Khageswar High School, Chhayalsing

Khageswar High School, Chhayalsing Khageswar High School is a Upper Primary with Secondary School in Chhayalsing Village of Bonth. It w

12/05/2024

ସେଣ୍ଟର୍ ରେ ରାହୁଲ ଗାନ୍ଧୀ ଆଉ ଓଡ଼ିଶା ରେ ଜଣେ ଅଘୋଷିତ ରାଜା BJP କୁ ଲୋକ ଙ୍କ ପାଖରେ ପହଞ୍ଚାଇ ଜିତେଇବାରେ ସହାୟ ହେଉଛନ୍ତି। prachark of BJP

08/05/2024

"ମାତୃଭୂମି ମାତୃ- ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନି- ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?"

23/04/2024

Pro or Anti -Incumbency Wave In Odisha?

ଆଜି ଓଡ଼ିଶା ଦିବସ ରେ ଆମେ ସମସ୍ତେ ଏକତ୍ରିତ ବୋଲି ସଂକଳ୍ପ ନେବା। ଆମ ପୂର୍ବ ପୁରୁଷ ମାନେ ଆମ୍ଭ ମାନଙ୍କୁ ଦେଇଯାଇଥିବା ସ୍ଵାଧୀନତା କୁ ବଜାଇ ରଖ...
01/04/2024

ଆଜି ଓଡ଼ିଶା ଦିବସ ରେ ଆମେ ସମସ୍ତେ ଏକତ୍ରିତ ବୋଲି ସଂକଳ୍ପ ନେବା। ଆମ ପୂର୍ବ ପୁରୁଷ ମାନେ ଆମ୍ଭ ମାନଙ୍କୁ ଦେଇଯାଇଥିବା ସ୍ଵାଧୀନତା କୁ ବଜାଇ ରଖିବାରେ ଆମେ କିଞ୍ଚିତ ମାତ୍ରା ରେ ଯୋଗ ଦାନ କରି ଆମ ଓଡ଼ିଆ ଜାତି, ଅସ୍ମିତା ଏବଂ ଏକତା ର ପରିଚୟ ଦେଇ ଆଗକୁ ବଢିବା ସହ ଆମ ଆନେବାଲା ପିଢ଼ି କୁ କିପରି ଆହୁରି ସୁଦୃଢ କରିବା ଏବଂ ସେମାନଙ୍କୁ ଆମ ଓଡ଼ିଆ ଜାତି ର ଟେକ ରଖିବାକୁ ପ୍ରେରଣା ପ୍ରଦାନ କରରେଇବା।

କଣ୍ଠ କବି, ହରେକୃଷ୍ଣ ମହାନ୍ତି କିମ୍ବା ଅନ୍ୟ କୌଣସି ଏବଂ କାହା ଉଦ୍ୟାସ ରେ ନୁହଁ।
06/02/2024

କଣ୍ଠ କବି, ହରେକୃଷ୍ଣ ମହାନ୍ତି କିମ୍ବା ଅନ୍ୟ କୌଣସି ଏବଂ କାହା ଉଦ୍ୟାସ ରେ ନୁହଁ।

Congratulations to Lal Krishna Advani ji for being selected  for Bharat Ratna  Award .
03/02/2024

Congratulations to Lal Krishna
Advani ji for being selected for Bharat Ratna Award .

02/02/2024

ରାଜ୍ୟପାଳ ହେବେ ତ ଶ୍ରୀ ରଘୁବର ଦାସ ଯେମିତି ହେବେ। ତାହେଲେ ରାଜ୍ୟ ବଦଳିବା ସହ ଦେଶ ବଦଳିବ। କିନ୍ତୁ କୁଜିନେତା ସରପଞ୍ଚ, କିମ୍ବା ଏମଲଏ ହେଇଗଲେ ପାଞ୍ଚ ବର୍ଷ ପାଇଁ ଲୋକଙ୍କୁ ପଚରୁନାହାନ୍ତି। ନିଜକୁ ସର୍ବେ ସର୍ବ ଭାବି ଇନ୍ଦ୍ର ଚନ୍ଦ୍ର ମନୁ ନାହାଁନ୍ତି। ଭୋଟ ଦେଇଥିବା ଗରିବ ଲୋକଟି ବିଚାର ଅନେଇ ରହିଥାଏ ଆଗ ପାଞ୍ଚ ବର୍ଷ କୁ, କାଳେ କିଛି ପାଇଯିବ ବୋଲି। କିନ୍ତୁ ଟା ଆଶା ଆଉ ଆକାଂକ୍ଷା ହଜେଇ ଦେଇଥାଏ ଭୋଟ ସମୟରେ କେଇ ପଦ ମିଠା କଥା ଆଉ ଗାନ୍ଧୀ ଫଟୋ ଥିବା ନୋଟ ଟି ରେ।
ସାର ଆପଣଙ୍କ କାମକୁ ମୁଁ ସରହାନ କରୁଛି।
କେତେକ ଲୋକ ଆପଣଙ୍କ କାମକୁ ସମାଲୋଚନା କରୁଛନ୍ତି ସୋସିଆଲ ମିଡିଆ ରେ ଜାଣି ଭି ଆପଣ ଆପଣଙ୍କ କାମରେ ଲାଗି ରହିଛନ୍ତି, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।🙏🙏🙏 ଆପଣଙ୍କ ପ୍ରାୟାସ ନିଶ୍ଚୟ ଫଳ ପ୍ରଦ ହେବ। ଏହି ରାଜ୍ୟ ରେ ବାବୁ ମାନେ ଆପଣଙ୍କ ଠୁଁ kichhibsikhibe ବୋଲି ପ୍ରାୟାସ କରିବେ ବୋଲି ଆଶା।

