ଓଡିଶା ଅଭିଭାବକ ମହାସଂଘ Odisha Abhibhabak Mahasangha

  • Home
  • India
  • Bhubaneswar
  • ଓଡିଶା ଅଭିଭାବକ ମହାସଂଘ Odisha Abhibhabak Mahasangha

ଓଡିଶା ଅଭିଭାବକ ମହାସଂଘ Odisha Abhibhabak Mahasangha ଅଭିଭାବକ ମାନଙ୍କ ସହିତ
ଅଭିଭାବକ ମାନଙ୍କ ପ?

A delegation met Chief Minister of Odisha Sri Mohan Charan Majhi and discussed regarding 1. Reopening of closed 7772 Gov...
26/07/2024

A delegation met Chief Minister of Odisha Sri Mohan Charan Majhi and discussed regarding
1. Reopening of closed 7772 Govt. Schools in Odisha. Which is now eligible to reopen in entire state.
2. RTE Act
It shall be extended to 12th classes.
3. Free NCERT Books to all students studying in private schools including all RTE and other non RTE students.
4. Fee regulation for all private schools.

Dilip Mohanty, Jagannath Pradhan and Ranjit Thakur also presented in the meeting in presence of MLA Ekamra Babu Singh and MLA Ashrit Pattanaik.
Odisha Abhibhabak Mahasangha Oam
Basudev Bhatt
Bapi Bhatta
Rtn. Basudev Bhatta, Social Worker
Basudev Bhatta

ପ୍ରାଥମିକ ନିର୍ଦ୍ଧେଶକ ଜାଣିଶୁଣି 20 ହଜାର ପିଲାଙ୍କୁ ନାମଲେଖାରୁ ବଂଚିତ କରିଛନ୍ତି- ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶା ଏକ ଶୁଣାଣୀରେ କହିଲେ l...
27/06/2024

ପ୍ରାଥମିକ ନିର୍ଦ୍ଧେଶକ ଜାଣିଶୁଣି 20 ହଜାର ପିଲାଙ୍କୁ ନାମଲେଖାରୁ ବଂଚିତ କରିଛନ୍ତି- ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶା ଏକ ଶୁଣାଣୀରେ କହିଲେ l

Basudev Bhatta
Rtn. Basudev Bhatta, Social Worker
Bapi Bhatta
Basudev Bhatt

ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ ଶିକ୍ଷା ଅଧିକାର ଆଇନ ଅନୁସାରେ ନାମ ଲେଖେଈବା ପାଇଁ ନିର୍ଦେଶ ଆସିଥିଲେ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦେ...
18/06/2024

ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ
ଶିକ୍ଷା ଅଧିକାର ଆଇନ ଅନୁସାରେ ନାମ ଲେଖେଈବା ପାଇଁ ନିର୍ଦେଶ ଆସିଥିଲେ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦେଶକ ଏହାକୁ ଲାଗୁ କରେଇ ଦେଉନାହାନ୍ତି l ଏହାକୁ ପ୍ରତିବାଦ କରି ଆଜି ଆମରଣ ଅନଶନ କରୁଛୁ l

Basudev Bhatt
Basudev Bhatta
Bapi Bhatta

ଏକ ପ୍ରତିନିଧି ଦଳ ଓଡିଶା ଅଭିଭାବକ ମହାସଂଘର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କୁ ଭେଟି ଅଭିଭାବକ ମାନଙ୍କର ସମସ୍ୟା ସମ୍ବନ୍ଧରେ ଆଲୋଚନା ...
18/06/2024

ଏକ ପ୍ରତିନିଧି ଦଳ ଓଡିଶା ଅଭିଭାବକ ମହାସଂଘର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କୁ ଭେଟି ଅଭିଭାବକ ମାନଙ୍କର ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବାସହ ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ମହାସଙ୍ଘର ଲଢେଇରେ ସହଯୋଗ ପାଇଁ ଅନୁରୋଧ କରିଥିଲେ l
ଭୁବନେଶ୍ୱର ଜିଲ୍ଲା ସଭାପତି ପଦ୍ମନାଭ ସାହୁ, ରାଜ୍ୟ କାଯ୍ୟକରି ସଭାପତି ସତ୍ୟବ୍ରତ ପରିଜା, ରାଜ୍ୟ ଯୁଗ୍ମ ସମ୍ପାଦକ ବ୍ରଜକିଶୋର ଠକ୍କର ଓ ଅନ୍ୟ ଜିଲ୍ଲା କର୍ମକର୍ତା ମାନେ ଯୋଗଦାନ କରିଥିଲେ l

