Bhadrak ABVP

Bhadrak ABVP Official page of ABVP Bhadrak, Odisha

ଓଁ ଶାନ୍ତି 🙏
08/12/2021

ଓଁ ଶାନ୍ତି 🙏

24/05/2021
28/04/2021

ଜୟ ମା ଭାରତୀ 🚩

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଚାନ୍ଦବାଲି ନଗର ତରଫରୁ ବିଶ୍ଵ ମହାମାରୀ କରୋନା ହେତୁ ଚାନ୍ଦବାଲିରେ ଆଜି ଡାକ୍ତରଖାନା, ପୋଷ୍ଟ ଅଫିସ୍,କୋର୍ଟ...
28/04/2021

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଚାନ୍ଦବାଲି ନଗର ତରଫରୁ ବିଶ୍ଵ ମହାମାରୀ କରୋନା ହେତୁ ଚାନ୍ଦବାଲିରେ ଆଜି ଡାକ୍ତରଖାନା, ପୋଷ୍ଟ ଅଫିସ୍,କୋର୍ଟ ଆଦି ଜନଗହଳି ସ୍ଥାନରେ ସାନିଟାଇଜ ସ୍ପ୍ରେ କରିବା ସହିତ ଲୋକଙ୍କୁ ସଚେତନ କରାଯାଇଥିଲା |

26/04/2021

*ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଧାମନଗର ନଗର ଶାଖା ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା*        ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଧାମନ...
26/04/2021

*ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଧାମନଗର ନଗର ଶାଖା ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା*

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଧାମନଗର ନଗର ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟପ୍ରକାଶ ରାଉତ ଙ୍କ ନେତୃତ୍ୱ ରେ କରୋନା ର ଦ୍ବିତୀୟ ଲହରୀ ରେ ଆମ ସମସ୍ତଙ୍କୁ ଅଧିକ ସଚେତନ ହେଇ କିପରି କରୋନା ବିରୋଧରେ ଆମର ଲଢେଇ କୁ ଜାରି ରଖିବାକୁ ପଡିବ ଏ ସମ୍ବନ୍ଧୀୟ ବାର୍ତ୍ତା କୁ ହାତତିଆରି ପୋଷ୍ଟର ମାଧ୍ୟମରେ ଧାମନଗର ର ବିଜୁ ପଟ୍ଟନାୟକ ଛକ ପାଖରୁ ଧାମନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରିବା ସହ ଜନଗହଳି ପୂର୍ଣ୍ଣ ସ୍ଥାନ ଯେମିତି ଦୈନିକ ବଜାର,ଥାନା, ଡାକ୍ତରଖାନା, ବିଭିନ୍ନ ଦୋକାନ ଆଦି ସ୍ଥାନରେ ଏ ପୋଷ୍ଟର ଗୁଡ଼ିକୁ ଲଗାଯାଇଥିଲା | ଏହି ସଚେତନତା କାର୍ଯ୍ୟକ୍ରମ ରେ ମାନସ ଖଟୁଆ, ବିରେନ୍ଦ୍ର ଜେନା,ତପନ ଜେନା , ଗୈାରୀଶଂକର ସାହୁ, ହୃଷିକେଶ ନାୟକ , ଅରବିନ୍ଦ ଷଡ଼ଙ୍ଗୀ ପ୍ରମୂଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଆୟୋଜିତ selfie ପ୍ରତିଯୋଗିତା ରେ ଭାଗ ନିଅନ୍ତୁ। https://forms.gle/jVx8xrMAiXBhw3uB8 ଏହି ଲିଙ୍କ୍ ରେ ର...
09/01/2021

ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଆୟୋଜିତ selfie ପ୍ରତିଯୋଗିତା ରେ ଭାଗ ନିଅନ୍ତୁ। https://forms.gle/jVx8xrMAiXBhw3uB8
ଏହି ଲିଙ୍କ୍ ରେ ରେଜିଷ୍ଟର କରନ୍ତୁ ଏବଂ ଆମକୁ ପଠାନ୍ତୁ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି, ଚିତ୍ର, ଫଟୋ କିମ୍ୱା Rangoli ସହ ନେଇଥିବା ସେଲଫି। ଶ୍ରେଷ୍ଠ 10 ପ୍ରତିଯୋଗୀ ଜିତି ପାରିବେ ପୁରସ୍କାର, ଏବଂ ସମସ୍ତଙ୍କୁ ଏକ ପ୍ରମାଣପତ୍ର।
ଶେଷ ସମୟ, ଆସନ୍ତା 12 ତାରିଖ, ରାତ୍ର 9 ଟା।


