ସୁବର୍ଣ୍ଣପୁର୍ The Golden Village

ସୁବର୍ଣ୍ଣପୁର୍ The Golden Village This page is all about subarnapur.

Village diary...🌲🏡🌄🍁🍃
03/03/2023

Village diary...🌲🏡🌄🍁🍃

11/09/2021

02/09/2019

 ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେହରେ ରାମ ହରେ ରାମ ରାମ ରାମ ହରେ ହରେ ....🙏🙏
25/09/2018


ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ ....🙏🙏

*ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର,**ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ll* *ଗୁରୁ ଦିବସର ହାର୍ଦ୍ଦିକ ଶୁଭକ...
05/09/2018

*ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର,*
*ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ll*
*ଗୁରୁ ଦିବସର ହାର୍ଦ୍ଦିକ ଶୁଭକାମନା l..*
🙏🏻💐

This page is all about subarnapur.

କିଛି ସୁନ୍ଦର ଦୃଶ୍ୟ  #ସୁବର୍ଣପୁର ରେ
30/08/2018

କିଛି ସୁନ୍ଦର ଦୃଶ୍ୟ #ସୁବର୍ଣପୁର ରେ

14/07/2018

*ଜଗନ୍ନାଥ ସ୍ୱାମୀ ନୟନପଥ ଗାମି ଭବ ତୁମେ*
ପବିତ୍ର ରଥ ଯାତ୍ରା ଉପଲକ୍ଷେ
ସମସ୍ତ, ଗୁରୁଜନ,ଯୁବକ,ଛାତ୍ର ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା. ଏହି ରଥ ଯାତ୍ରା ଆପଣଙ୍କ ଜୀବନରେ ସୁଖ,ଶାନ୍ତି ଭରି ଯାଉ ଏତିକି ମହାପ୍ରଭୁଙ୍କ ନିକଟରେ କାମନା.
🙏🏻 *ଜୟ ଜଗନ୍ନାଥ*🙏🏻
🙏🏻 *ଜୟ ସାରଥି ଗୋସାଇଁ*🙏🏻

 ..
10/07/2018

..

17/06/2018

ସୁବର୍ଣ୍ଣ ପୁର ଗ୍ରାମର ଗୋଟେ ଛୋଟପିଲା ଯାହାର ବୟସ ମାତ୍ର 4 ବର୍ଷ ନିପୁଣ ଭାବେ ମୃଦଗଂ ବଜାଇଉଥଛି|ସେ ସ୍ୱର୍ଗତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଲୋକନୃତ୍ୟ ରାଧାପ୍ରେମଲିଳା ଗୁରୁ ବୃନ୍ଦାବନ ବାଡତ୍ୟା କଂ ନାତି |
ଶକଂର ବାଡତ୍ୟା କଂ ପୁତ୍ର ବାଦଲ |ସତରେ ଏହି ଭଳି ଶିଶୁ ପ୍ରତିଭାକୁ ପାଇ ନିଜ ଗାଁ ତଥା ଆନ୍ଚଳ ଗର୍ବିତ||ସେ ଆଗାମି ଦିନରେ ସମଗ୍ର ଭାରତ ବର୍ଷରେ ନିଜର ନାଁ କମାଉ ଏତିକି ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ଠାରେ କାମନ......💐💐💐💐💐💐

Address

At/subarnapur, Po-jarada Gada, Dist-ganjam, State-odisha, Pin-761005
Berhampur
761005

Website

Alerts

Be the first to know and let us send you an email when ସୁବର୍ଣ୍ଣପୁର୍ The Golden Village posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share