Basudev Bhatta
Basudev Bhatt
Bapi Bhatta

17/06/2024

ଗ୍ରୀଷ୍ମ ପ୍ରବାହ ପାଇଁ ଆଉ ଏକ ସପ୍ତାହ ଛୁଟି ବଢେଇବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବ ଙ୍କୁ ଅନୁରୋଧ କରାଗଲା l
ଓଡିଶା ଅଭିଭାବକ ମହାସଂଘ

Basudev Bhatt
Basudev Bhatta
Bapi Bhatta

ଶିକ୍ଷା ଅଧିକାର ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ପ୍ରାଥମିକ ନିର୍ଦ୍ଧେଶକ ଓ ଶିକ୍ଷା ବିଭାଗର ଅପାରଗ ବିଷୟରେ ଅଭିଯୋଗ ...
13/06/2024

ଶିକ୍ଷା ଅଧିକାର ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ପ୍ରାଥମିକ ନିର୍ଦ୍ଧେଶକ ଓ ଶିକ୍ଷା ବିଭାଗର ଅପାରଗ ବିଷୟରେ ଅଭିଯୋଗ ଦେଲେ l କଳ୍ପନା ସାହୁ, ବିମଲ ପ୍ରଧାନ, ଦାଶରଥି ସାମନ୍ତରାୟ ପରି 100 ରୁ ଉର୍ଦ୍ଧ ଅଭିଭାବକ ଯୋଗଦାନ କରିଥିଲେ l
Basudev Bhatt
Bapi Bhatta
Basudev Bhatta

Plz join in Hunger Strike at Bhubaneswar
10/09/2022

Plz join in Hunger Strike at Bhubaneswar

ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ ସାକ୍ଷରତା କରିବାପାଇଁ ଅଭିଭାବକ ମହାସଂଘ ଓ ରୋଟାରି ଇଣ୍ଟେରନାସିନାଲ, ଜବାହାର ବାଲଭାବନ, ଓଡିଶା ନାଗରିକ ସମାଜ ସ...
09/09/2022

ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ ସାକ୍ଷରତା କରିବାପାଇଁ ଅଭିଭାବକ ମହାସଂଘ ଓ ରୋଟାରି ଇଣ୍ଟେରନାସିନାଲ, ଜବାହାର ବାଲଭାବନ, ଓଡିଶା ନାଗରିକ ସମାଜ ସହଯୋଗରେ ଆରମ୍ଭ କଲା ସମ୍ପୂର୍ଣ ସାକ୍ଷରତା ଅଭିଯାନ!

ଏହି ଆଭିଯାନରେ ସାମିଲ ହେବେ ନିର୍ବାଚିତ ଲୋକପ୍ରତିନିଧି, ପୂର୍ବତନ ସରପଞ୍ଚ, ଜିଲ୍ଲାପରିଷଦ, ସମିତିସଭ୍ୟ, ୱାର୍ଡ ମେମ୍ବର, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର, ଖୋର୍ଦ୍ଧା, ଜଟଣୀ, ବାଲୁଗାଁ ଓ ବାଣପୁର ଅଂଚଳର ବର୍ତମାନ ଓ ପୂର୍ବତନ କାଉନସେଲର, ସବୁ କ୍ଲବ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରିକେଟ କ୍ଲବ, ଅଟୋ ମହାସଂଘ, ବସ୍ତି କମିଟି, ଶିକ୍ଷକ ସଙ୍ଘ, ଗ୍ରାମ୍ୟ କମିଟି, ବଜାର କମିଟି, ବିଦ୍ୟାଳୟ ଅଲମୁନି, କଲେଜ ଅଲମୁନି, ମନ୍ଦିର କମିଟି ଓ ସବୁ ଗଣସଙ୍ଘଠନ ସାମିଲ ହେବେ l

OAM Demands strong action.
24/08/2022

OAM Demands strong action.

Address

226, KHARAVELA NAGAR UNIT-3, BHUBANESWAR ODISHA
Bhubaneswar

Telephone

+917077018888

Website

Alerts

Be the first to know and let us send you an email when ଓଡିଶା ଅଭିଭାବକ ମହାସଂଘ Odisha Abhibhabak Mahasangha posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ଓଡିଶା ଅଭିଭାବକ ମହାସଂଘ Odisha Abhibhabak Mahasangha:

Share

Category