05/09/2022
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ "ସହିଦ ସ୍ମୃତିପୀଠ ଇରମ " ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା l
MY SCHOOL-OUR SCHOOL -This school was established in the year 1882 by Ray Bahadur Nimain Charan Bose DR . At present 724 students are studying in the school.
The age old institution,Bhadrak High School subsequently named as, “ZILLA SCHOOL, BHADRAK” stands as a premier institution in the Bhadrak district.This school was established in the year 1882 by Ray Bahadur Nimain Charan Bose, the then Jamindar of Kothar, Bhadrak & Mian Munshi Shaik Abdul Gani, a generous person of Bhadrak who donated land for the purpose. It was not only the oldest school of Bha
05/09/2022
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ "ସହିଦ ସ୍ମୃତିପୀଠ ଇରମ " ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା l
05/09/2022
ପବିତ୍ର ଗୁରୁଦିବସ ଅବସରରେ ପୁରାତନ ଛାତ୍ର ସଂସଦ ତରଫରୁ ବିଦ୍ୟାଳୟର ଭାରପ୍ରlପ୍ତ ପ୍ରଧାନଶିକ୍ଷକ ଶ୍ରୀମତୀ ତପସ୍ଵିନୀ ଦାଶଙ୍କୁ ସମ୍ବର୍ଦ୍ଧନା l
05/09/2022
ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହ ଗୁରୁଦିବସ ପାଳିତ ଓ ମହାନ ଗୁରୁ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l
03/09/2022
ସ୍ଵଚ୍ଛତା ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ରକ୍ଷା ନିମନ୍ତେ ଶପଥ ପାଠ
15/08/2022
ଆମ ପାଠମା' l
15/08/2022
ସ୍ୱାଧୀନତାର ଅମୃତ ମହୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳିତ l
ସ୍ୱାଧୀନ ଭାରତ...ସ୍ୱାଧୀନ ଭାରତ
13/08/2022
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ଯାତ୍ରା
13/08/2022
ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ରଥକୁ ବିଦ୍ୟାଳୟ ପରିସରରେ ଭବ୍ୟ ସ୍ଵାଗତ ଓ ମହାଯୋଗୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ l
04/08/2022
ଗତକାଲି ଭଦ୍ରକ ମୁନିସିପlଲିଟିର ଚେୟାରମ୍ୟାନ ଗୁଲମକି ହବିବ ମହୋଦୟl ବିଦ୍ୟାଳୟକୁ ସୌଜନ୍ୟମୂଳକ ଗସ୍ତ କରିବା ସହ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଶିକ୍ଷକଙ୍କ ସହ ସ୍କୁଲର ବିଭିନ୍ନ ଆବଶ୍ୟକତା ଓ ଉନ୍ନତିକରଣ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ l ଏହି ଅବସରରେ ସେ ବିଦ୍ୟାଳୟ ବଗିଚାରେ ବୃକ୍ଷରୋପଣ କରିଥିଲେ ଓ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l
19/07/2022
ଚଳିତବର୍ଷର ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଆମ ବିଦ୍ୟାଳୟରୁ A1 ଗ୍ରେଡ ସହ ୯୫ ପ୍ରତିଶତ ନମ୍ବର ହାସଲ କରିଥିବା ଛାତ୍ରୀ ବର୍ଷାରାଣୀ ବେହେରା ଓ ଭାରପ୍ରlପ୍ତ ପ୍ରଧାନଶିକ୍ଷକ ଶ୍ରୀମତୀ ତପସ୍ୱିନୀ ଦାସଙ୍କୁ 'ସମ୍ବାଦ' ତରଫରୁ ବାଲେଶ୍ୱର ଠାରେ ସମ୍ବର୍ଦ୍ଧନା l
10/07/2022
ଆମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଚିନ୍ମୟ ଖୁଣ୍ଟିଆ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇ ରାଜ୍ୟସ୍ତରରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି l ଚିନ୍ମୟଙ୍କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା l