Sri Bairagi Saraswati Sisu Bidyamandir,asurali

Sri Bairagi Saraswati Sisu Bidyamandir,asurali Contact information, map and directions, contact form, opening hours, services, ratings, photos, videos and announcements from Sri Bairagi Saraswati Sisu Bidyamandir,asurali, High School, asurali, Bhadrak.

ସଂଭାଗ ଖେଳ କୁଦ, ପୂର୍ବତ୍ତୋର ସଂଭାଗ ,ବାଲେଶ୍ୱର  ସ୍ଥାନ:ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ଅସୁରାଳି, ଭଦ୍ରକ
13/01/2024

ସଂଭାଗ ଖେଳ କୁଦ, ପୂର୍ବତ୍ତୋର ସଂଭାଗ ,ବାଲେଶ୍ୱର ସ୍ଥାନ:ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ଅସୁରାଳି, ଭଦ୍ରକ

13/01/2024
ପୂର୍ବୋତ୍ତର ସମ୍ବାଗ,ବାଲେଶ୍ୱର ଖେଳ କୁଦ ସମାରୋହ।   ସ୍ଥାନ:ଅସୁରାଳି ଶିଶୁବିଦ୍ୟା ମନ୍ଦିର ,ଅସୁରାଳି ଭଦ୍ରକ
13/01/2024

ପୂର୍ବୋତ୍ତର ସମ୍ବାଗ,ବାଲେଶ୍ୱର ଖେଳ କୁଦ ସମାରୋହ। ସ୍ଥାନ:ଅସୁରାଳି ଶିଶୁବିଦ୍ୟା ମନ୍ଦିର ,ଅସୁରାଳି ଭଦ୍ରକ

ପୁର୍ବତ୍ତୋର ସଂଭାଗ ଖେଳକୁଦ,ସମାରୋହ , ସ୍ଥାନ: ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ଅସୁରାଳି
13/01/2024

ପୁର୍ବତ୍ତୋର ସଂଭାଗ ଖେଳକୁଦ,ସମାରୋହ , ସ୍ଥାନ: ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ଅସୁରାଳି

ପୂର୍ବତ୍ତିର ସଂଭାଗ ଖେଳକୁଦ ସମାରୋହ, ବାଲେଶ୍ୱର । ସ୍ଥାନ:ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର,ଅସୁରାଳି,ଭଦ୍ରକ
12/01/2024

ପୂର୍ବତ୍ତିର ସଂଭାଗ ଖେଳକୁଦ ସମାରୋହ, ବାଲେଶ୍ୱର । ସ୍ଥାନ:ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର,ଅସୁରାଳି,ଭଦ୍ରକ

ବାର୍ଷିକ ଉତ୍ସବ ପାଇଁ ସାଦର ନିମନ୍ତ୍ରଣ
25/12/2023

ବାର୍ଷିକ ଉତ୍ସବ ପାଇଁ ସାଦର ନିମନ୍ତ୍ରଣ

ବିଦ୍ୟାଳୟ ରେ ପାଳନ ହେଲା ମାଣବସା ଗୁରୁବାର । ମା ଲଷ୍ମୀ ଙ୍କ ଆଗମନ ।
14/12/2023

ବିଦ୍ୟାଳୟ ରେ ପାଳନ ହେଲା ମାଣବସା ଗୁରୁବାର । ମା ଲଷ୍ମୀ ଙ୍କ ଆଗମନ ।

ଆଜି ଶ୍ରୀ ବୈରାଗୀ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଅସୁରାଳି, ଭଦ୍ରକ ର ବାର୍ଷିକ କ୍ରୀଡ଼ା ଦ୍ୱିତୀୟ ଦିବସ ରେ ଅସୁରାଳି ର ପୂର୍ବତନ ସରପଞ୍ଚ ମୁଖ୍ୟ...
13/12/2023

ଆଜି ଶ୍ରୀ ବୈରାଗୀ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଅସୁରାଳି, ଭଦ୍ରକ ର ବାର୍ଷିକ କ୍ରୀଡ଼ା ଦ୍ୱିତୀୟ ଦିବସ ରେ ଅସୁରାଳି ର ପୂର୍ବତନ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ପ୍ରଧାନ ଆଚାର୍ଯ୍ୟ ନିତ୍ୟାନନ୍ଦ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ସମ୍ପାଦକ ସନ୍ତୋଷ କୁମାର ସାହୁ ଖେଳ ର ମହତ୍ଵ ବିଷୟରେ ବୁଝାଇ ଧନ୍ୟବାଦ ଅର୍ପଣ କରିଥିଲେ । କୋଶାଦକ୍ଷ ଶ୍ରୀ ମୋନୋଜ କୁମାର ଦାଶ,ବିଦ୍ୟାଳୟ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଉତ୍କଳ ଭୂଷଣ ନାୟକ ଉପସ୍ଥିତ ରହି କ୍ରୀଡା ତଦାରଖ କରିଠୁଲେ ।ସମସ୍ତ ଗୁରୁଜି , ଗୁରୁମା ,ଚାଳକ ଭାଇ, ନନା ନାନୀ, ମାତୃଭାରତୀ ର ସଦସ୍ୟ ମାନେ ଖେଳ ପରିଚାଳନା କରିଥିଲେ ।

Address

Asurali
Bhadrak
756137

Website

Alerts

Be the first to know and let us send you an email when Sri Bairagi Saraswati Sisu Bidyamandir,asurali posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category