Governor Odisha CMO Odisha Raghubar Das

10/01/2024

For driving, the licence must be required. , but when you want a licence,you must learn to drive...
I can't understand what logic.

27/12/2023

ଜଗନ୍ନାଥ ଙ୍କ ପ୍ରସାର ପ୍ରଚାର ହଉଛି ନା , ଜଗନ୍ନାଥ ଧାମ କୁ ଭାରତ ରେ କୋଣ ଅନୁକୋଣ ଅପମାନିତ କର ହଉଛି। ଏତେ ଅବବ୍ୟସ୍ତିତ ଆଗରୁ କେବେ ଭି ହେଇନି। ଶ୍ରଦ୍ଧାଳୁ ମାନେ ଏତେ ହଇରାଣ।
ସରକାର ଏବଂ ନବୀନ ବାବୁ ଏବେ ଜାଗନ୍ତୁ। ଜଗତ ରେ ନାଥ ଜଗନ୍ନାଥ ତାଙ୍କୁ ବହୁତ୍ କିଛି ଦେଇଛନ୍ତି। ଶୁଖିଲା ରେ ୨୪ ବର୍ଷ ବିନା ଅନୁଭବ ରେ ତାଙ୍କୁ ଓଡ଼ିଶା ରେ ସର୍ବୋଚ୍ଚ ସ୍ଥାନ ରେ ବସେଇଛନ୍ତି।
କାହା ହାତରେ ଦାୟୀତ୍ଵ ଦେଇ ନିଜର ୨୪ ବର୍ଷ ରେ କମେଇଥିବ ପୁଣ୍ୟ କୁ ହରାନ୍ତୁ ନି।
ନହେଲେ ଏଥର ଜଗନ୍ନାଥ ତାଙ୍କ କଥା ବୁଝିବେ

24/12/2023

ଓଡ଼ିଶା ରେ ଥିବା ଲୋକ ସଭା ପାଇଁ ୨୧ ଜଣ ଏମ ପି ଙ୍କ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ କୁହନ୍ତୁ।

ଆମ ସରକାର ନା ଆମେ ମାନେ ଦାୟୀ, ଆମ ଭାଷା ଓଡ଼ିଆ କୁ ବଞ୍ଚିବା ପାଇଁ। ସତରେ ଆମେ କେହି ଭି ନୁହଁ। ଆଜି ଗୋଟିଏ ପିଲା ଜନ୍ମ ନେଲାପରେ ଆମେ ମାନେ କେ...
22/12/2023

ଆମ ସରକାର ନା ଆମେ ମାନେ ଦାୟୀ, ଆମ ଭାଷା ଓଡ଼ିଆ କୁ ବଞ୍ଚିବା ପାଇଁ। ସତରେ ଆମେ କେହି ଭି ନୁହଁ। ଆଜି ଗୋଟିଏ ପିଲା ଜନ୍ମ ନେଲାପରେ ଆମେ ମାନେ କେଉଁଠି ନା କେଉଁଠି ତାକୁ English କିମ୍ବା ହିନ୍ଦୀ ସିଖେଇବାରେ ବ୍ୟସ୍ତ। ତେଣୁ ଆମେ କେଉଁଠି ଆଉ ଆମ ଭାଷା ପାଇଁ ଦରଦ। ଟା ଛଡ଼ା ଆମ ସରକାର ଙ୍କ ଭି ସ୍ପୃହା ଟିକେ ଭି ନାହିଁ ଏହାକୁ ବଞ୍ଚାଇ ରଖିବା ପାଇଁ। ଆମ ମୁଖ୍ୟ ମନ୍ତୀ ଜଣେ ଭଲ ଲୋକ ଏବଂ ଭଲ ପ୍ରଶାସକ କିନ୍ତୁ ତାଙ୍କ ଠାରୁ ଦୁଇ ପଦ ଠିକ୍ ସେ ଓଡ଼ିଆ ଭାଷା ଥରେ ଶୁଣି ପାରିଲେନି ୨୪ ବର୍ଷ ଭିତରେ। ତାଙ୍କ ଆଶା ପାସରେ ରହୁଥିବା ଲୋକ ଭି ଏଥିପାଇଁ ଦାୟୀ ଭାବିବା ଠିକ୍।
ମୁଁ ସବୁଦିନ ଆଚାର୍ଯ୍ୟ ବିହାର ହୋଇ ମୋ ଅଫିସ କୁ ଯାଏଁ। କିନ୍ତୁ ଫେରିବା ରାସ୍ତା ରେ ପ୍ରତିଦିନ ଦେଖେ ସେଠିକାର ଫଳକ ଉପରେ, ମୁ ଭାବୁଛି ଅନ୍ୟ ମାନେ ଭି ଦେଖିଥିବେ। ଆମ ଓଡ଼ିଶା ର ମନ୍ତ୍ରୀ, ନେତା,ଆଉ ବଡ ବାବୁ ମାନେ ଭି ଏହାକୁ କଣ ଦେଖୁ ନାହାଁନ୍ତି ନା ଦେଖି ଅଦେଖା କରୁଛନ୍ତି।
ଏହା ଆଚାର୍ଯ୍ୟ ବିହାର ନା ଆଚାର୍ଯ୍ୟ ଭିହାର। ଏମିତି କେମିତି ଆମ କଦର୍ଯ୍ୟ କରା ଯାଉଛି। ଏହା କଣ ଆମ ସରକାର ଏବଂ ସଚେତନ ନାଗରିକ ର କର୍ତ୍ତବ୍ୟ ନାହିଁ ଠିକ୍ କରିବାକୁ। ଆମେ ଶିକ୍ଷ୍ୟା ପାଇଁ ଲଢ଼ୁଛେ, ଆମ ନିଜ ପାଇଁ ଲଢୁଛେ, କଣ ଏମିତି ସହି ଯିବା ଯେଉଁଟା ଆମ ଜାତି, ଭାଷା ଏବଂ ଆମ ସଂସ୍କୃତି କୁ ଅପମାନ ଆଉ ଭୁଲ କରାଯିବ।
ଶିକ୍ଷିତ ମଣ୍ଡଳୀ ଏହାକୁ ଧ୍ୟାନ ଦେବା ଦରକାର। ନିଜ ପାଇଁ, ନିଜ ପିଲଛୁଆ ମାନଙ୍କ ପାଇଁ, ନିଜ ପିଢ଼ିର ଭବିଷ୍ୟତ ପାଇଁ ସବୁବେଳେ ଆମେ ଲଢ଼ୁଛନ୍ତି, ଏହି କଥା ଟି ଟିକେ ଆଖିରେ ରଖି ଆମ କୁ ଆଗକୁ ଆସିବାକୁ ହବ। ଆମେ ନିଶ୍ଚୟ ଆମ ପିଲା ମାନଙ୍କୁ ଭଲ ଶିକ୍ଷା, ସ୍ବାସ୍ଥ୍ୟ, ଏବଂ ଭଲ ଖାଦ୍ୟ ଯୋଗାଇ ଦେବା ଆମର କର୍ତ୍ତବ୍ୟ। କିନ୍ତୁ ଏହା କେବେ ଭି ନ ଭୁଲିବା ଦରକାର, ଆମ ଓଡ଼ିଆ ଆମ ଭାଷା, ଆମ ସଂସ୍କୃତି, ଆମ ଅସ୍ମିତା ସେମାନଙ୍କୁ ଶିଖେଇ ବା।
ଧନ୍ୟ ବାଦ୍, ଲେଖାଟି ଭଲ ଲାଗିଲେ like ଏବଂ share କରିବେ।

22/12/2023

ନିଜ ପାଣ୍ଠି ଭରିବା, ଦଳାଲି କରିବା, ନିଜକୁ ନିଜେ ବହୁତ୍ ବଡ଼ ନେତା ପାଇଁ ଆଗେଇବା, ଏମାନଙ୍କ କାମ। ଦେଶ କୁଆଡେ ଯାଉ, ନିଜେ ବଡ଼ ହୁଅନ୍ତୁ ଏମାନଙ୍କ କାମ। ଦେଶ ଭକ୍ତି ର କୌଣସି ସ୍ଥାନ ନାହିଁ ଏମାନଙ୍କ ପାଖରେ। ନିଜ ଭୋଟ ବାକ୍ସ ପାଇଁ ଏମାନେ କେତେ ତଳକୁ ଭି ଜାଇ ପାରନ୍ତି। ପରିବାର ବାଦ୍ ଏମାନଙ୍କ ମୂଳ ମନ୍ତ୍ର। ସେ ଯେକୌଣସି ଆଞ୍ଚଳିକ ଦଳ ହେଉ ଦେଶ ପାଈଁ ହିତ କର ନୁହଁ।

Address

At/Po/Chhayalsing
Bhadrak
756114

Alerts

Be the first to know and let us send you an email when Khageswar High School, Chhayalsing posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Khageswar High School, Chhayalsing:

Shortcuts

Share

Category