Saraswati Sishu vidyamandir,Brahmeswar Colony,Rasulgarh

Saraswati Sishu vidyamandir,Brahmeswar Colony,Rasulgarh A unique institution that attracts everybody's attention towards its infrastructure and teaching .

17/12/2025
01/12/2025

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ବ୍ରହ୍ମେଶ୍ବର କଲୋନୀ ରସୁଲଗଡ଼ ପିଲା ଙ୍କୁ ତ ଗଢିଥାଏ। ତା ଠାରୁ ଅଧିକ ଗୁରୁଜୀ ଓ ଗୁରୁମା ମାନଙ୍କୁ ଗଢି ଥାଏ।।

29/11/2025
Shout out to my newest followers! Excited to have you onboard! SP Gupta, Matrushree R V BhatolSchool
19/11/2025

Shout out to my newest followers! Excited to have you onboard! SP Gupta, Matrushree R V BhatolSchool

04/05/2025

ଶୁଭେଚ୍ଛା ଓ ଅଭିନନ୍ଦନ
ବର୍ଷ ୨୦୨୪-୨୫
୧୦୦% ଉତ୍ତୀର୍ଣ୍ଣ
A2-2
B1-7
B2-15
C-7
D-2

08/03/2025

ପିଲା ମାନେ ସଫଳ ହୁଅନ୍ତି।ସେହି ପିଲା ମାନେ ଯେଉଁ ପିଲା ବିଦ୍ୟାଳୟକୁ ସଫଳତା ପାଇ ଭୁଲି ନ ଥାଏ, ସେମାନଙ୍କୁ ଆମର କୋଟି କୋଟି ଆଶୀର୍ବାଦ ରହିବା ସ୍ବାଭାବିକ ।

ଗତ ତା ୨୯.୦୧.୨୦୨୪ ରିଖMBC TV ର  Good Morning Odisha ରେ ଦେଇଥିବା ସାକ୍ଷାତକାର।
30/01/2025

ଗତ ତା ୨୯.୦୧.୨୦୨୪ ରିଖMBC TV ର Good Morning Odisha ରେ ଦେଇଥିବା ସାକ୍ଷାତକାର।

Good Morning Odisha | Live Talk Show | Our Guest : Educationist and Social Activist Swadhin Mohanty | 28th Jan 2025 | MBCTv ...

ପତ୍ର ଆମ ହୃଦୟ ର ପୂର୍ବତନ  ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର। କାର୍ଯ୍ୟକ୍ରମ ଆସି ପାରି ନ ଥିଲେ କିନ୍ତୁ ତାଙ୍କର ଏହି ପତ୍ର ଦ୍ବାରା...
23/01/2025

ପତ୍ର ଆମ ହୃଦୟ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର। କାର୍ଯ୍ୟକ୍ରମ ଆସି ପାରି ନ ଥିଲେ କିନ୍ତୁ ତାଙ୍କର ଏହି ପତ୍ର ଦ୍ବାରା ତାଙ୍କର ଉଚ୍ଚ ଚିନ୍ତାଧାରା ଓ ବଡ ପଣିଆ ବିଷୟ ରେ ଅବଗତ ହୋଇଥାଉ। କେତେ ମହାନ୍ ଯେ କି ଆମ ଭଳି ଏକ କ୍ଷୁଦ୍ର ଅନୁଷ୍ଠାନ କୁ ନ ଆସି ପାରିବାର କାରଣ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରି ବିଦ୍ୟାଳୟ କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏହା ଏକ ଦୁର୍ମୂଲ୍ୟ ସମ୍ପତ୍ତି ଯାହା ଆମ ପାଇଁ ଏକ ବଡ ଅନୁଭୂତି। ଭଗବାନ ତାଙ୍କ ଭଳି ମୁଖ୍ୟମନ୍ତ୍ରୀ ଙ୍କୁ ସୁସ୍ଥମୟ ତଥା ନିରୋଗମୟ ଜୀବନ ପ୍ରଦାନ କରନ୍ତୁ ।
ଜୟ ଜଗନ୍ନାଥ।

23/01/2025

ରୌପ୍ୟ ଜୟନ୍ତୀ ଅବସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ "ମୋ ରଥ ଗଡିବନି କି ? " ର ସାର ମର୍ମ।

Address

Brahmeswar Colony, Rasulgarha, Plot No/603
Bhubaneswar

Opening Hours

Monday 6am - 5pm
Tuesday 6am - 5pm
Wednesday 6am - 5pm
Thursday 6am - 5pm
Friday 6am - 5pm
Saturday 9am - 5pm

Telephone

+918093299788

Alerts

Be the first to know and let us send you an email when Saraswati Sishu vidyamandir,Brahmeswar Colony,Rasulgarh posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Saraswati Sishu vidyamandir,Brahmeswar Colony,Rasulgarh:

Shortcuts

Share

Category