିଶ୍ଚିତ୍ତଂ ସପ୍ତବ୍ୟାହୃତିରୂପବାନ୍ ।
କଟିଂ ମେ ସପ୍ତସଂସ୍ଥାର୍ଥଦାୟକଃ ସକ୍ଥିନୀ ମମ ॥ ୬॥

ସପ୍ତଗ୍ରହସ୍ୱରୂପୀ ମେ ଜାନୁନୀ ଜଙ୍ଘୟୋସ୍ତଥା ।
ସପ୍ତଧାନ୍ୟପ୍ରିୟଃ ପାଦୌ ସପ୍ତପାତାଳଧାରକଃ ॥ ୭॥

ପଶୂନ୍ଧନଂ ଚ ଧାନ୍ୟଂ ଚ ଲକ୍ଷ୍ମୀଂ ଲକ୍ଷ୍ମୀପ୍ରଦୋଽବତୁ ।
ଦାରାନ୍ ପୁତ୍ରାଂଶ୍ଚ କନ୍ୟାଶ୍ଚ କୁଟୁମ୍ବଂ ବିଶ୍ୱପାଳକଃ ॥ ୮॥

ଅନୁକ୍ତସ୍ଥାନମପି ମେ ପାୟାଦ୍ୱାୟୁସୁତଃ ସଦା ।
ଚୌରେଭ୍ୟୋ ବ୍ୟାଲଦଂଷ୍ଟ୍ରିଭ୍ୟଃ ଶୃଙ୍ଗିଭ୍ୟୋ ଭୂତରାକ୍ଷସାତ୍ ॥ ୯॥

ଦୈତ୍ୟେଭ୍ୟୋଽପ୍ୟଥ ଯକ୍ଷେଭ୍ୟୋ ବ୍ରହ୍ମରାକ୍ଷସଜାଦ୍ଭୟାତ୍ ।
ଦଂଷ୍ଟ୍ରାକରାଳବଦନୋ ହନୁମାନ୍ ମାଂ ସଦାଽବତୁ ॥ ୧୦॥

ପରଶସ୍ତ୍ରମନ୍ତ୍ରତନ୍ତ୍ରୟନ୍ତ୍ରାଗ୍ନିଜଲବିଦ୍ୟୁତଃ ।
ରୁଦ୍ରାଂଶଃ ଶତ୍ରୁସଙ୍ଗ୍ରାମାତ୍ସର୍ୱାବସ୍ଥାସୁ ସର୍ୱଭୃତ୍ ॥ ୧୧॥

ଓଁ ନମୋ ଭଗବତେ ସପ୍ତବଦନାୟ ଆଦ୍ୟକପିମୁଖାୟ ବୀରହନୁମତେ
ସର୍ୱଶତ୍ରୁସଂହାରଣାୟ ଠଣ୍ଠଣ୍ଠଣ୍ଠଣ୍ଠଣ୍ଠଣ୍ଠଂ ଓଁ ନମଃ ସ୍ୱାହା ॥ ୧୨॥

ଓଁ ନମୋ ଭଗବତେ ସପ୍ତବଦନାୟ ଦ୍ୱୀତୀୟନାରସିଂହାସ୍ୟାୟ ଅତ୍ୟୁଗ୍ରତେଜୋବପୁଷେ
ଭୀଷଣାୟ ଭୟନାଶନାୟ ହଂହଂହଂହଂହଂହଂହଂ ଓଁ ନମଃ ସ୍ୱାହା ॥ ୧୩॥

ଓଁ ନମୋ ଭଗବତେ ସପ୍ତବଦନାୟ ତୃତୀୟଗରୁଡବକ୍ତ୍ରାୟ ବଜ୍ରଦଂଷ୍ଟ୍ରାୟ
ମହାବଲାୟ ସର୍ୱରୋଗବିନାଶାୟ ମଂମଂମଂମଂମଂମଂମଂ ଓଁ ନମଃ ସ୍ୱାହା ॥ ୧୪॥

ଓଁ ନମୋ ଭଗବତେ ସପ୍ତବଦନାୟ ଚତୁର୍ଥକ୍ରୋଡତୁଣ୍ଡାୟ ସୌମିତ୍ରିରକ୍ଷକାୟ
ପୁତ୍ରାଦ୍ୟଭିବୃଦ୍ଧିକରାୟ ଲଂଲଂଲଂଲଂଲଂଲଂଲଂ ଓଁ ନମଃ ସ୍ୱାହା ॥ ୧୫॥

