ABVP Bhadrak

ABVP Bhadrak Contact information, map and directions, contact form, opening hours, services, ratings, photos, videos and announcements from ABVP Bhadrak, Campus Building, Bhadrak.

ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧକ ।ବିଶ୍ଵକର୍ମନ୍ନମସ୍ତୁଭ୍ୟ ସର୍ବାଭିଷ୍ଠ ପ୍ରଦାୟକ ॥ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅବସରରେ ABVP,...
17/09/2026

ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧକ ।
ବିଶ୍ଵକର୍ମନ୍ନମସ୍ତୁଭ୍ୟ ସର୍ବାଭିଷ୍ଠ ପ୍ରଦାୟକ ॥
ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅବସରରେ ABVP, ଭଦ୍ରକ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।


ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ।ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା॥ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ ହାର୍ଦ୍ଦ...
14/09/2026

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ।
ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା॥

ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବିଦ୍ୟା ଓ ବୁଦ୍ଧିର ଦାତା ପ୍ରଭୁ ଶ୍ରୀ ଗଣେଶ ଆପଣ ସମସ୍ତଙ୍କୁ ନିରୋଗ, ସୁସ୍ଥ ଏବଂ ସମୃଦ୍ଧ ରଖନ୍ତୁ।


ଶ୍ରୀ ଗଣେଶଜୀ ଆସୁଛନ୍ତି🙏🙏🙏
13/09/2026

ଶ୍ରୀ ଗଣେଶଜୀ ଆସୁଛନ୍ତି🙏🙏🙏


ବନ୍ଦେ ମାତରଂଭଦ୍ରକ ଜିଲ୍ଲାର ଧାମନଗର ମହାବିଦ୍ୟାଳୟରେ ଏବିଭିପିର ସଦସ୍ୟତା ଅଭିଯାନ ଅନୁଷ୍ଟିତ ହୋଯାଇଛି।ଏଥିରେ ଶତାଧିକ ଛାତ୍ର ଛାତ୍ରୀ ସାମିଲ ହ...
09/09/2026

ବନ୍ଦେ ମାତରଂ
ଭଦ୍ରକ ଜିଲ୍ଲାର ଧାମନଗର ମହାବିଦ୍ୟାଳୟରେ ଏବିଭିପିର ସଦସ୍ୟତା ଅଭିଯାନ ଅନୁଷ୍ଟିତ ହୋଯାଇଛି।

ଏଥିରେ ଶତାଧିକ ଛାତ୍ର ଛାତ୍ରୀ ସାମିଲ ହୋଇଛନ୍ତି ।

ଛାତ୍ରଶକ୍ତି - ରାଷ୍ଟ୍ରଶକ୍ତିଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ନଗର ପକ୍ଷରୁ ନୂଆ ବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା...
08/09/2026

ଛାତ୍ରଶକ୍ତି - ରାଷ୍ଟ୍ରଶକ୍ତି
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ନଗର ପକ୍ଷରୁ ନୂଆ ବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଦସ୍ୟତା ଅଭିଯାନ ହୋଇଯାଇଛି|

ଏଥିରେ ବହୁ ସଂଖ୍ୟାର ଛାତ୍ରଛାତ୍ରୀ ମାନେ ଉତ୍ସାହ ଓ ଉଦ୍ଦୀପନାର ସହିତ ସଦସ୍ୟତା ଗ୍ରହଣ କରିଛନ୍ତି।


ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନରୂପୀ ଆଲୋକମୟ ଦୁନିଆକୁ ମାର୍ଗଦର୍ଶନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗରୀୟାନ ଗୁରୁଙ୍କୁ ପବିତ୍ର ଗୁ...
05/09/2026

ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନରୂପୀ ଆଲୋକମୟ ଦୁନିଆକୁ ମାର୍ଗଦର୍ଶନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗରୀୟାନ ଗୁରୁଙ୍କୁ ପବିତ୍ର ଗୁରୁ ଦିବସ ଅବସରରେ କୋଟି ପ୍ରଣାମ ।

ଭାରତର ବିଶିଷ୍ଟ ଶିକ୍ଷାବିତ ତଥା ଦ୍ଵିତୀୟ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ଶତ ଶତ ନମନ।

कृष्णाय वासुदेवाय देवकीनन्दनाय च।नन्दगोपकुमाराय गोविन्दाय नमो नमः।।ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର...
04/09/2026

कृष्णाय वासुदेवाय देवकीनन्दनाय च।
नन्दगोपकुमाराय गोविन्दाय नमो नमः।।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା |

ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧତା ଏବଂ ଜ୍ଞାନରେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।


29/08/2026
ଆମ ସଂସ୍କୃତି ଓ ପରମ୍ପରାର ପବିତ୍ର ସାମାଜିକ ଉତ୍ସବ, ଭାଇ - ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ, ପ୍ରେମ, ନିଷ୍ଠା ଓ ବିଶାଳ କର୍ତ୍ତବ୍ୟର ପ୍ରତୀକ ରକ...
27/08/2026

ଆମ ସଂସ୍କୃତି ଓ ପରମ୍ପରାର ପବିତ୍ର ସାମାଜିକ ଉତ୍ସବ, ଭାଇ - ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ, ପ୍ରେମ, ନିଷ୍ଠା ଓ ବିଶାଳ କର୍ତ୍ତବ୍ୟର ପ୍ରତୀକ ରକ୍ଷା ବନ୍ଧନ (ଗହ୍ମା ପୂର୍ଣ୍ଣିମା) ଅବସରରେ ଏବିଭିପି, ଭଦ୍ରକ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।।

#ରକ୍ଷାବନ୍ଧନ

ବନ୍ଦେ ମାତରଂ।। ଭଦ୍ରକ ଜିଲ୍ଲାରୁ ଭାରତୀୟ ସୀମାର ବୀର ସୈନିକ ପର୍ଯ୍ୟନ୍ତ ।।ପ୍ରତି ବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପର...
26/08/2026

ବନ୍ଦେ ମାତରଂ।। ଭଦ୍ରକ ଜିଲ୍ଲାରୁ ଭାରତୀୟ ସୀମାର ବୀର ସୈନିକ ପର୍ଯ୍ୟନ୍ତ ।।

ପ୍ରତି ବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଯଥା ଭଦ୍ରକ ମହିଳା ମହାବିଦ୍ୟାଳୟ, ପାଳିଆ ସ୍ଥିତ ବି.ଏନ.ଏମ.ଏ ମହାବିଦ୍ୟାଳୟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାସୁଦେବପୁରର ମନ୍ଦାରୀ ମହାବିଦ୍ୟାଳୟ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ଏବଂ ମଞ୍ଜୁରୀରୋଡ଼ ସ୍ଥିତ ନାଆଁମୀ ମହାବିଦ୍ୟାଳୟରେ ପବିତ୍ର ରକ୍ଷା ବନ୍ଧନ ପରିପ୍ରେକ୍ଷୀରେ ଭାରତର ସୀମାରେ ଲଢ଼ୁଥିବା ଆମ ବୀର ସୈନିକ ଭାଇମାନଙ୍କ ଉଦ୍ଦେଶ୍ଯରେ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସମସ୍ତ ମହାବିଦ୍ୟାଳୟର ଭଉଣୀ ମାନଙ୍କଠୁ ରାକ୍ଷୀ ସଂଗ୍ରହ କରାଯାଇ ପ୍ରେରଣ କରାଯାଇଛି ।


Address

Bhadrak
756100

Website

Alerts

Be the first to know and let us send you an email when ABVP Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share