Nilok High School

Nilok High School ଯା ବିଦ୍ୟା ସା ବିମୁକ୍ତୟେ ।।

ବିଦ୍ୟା ଦ‌ଦାତି ବିନୟଂ, ବିନୟାଦ ୟାତି ପାତ୍ରତ୍ୱାମ୍ ।
ପାତ୍ରତ୍ୱାମଂ ଧନମାପ୍ନୋତେ, ଧନାତ୍ ଧର୍ମ ତ‌ତଃ ସୁଖମ୍ ।।

ବିଦ୍ୟା ଅଧ୍ୟୟନ କଲେ ଅନେକ ପୂର୍ଣ୍ଣ୍ୟ ମିଳେ, କିନ୍ତୁ ଆୟତ ବିଦ୍ୟାକୁ ଅନ୍ୟମାନଙ୍କ ପାଖରେ ବାଣ୍ଟିଲେ ତା'ଠାରୁ ଅଧିକ ପୂର୍ଣ୍ଣ୍ୟ ଫଳ ପ୍ରାପ୍ତି ହୁଏ । କୋଣସି ଜିନିଷକୁ ବାଣ୍ଟିଲେ ସରିଯାଏ, ମାତ୍ର ବିଦ୍ୟା ଏମିତି ଏକ ଜିନିଷ ଯାହାକୁ ଯେତେ ବାଣ୍ଟିବେ ତାହା ଆହୁରି ବଢ଼ିଚାଲିବ । ଏମିତିକି ଚୋର ଯଦି ଚୋରି କରି ନେଇଯାଏ, ଘରସାରା ସବୁ ଜିନିଷ ନେଇପାରିବ କିନ୍ତୁ କେବେ କାହାରି ବିଦ୍ୟାକୁ ଚୋରି କରି ନେଇପାରିବ ନାହିଁ ।

ଏ ଦୁନିଆର ସମସ୍ତ ଅସୁବିଧା ବ‌ହୁତ ସ‌ହଜରେ ଦୂର ହୋଇପାରିବ, ଯଦି ସମସ୍ତଙ୍କ ପାଖରେ ନିଜର ଜ୍ଞାନ ଥିବ ସମସ୍ତେ ନିଜ କାମ ନିଜେ କରିପାରୁଥିବେ, ଏମିତି କି ଚିଠିଗୋଟିଏ ପଢ଼ିବା ପାଇଁ କାହାର ସାହାଯ୍ୟ ନେବାକୁ ପଡ଼ିବନି । ସେମିତି ହେଲେ ସମସ୍ତେ ନିଜେ ନିଜର ଅସୁବିଧା ଦୂର କରିବା ସ‌ହ ଅନ୍ୟମାନଙ୍କର ଅସୁବିଧା ମଧ୍ୟ ଦୂର କରିପାରିବେ ।

ଉଚ୍ଚବିଦ୍ୟାଳୟ ହେଉଛି ଏମିତି ଏକ ସ୍ଥାନ, ଯେଉଁଠି ପିଲାମାନଙ୍କୁ ସୁନ୍ଦର କରି ଗଢ଼ିତୋଳିବାର ଏକ ସୁଯୋଗ ରହିଛି । ଏବେ ଉଚ୍ଚବିଦ୍ୟାଳୟରେ ମଧ୍ୟ କମ୍ପୁଟର ଶିକ୍ଷା ଆରମ୍ଭ ହେଲାଣି ।

27/05/2026

Wow amazing

27/05/2026

Will the rabbit's intelligence and agility help it escape the eagle's pursuit

27/05/2026

wildebeest protecting baby from hyena

27/05/2026

Wild dogs digging out PUMBA from his hole

27/05/2026

Zebra makes a face of poor Lion, Zebra destroy Lion , Hyena rescue Baby

26/05/2026

Wild boars

26/05/2026

What does a female lion do to a male lion

26/05/2026

when land is managed properly, wildlife finds its way back to where it belongs.

26/05/2026

Why don't the hawks fly up to escape the baboons

26/05/2026

Warthog Tried To Fight Until The Last Minute With The cheetah But Failed

26/05/2026

When a formidable force meets an immovable object, it's best to be wise and count your losses. The lions aren't winning this one today. … Xem thêm

Address

Nilok Bazar, Nilok, Banta-Chatabara Road, Bonth
Bhadrak
756114

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm

Alerts

Be the first to know and let us send you an email when Nilok High School posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share