Shaheed College Barapur,Bhadrak

Shaheed College Barapur,Bhadrak Shaheed college, Barapur estd. on 1982 and affiliated to F. M. University, Balasore.

26/04/2022
17/03/2022

--ଆଗାମୀ ଏପ୍ରିଲ୍ ୨୮ ତାରିଖରୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଯୁକ୍ତ ଦୁଇ ଦ୍ବାଦଶ ପରୀକ୍ଷା ହେବ ବୋଲି ଜଣାଯାଇଛି।
--ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। --ରାଜ୍ୟରେ ଏଥର ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି।
--ଏଥର ଅଫଲାଇନ୍ ମୋଡରେ ପରୀକ୍ଷା ହେବ।
--ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ।
-- ତେବେ କରୋନା କାରଣରୁ କିଛିଟା କୋହଳ କରାଯାଇଛି ପରୀକ୍ଷା ବ୍ୟବସ୍ଥାରେ।
-- ତାହା ଅନୁଯାୟୀ ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।
--ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯିବ ବୋଲି ଜଣାଯାଇଛି।
--ଯେଉଁଥିରେ ଅଧିକ ମାର୍କ ଥିବ, ତାକୁ ଗୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

#ଯୁକ୍ତଦୁଇଦ୍ବାଦଶପରୀକ୍ଷା
#କଳାବିଜ୍ଞାନବାଣିଜ୍ୟଓଧନ୍ଦାମୂଳକ

Address

Barapur
Bhadrakh
756043

Website

Alerts

Be the first to know and let us send you an email when Shaheed College Barapur,Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share