ଓଁ ନମୋ ଭଗବତେ ସପ୍ତବଦନାୟ ପଞ୍ଚମାଶ୍ୱବଦନାୟ ରୁଦ୍ରମୂର୍ତୟେ ସର୍ୱ-
ବଶୀକରଣାୟ ସର୍ୱନିଗମସ୍ୱରୂପାୟ ରୁଂରୁଂରୁଂରୁଂରୁଂରୁଂରୁଂ ଓଁ ନମଃ ସ୍ୱାହା ॥ ୧୬॥

ଓଁ ନମୋ ଭଗବତେ ସପ୍ତବଦନାୟ ଷଷ୍ଠଗୋମୁଖାୟ ସୂର୍ୟସ୍ୱରୂପାୟ
ସର୍ୱରୋଗହରାୟ ମୁକ୍ତିଦାତ୍ରେ ଓଁଓଁଓଁଓଁଓଁଓଁଓଁ ଓଁ ନମଃ ସ୍ୱାହା ॥ ୧୭॥

ଓଁ ନମୋ ଭଗବତେ ସପ୍ତବଦନାୟ ସପ୍ତମମାନୁଷମୁଖାୟ ରୁଦ୍ରାବତାରାୟ ଅଞ୍ଜନାସୁତାୟ ସକଳଦିଗ୍ୟଶୋବିସ୍ତାରକାୟ ବଜ୍ରଦେହାୟ ସୁଗ୍ରୀବସାହ୍ୟକରାୟ ଉଦଧିଲଙ୍ଘନାୟ ସୀତାଶୁଦ୍ଧିକରାୟ ଲଙ୍କାଦହନାୟ ଅନେକରାକ୍ଷସାନ୍ତକାୟ ରାମାନନ୍ଦଦାୟକାୟ ଅନେକପର୍ୱତୋତ୍ପାଟକାୟ ସେତୁବନ୍ଧକାୟ କପିସୈନ୍ୟନାୟକାୟ ରାବଣାନ୍ତକାୟ ବ୍ରହ୍ମଚର୍ୟାଶ୍ରମିଣେ କୌପୀନବ୍ରହ୍ମସୂତ୍ରଧାରକାୟ ରାମହୃଦୟାୟ ସର୍ୱଦୁଷ୍ଟଗ୍ରହନିବାରଣାୟ ଶାକିନୀଡାକିନୀବେତାଲବ୍ରହ୍ମରାକ୍ଷସଭୈରବଗ୍ରହ- ଯକ୍ଷଗ୍ରହପିଶାଚଗ୍ରହବ୍ରହ୍ମଗ୍ରହକ୍ଷତ୍ରିୟଗ୍ରହବୈଶ୍ୟଗ୍ରହ- ଶୂଦ୍ରଗ୍ରହାନ୍ତ୍ୟଜଗ୍ରହମ୍ଲେଚ୍ଛଗ୍ରହସର୍ପଗ୍ରହୋଚ୍ଚାଟକାୟ ମମ ସର୍ୱ କାର୍ୟସାଧକାୟ ସର୍ୱଶତ୍ରୁସଂହାରକାୟ ସିଂହବ୍ୟାଘ୍ରାଦିଦୁଷ୍ଟସତ୍ୱାକର୍ଷକାୟୈ କାହିକାଦିବିବିଧଜ୍ୱରଚ୍ଛେଦକାୟ ପରୟନ୍ତ୍ରମନ୍ତ୍ରତନ୍ତ୍ରନାଶକାୟ ସର୍ୱବ୍ୟାଧିନିକୃନ୍ତକାୟ ସର୍ପାଦିସର୍ୱସ୍ଥାବରଜଙ୍ଗମବିଷସ୍ତମ୍ଭନକରାୟ ସର୍ୱରାଜଭୟଚୋରଭୟାଽଗ୍ନିଭୟପ୍ରଶମନାୟାଽଽଧ୍ୟାତ୍ମିକାଽଽଧି- ଦୈବିକାଧିଭୌତିକତାପତ୍ରୟନିବାରଣାୟସର୍ୱବିଦ୍ୟାସର୍ୱସମ୍ପତ୍ସର୍ୱପୁରୁଷାର୍ଥ- ଦାୟକାୟାଽସାଧ୍ୟକାର୍ୟସାଧକାୟ ସର୍ୱବରପ୍ରଦାୟସର୍ୱାଽଭୀଷ୍ଟକରାୟ
ଓଁ ହ୍ରାଂ ହ୍ରୀଂ ହ୍ରୂଂ ହ୍ରୈଂ ହ୍ରୌଂ ହ୍ରଃ ଓଁ ନମଃ ସ୍ୱାହା ॥ ୧୮॥