ବିଦ୍ୟାର୍ଥୀ ପରିଷଦ ଚାନ୍ଦବାଲି ନଗର, ଭଦ୍ରକ ରେ  ୭ଟି ବିଭିନ୍ନ ଜାଗାରେ ପରିଷଦ ର ପାଠଶାଳା ଆରମ୍ଭ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ଦ୍ୱାରା ଅନଲ...
13/12/2020

ବିଦ୍ୟାର୍ଥୀ ପରିଷଦ ଚାନ୍ଦବାଲି ନଗର, ଭଦ୍ରକ ରେ ୭ଟି ବିଭିନ୍ନ ଜାଗାରେ ପରିଷଦ ର ପାଠଶାଳା ଆରମ୍ଭ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ଦ୍ୱାରା ଅନଲାଇନ ପାଠ୍ୟକ୍ରମ ରୁ ବଞ୍ଚିତ ଏବଂ ଗରିବ ମେଧାବୀ ବିଦ୍ୟାର୍ଥୀ ଙ୍କ ପାଖରେ ପହଞ୍ଚିବା ସହ ନୈତିକ ଶିକ୍ଷା ଯୋଗେଇବା ପାଇଁ ପ୍ରୟାସ କରାଯାଇଛି |

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚାନ୍ଦବାଲି ନଗର ଘଣ୍ଟେଶ୍ୱର ଶାଖା ତରଫରୁ ପରୀକୁ ନ୍ୟାୟ ଦାବି ରେ ଏକ ବିକ୍ଷୋପ ପ୍ରଦର୍ଶନ ହୋଇଯାଇଅଛି।ଏହି ବି...
04/12/2020

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚାନ୍ଦବାଲି ନଗର ଘଣ୍ଟେଶ୍ୱର ଶାଖା ତରଫରୁ ପରୀକୁ ନ୍ୟାୟ ଦାବି ରେ ଏକ ବିକ୍ଷୋପ ପ୍ରଦର୍ଶନ ହୋଇଯାଇଅଛି।ଏହି ବିକ୍ଷୋପ ରେ ବିଦ୍ୟାର୍ଥୀ ମାନେ ଏକ ଶୋଭାଯାତ୍ରା ଘଣ୍ଟେଶ୍ୱର ବସ ଷ୍ଟାଣ୍ଡ ରୁ ବାହାର କରି ବଜାର ପରିକ୍ରମା ସାରି ବସ ଷ୍ଟପ ନିକଟରେ ପହଞ୍ଚି ମନ୍ତ୍ରି ଅରୁଣ ସାହୁ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା |ଏହି ପ୍ରତିବାଦ ସଭା ରେ ଯଥାଶୀଘ୍ର ଦୋଷୀ କୁ ଧରି ଦଣ୍ଡ ଦେବା ସହ ମନ୍ତ୍ରି ଅରୁଣ ସାହୁ ଇସ୍ତଫା ଦାବି କରାଯାଇଥିଲା ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ଏବିଭିପି ତରଫରୁ ଦାବି ଜଣା ଯାଇଥିଲା |

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଚାନ୍ଦବାଲି ନଗର ମତୋ ଶାଖା ତରଫରୁ ନୟାଗଡ଼, ଯଦୁପୁର ଅଞ୍ଚଳ ର ୫ ବର୍ଷ ର କୁନି ଝିଅ "ପରୀ " ହତ୍ୟା କା...
02/12/2020

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଚାନ୍ଦବାଲି ନଗର ମତୋ ଶାଖା ତରଫରୁ ନୟାଗଡ଼, ଯଦୁପୁର ଅଞ୍ଚଳ ର ୫ ବର୍ଷ ର କୁନି ଝିଅ "ପରୀ " ହତ୍ୟା କାଣ୍ଡ ଏବଂ ଅଙ୍ଗ ଚାଲାଣ ଭଳି ସଂଗୀନ ଅଭିଯୋଗ ରେ ସମ୍ପୃକ୍ତ ସମସ୍ତଙ୍କୁ ଦୋଷୀ ଙ୍କୁ ଦଣ୍ଡ ଦେବା ସହ ନିଜର ସରକାରୀ କଳ କୁ ଅପବ୍ୟବହାର କରି ଦୋଷୀ ମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ମନ୍ତ୍ରୀ ଅରୁଣ ସାହୁ ଙ୍କ ଇସ୍ତଫା ଏବଂ ହତ୍ୟାକାଣ୍ଡ ର ନ୍ୟାୟିକ ତଦନ୍ତ ଭାର ସିବିଆଇ କୁ ପ୍ରଦାନ କରିବା ପାଇଁ ଦାବି କରାଯାଇଛି l

Address

Bhadrak

Alerts

Be the first to know and let us send you an email when Bhadrak ABVP posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Bhadrak ABVP:

Shortcuts

Share

Category