03/05/2022
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।
ଆଜିର ଦିନଠାରୁ କୃଷକ ତାର କୃଷି କାର୍ଯ୍ୟ ଆରମ୍ଭ ପାଇଁ ଜମିରେ ହଳ କରି ଧାନ ବୁଣି ଶୁଭାରମ୍ଭ କରିଥାଏ, ତା ସହିତ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ ।
#ଅକ୍ଷୟତୃତୀୟା