M.P.High School UHAD

M.P.High School UHAD M.P.High School Uhad estd. on 1992 in the name of local goddess "Maa Param Vaishnavi".

This is not an official website of M.P.High School Uhad, it is operated by some alumnus of this school.

07/05/2022
29/04/2022

ଦଶମ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।

25/04/2022

ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଚଳିତ ଏପ୍ରିଲ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବରେ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଏହା ଲାଗୁ ହେବ।

Suspension of Classes due to Heat Wave:

In view of the Heat Wave situation in , State Govt has suspended the Classes of all Educational Institutions under the from: 26th to 30th April, 2022.

05/04/2022
30/03/2022

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା
ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢା ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ଏବଂ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢା ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ହେବ।

07/02/2022

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ଖୋଲାଯିବା ନିମନ୍ତେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଦ୍ୟାଳୟରରେ ଶତପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ କୋଭିଡ୍ ୨ୟ ଡୋଜ୍ ଟୀକା ପ୍ରଦାନ କରାଯାଇଛି। ବିଦ୍ୟାଳୟରେ ପଢୁଥିବା ୧୫ରୁ ୧୮ ବର୍ଷ ପିଲାଙ୍କ ମଧ୍ଯରୁ ୫୫ ପ୍ରତିଶତଙ୍କୁ ଟୀକା ଦିଆଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶିକ୍ଷକ ଓ ଅନ୍ଯ କର୍ମଚାରୀଙ୍କୁ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପରି ମାର୍ଗଦର୍ଶିକା ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ସାନିଟାଇଜ୍ କରାଯାଇଛି।

ପବିତ୍ର ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା।
05/02/2022

ପବିତ୍ର ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା।

Address

UHAD, NUAGAN, BASUDEVPUR
Bhadrakh
756162

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm

Website

Alerts

Be the first to know and let us send you an email when M.P.High School UHAD posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category