ଯ ଇଦଂ କବଚଂ ନିତ୍ୟଂ ସପ୍ତାସ୍ୟସ୍ୟ ହନୁମତଃ ।
ତ୍ରିସନ୍ଧ୍ୟଂ ଜପତେ ନିତ୍ୟଂ ସର୍ୱଶତ୍ରୁବିନାଶନମ୍ ॥ ୧୯॥

ପୁତ୍ରପୌତ୍ରପ୍ରଦଂ ସର୍ୱଂ ସମ୍ପଦ୍ରାଜ୍ୟପ୍ରଦଂ ପରମ୍ ।
ସର୍ୱରୋଗହରଂ ଚାଽଽୟୁଃକୀର୍ତ୍ତିଦଂ ପୁଣ୍ୟବର୍ଧନମ୍ ॥ ୨୦॥

ରାଜାନଂ ସ ବଶଂ ନୀତ୍ୱା ତ୍ରୈଲୋକ୍ୟବିଜୟୀ ଭବେତ୍ ।
ଇଦଂ ହି ପରମଂ ଗୋପ୍ୟଂ ଦେୟଂ ଭକ୍ତିୟୁତାୟ ଚ ॥ ୨୧॥

ନ ଦେୟଂ ଭକ୍ତିହୀନାୟ ଦତ୍ୱା ସ ନିରୟଂ ବ୍ରଜେତ୍ ॥ ୨୨॥

ନାମାନିସର୍ୱାଣ୍ୟପବର୍ଗଦାନି ରୂପାଣି ବିଶ୍ୱାନି ଚ ଯସ୍ୟ ସନ୍ତି ।
କର୍ମାଣି ଦେବୈରପି ଦୁର୍ଘଟାନି ତଂ ମାରୁତିଂ ସପ୍ତମୁଖଂ ପ୍ରପଦ୍ୟେ॥ ୨୩॥

॥ ଇତି #ଶ୍ରୀଅଥର୍ୱଣରହସ୍ୟେସପ୍ତମୁଖୀହନୁମତ୍କବଚଂ ସମ୍ପୂର୍ଣମ୍ ॥

25/07/2026

🙏 #ଭୀମ_ଭୋଇଙ୍କ ଅମର ଭଜନ। ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଓ
ଏହି ଭଜନ ଶୁଣି ଯଦି ଆପଣଙ୍କ ମନକୁ ଶାନ୍ତି ମିଳେ, ତେବେ ନିଶ୍ଚୟ ଆପଣଙ୍କ ପ୍ରିୟଜନଙ୍କ ସହ Share କରନ୍ତୁ। ❤️

🌺🌺 ଶୂନ୍ୟ ସ୍ବରୂପ ବାସୀ ଅରୂପାନନ୍ଦ 🌺🌺

Follow କରିବା ସହ, ଭକ୍ତମାନଙ୍କ ସହ Share କରନ୍ତୁ। ଜୟ ଜଗନ୍ନାଥ। 🙏

i



12/07/2026

🚩🙏🌺 Jay Shri jagannath 🌺🙏🚩

🌺🌺ତତ୍ତ୍ବ ଜ୍ଞାନ🌺ର ଆଲୋଚନା ଭିଡିଓ ଟି ଦେଖିବାକୁ ଭୁଲିବେନି ।🌺🌺ଭିଡିଓ ଟି :--- https://youtu.be/avdW5_gxJxI
29/06/2026

🌺🌺ତତ୍ତ୍ବ ଜ୍ଞାନ🌺ର ଆଲୋଚନା ଭିଡିଓ ଟି ଦେଖିବାକୁ ଭୁଲିବେନି ।🌺🌺

ଭିଡିଓ ଟି :--- https://youtu.be/avdW5_gxJxI

Address

Odisha
Bhubaneswar
751001

Website

Alerts

Be the first to know and let us send you an email when Hari Bhakta Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share