k jagannath rao Motivational

k jagannath rao Motivational Help each and every at any time

14/11/2025

27/10/2025

ଆଜିର ସମାଜ ରେ ଏମିତିକା ମଣିଷ ଅଛନ୍ତି ଯିଏ ନିଜର ଆବଶ୍ୟକତା କୁ ପୂରଣ କରିବା ପାଇଁ ଅନ୍ୟ କୁ ଅତି ନିଜର କରିଦିଅନ୍ତି ଆଉ କାମ ସରିଲେ ତାକୁ ପଛ ଆଡ଼ୁ ଲାତ ମାରିଦିଅନ୍ତି।।।

17/10/2025

ରାଗି ଥିବା ସମୟ ରେ କେବେ ବି କୌଣସି ନିଷ୍ପତି ନେବା ଉଚିତ ନୁହେଁ କାରଣ ସେ ସମୟର ନିଷ୍ପତି କେଡେ ଭୟଙ୍କର ହେଇଥାଏ ତାର ପ୍ରତିକାର ପାଇଁ କେତେ ଅନୁତାପ କଲେ ବି କିଛି ପରିବର୍ତ୍ତନ ହୋଇନଥାଏ

15/10/2025

ମାଠିଆ ରେ ପାଣି ଭରିଗଲେ ଆଉ ସେଥି ରେ ନ ରହି ତଳକୁ ଗଡ଼ି ଯାଏ
ଠିକ୍ ସେଭଳି ମଣିଷ ର ପାପ ବେଶୀ ହୋଇଗଲେ ସେ ଆଉ ଏ ଧରା ପୃଷ୍ଟ ରେ ରହି ପାରେ ନାହିଁ ।।।

13/10/2025

SURAVI Practice

Address

Berhampur
Berhampur
760002

Website

Alerts

Be the first to know and let us send you an email when k jagannath rao Motivational posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share