ଭୁବନ ଉଚ୍ଚ ବିଦ୍ୟାଳୟ , ଭୁବନ

  • Home
  • India
  • Bhuban
  • ଭୁବନ ଉଚ୍ଚ ବିଦ୍ୟାଳୟ , ଭୁବନ

ଭୁବନ ଉଚ୍ଚ ବିଦ୍ୟାଳୟ , ଭୁବନ BHUBAN HIGH SCOOL, BHUBAN

Permanently closed.
ସ୍ୱାଧୀନତା ଦିବସ ଅବସରରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଆମ୍ଭ ବିଦ୍ୟାଳୟରୁ ୫ ଜଣ ଛାତ୍ରଛାତ୍ରୀ ବ୍...
15/08/2024

ସ୍ୱାଧୀନତା ଦିବସ ଅବସରରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଆମ୍ଭ ବିଦ୍ୟାଳୟରୁ ୫ ଜଣ ଛାତ୍ରଛାତ୍ରୀ ବ୍ଲକ ସ୍ତରରୁ ଉପଖଣ୍ଡ ସ୍ତରକୁ ମନୋନୀତ ହୋଇଥିଲେ. ସେମାନଙ୍କ ମଧ୍ୟରୁ ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତାରେ ବିଦ୍ୟାଳୟର ପୁରାତନ କର୍ମଚାରୀ ଶ୍ରୀଯୁକ୍ତ ଛଇଳ କିଶୋର ବେହେରାଙ୍କ ନାତି ତଥା ଶ୍ରୀଯୁକ୍ତ Kailash Roul ଙ୍କ ସୁପୁତ୍ର ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀମାନ ଆୟୁଷ ପ୍ରିୟଦର୍ଶନ ରାଉଳ କନିଷ୍ଠ ବର୍ଗ ପ୍ରବନ୍ଧରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି.

ସେହିପରି ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷୟତ୍ରୀ ତଥା ବର୍ତ୍ତମାନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୁବନ ରେ କାର୍ଯ୍ୟରତ ଶିକ୍ଷକ ଦମ୍ପତି ଶ୍ରୀମତୀ Manasi Nayak ଏବଂ ଶ୍ରୀଯୁକ୍ତ ଦୀପକ କୁମାର ବେହେରାଙ୍କ ସୁପୁତ୍ର ଚତୁର୍ଥ ଶ୍ରେଣୀର ଛାତ୍ର ଶ୍ରୀମାନ ମନଦୀପ କୁମାର ବେହେରା ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବକନିଷ୍ଠ ବର୍ଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି.

ଭୁବନ NAC ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ପୁରସ୍କୃତ ହୋଇଛନ୍ତି ଦଶମ ଶ୍ରେଣୀର ସୋମେଶ କୁମାର ସାହୁ.....
15/08/2024

ଭୁବନ NAC ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ପୁରସ୍କୃତ ହୋଇଛନ୍ତି ଦଶମ ଶ୍ରେଣୀର ସୋମେଶ କୁମାର ସାହୁ...

ଚଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ୍ୱର ସାହୁଙ୍କ ସୁପୁତ୍ର ଶ୍ରୀମାନ ରୁଦ୍ର ନାରାୟଣ ସାହୁ ଜରୁରୀ ପରୀକ୍ଷା ହେତୁ ଅନୁପସ୍ଥିତ ରହିଥିବା ହେତୁ ତାଙ୍କ ଇଚ୍ଛାମତେ ତାଙ୍କ ତରଫରୁ ପୁରସ୍କାର ଗ୍ରହଣ କରିଛନ୍ତି ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ Tr Rajesh Dhal

ଭୁବନ ଉଚ୍ଚ ବିଦ୍ୟାଳୟ ପରିବାର
15/08/2024

ଭୁବନ ଉଚ୍ଚ ବିଦ୍ୟାଳୟ ପରିବାର

୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ
15/08/2024

୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ

ଅନ୍ତର୍ଜାତୀୟ ଯୋଗ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହେବା ଅବସରରେ
21/06/2024

ଅନ୍ତର୍ଜାତୀୟ ଯୋଗ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହେବା ଅବସରରେ

29/05/2024
Each drop counts. Save water. ECO CLUB ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବିଶ୍ୱ ଜଳ ଦିବସ ପାଳନ  ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନ...
22/03/2024

Each drop counts. Save water. ECO CLUB ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବିଶ୍ୱ ଜଳ ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା. କୃତୀ ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ Rudranarayan Samal ପୁରସ୍କୃତ କରି ଥିଲେ . ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ପଥଚାରୀ ମାନଙ୍କୁ ଜଳ ସଂରକ୍ଷଣ ନିମନ୍ତେ ସଚେତନ କରାଇବା ସହ ଦହି ସର୍ବତ ବଣ୍ଟନ କରିଥିଲେ

19/02/2024

ସମସ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବିଦ୍ୟାଳୟ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା
😇ALL THE BEST😇

Career counseling : 21st century skills for career preparedness
10/02/2024

Career counseling : 21st century skills for career preparedness

36ତମ ଜିଲ୍ଲା ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ ରେ ଭାଗ ନେଇଥିବା ଛାତ୍ରମାନଙ୍କୁ ସେମାନଙ୍କ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବା ଅବସରରେ
09/02/2024

36ତମ ଜିଲ୍ଲା ସ୍କାଉଟ ଓ ଗାଇଡ଼ କ୍ୟାମ୍ପୋରୀ ରେ ଭାଗ ନେଇଥିବା ଛାତ୍ରମାନଙ୍କୁ ସେମାନଙ୍କ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବା ଅବସରରେ

Our Teacher Tr Rajesh Dhal participating in Adventure activities during 36th District Camporee, Bharat Scouts and Guides
07/02/2024

Our Teacher Tr Rajesh Dhal participating in Adventure activities during 36th District Camporee, Bharat Scouts and Guides

Address

Bhuban
759017

Website

Alerts

Be the first to know and let us send you an email when ଭୁବନ ଉଚ୍ଚ ବିଦ୍ୟାଳୟ , ଭୁବନ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category