B.N.High School, Jaypur

B.N.High School, Jaypur Contact information, map and directions, contact form, opening hours, services, ratings, photos, videos and announcements from B.N.High School, Jaypur, High School, Jaypur guamal bhadrak, Bhadrak.

23/08/2025
ଆସନ୍ତୁ ବୁଲିଯିବା ଆମ ଖାଦ୍ୟ ମେଳାକୁ ll  ସ୍ୱାଦିଷ୍ଟ ଓ ସୁରୁଚି ମନ ପସନ୍ଦ ଖାଦ୍ୟ ll
26/01/2025

ଆସନ୍ତୁ ବୁଲିଯିବା ଆମ ଖାଦ୍ୟ ମେଳାକୁ ll
ସ୍ୱାଦିଷ୍ଟ ଓ ସୁରୁଚି ମନ ପସନ୍ଦ ଖାଦ୍ୟ ll

ବାର୍ଷିକ ଉତ୍ସବ 2024-25
18/01/2025

ବାର୍ଷିକ ଉତ୍ସବ 2024-25

27/11/2024
ଶିକ୍ଷା ସପ୍ତାହ, ମା ପାଇଁ ଗଛଟିଏ llଏଇ ଗଛ ମା ଠାରୁ ଵି କେଉଁ ଗୁଣରେ କମ ନୁହେଁ ll ତେଣୁ ଆସନ୍ତୁ ସମସ୍ତେ ନିଜ ମା ଙ୍କ ଉଦେଶ୍ୟରେ ଗଛଟିଏ ଲଗାଇ...
04/08/2024

ଶିକ୍ଷା ସପ୍ତାହ, ମା ପାଇଁ ଗଛଟିଏ ll
ଏଇ ଗଛ ମା ଠାରୁ ଵି କେଉଁ ଗୁଣରେ କମ ନୁହେଁ ll
ତେଣୁ ଆସନ୍ତୁ ସମସ୍ତେ ନିଜ ମା ଙ୍କ ଉଦେଶ୍ୟରେ ଗଛଟିଏ ଲଗାଇ ତାର ରକ୍ଷଣା ବେକ୍ଷଣା କରିବା ଆଉ ଏ ପୃଥିବୀ କୁ ସବୁଜିମା ରେ ଭରିଦେବା ll

ନିରନ୍ତର ପ୍ରଚେଷ୍ଟା, ଆତ୍ମବିଶ୍ୱାସ ଓ ସମ୍ମିଳିତ ପରିଶ୍ରମ ର ସଫଳତା ହେଉଛି ଅନ୍ତିମ ଶ୍ୱାସ llଆଜି ଆମ ବିଦ୍ୟାଳୟ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ଘୋଷ...
25/02/2024

ନିରନ୍ତର ପ୍ରଚେଷ୍ଟା, ଆତ୍ମବିଶ୍ୱାସ ଓ ସମ୍ମିଳିତ ପରିଶ୍ରମ ର ସଫଳତା ହେଉଛି ଅନ୍ତିମ ଶ୍ୱାସ ll

ଆଜି ଆମ ବିଦ୍ୟାଳୟ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ଘୋଷିତ ହୋଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024 ତରଫରୁ ଉପାଧି ଲାଭ କରିଛି 💐💐ll ଏଥିପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲାମାନଙ୍କୁ ଧନ୍ୟବାଦ ll💐

ବାର୍ଷିକ କ୍ରୀଡା ପ୍ରତିଯୋଗିତା
11/01/2024

ବାର୍ଷିକ କ୍ରୀଡା ପ୍ରତିଯୋଗିତା

ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କ ତରଫରୁ  ସମସ୍ତଙ୍କୁ ନୂତନ ବର୍ଷର  ଅଭିନନ୍ଦନ  ll💐💐💐💐ll
02/01/2024

ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କ ତରଫରୁ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ll💐💐💐💐ll

ବିଦ୍ୟାଳୟ ରେ କ୍ରୀଡ଼ାଙ୍ଗନ କାର୍ଯ୍ୟକ୍ରମ ସହିତ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ବୃକ୍ଷରୋପଣ ll
05/12/2023

ବିଦ୍ୟାଳୟ ରେ କ୍ରୀଡ଼ାଙ୍ଗନ କାର୍ଯ୍ୟକ୍ରମ ସହିତ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ବୃକ୍ଷରୋପଣ ll

Address

Jaypur Guamal Bhadrak
Bhadrak
756163

Website

Alerts

Be the first to know and let us send you an email when B.N.High School, Jaypur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category