Shree Vivekananda State Level Scholarship examination, Odisha

Shree Vivekananda State Level Scholarship examination, Odisha Shree vivekanand bidya mandir, smartkidz, Prem Anand educational charitabletrust, state level vivekananda scholarship exam, laxminrusingh street 14 th lan.

Registration is going on.callWhatsApp98611108979937185507
01/11/2022

Registration is going on.
call
WhatsApp
9861110897
9937185507

registration is going on.callWhatsApp98611108979937185507http://youtube.com/https://shreevivekanandabidyamandirschool.co...
01/11/2022

registration is going on.
call
WhatsApp
9861110897
9937185507

http://youtube.com/

https://shreevivekanandabidyamandirschool.com/

http://youtube.com/

https://shreevivekanandabidyamandirschool.com/

ଆମ ସଂକଳ୍ପ ଏବଂ ପ୍ରତିଶ୍ରୁତି;
ଯେ କୌଣସି ସ୍ତରର ଶିଶୁଙ୍କୁ
ଉଚ୍ଚ ସ୍ତରୀୟ ଶିକ୍ଷାର୍ଥୀ ରୂପେ
ଗଢି ତୋଳି ତିଆରି କରିବୁ ।

ନାମଲେଖା ସମୟରେ
କେବଳ ଭଲ ପାଠପଢୁଥିବା
କେବଳ ଧନୀ ଘରର ଛୁଆ
ଦାୟିତ୍ୱ ବାନ ଶିଶୁଙ୍କୁ ହିଁ
ଅଗ୍ରାଧିକାର ଭିତ୍ତିରେ
ନାମଲେଖାଇବା ପାଇଁ
ସୁଯୋଗ ସୃଷ୍ଟି କରିବୁ ନାହିଁ ।

Govt scholarship certificate
ଧାରୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢେଇବୁ।

ଦୁର୍ବଳ ଶ୍ରେଣୀର
ପାଠ ମନେ ରଖିପାରୁନଥିବା
ଶ୍ରେଣୀର ପଛ ଧାଡ଼ିର
ପାଠ ପଢା ପ୍ରତି ଅମଙ୍ଗ ହେଉଥିବା
ଛୁଆ ମାନଙ୍କ ଅଭିଭାବକ ମାନଙ୍କୁ
ମଧ୍ୟ ନିବେଦନ ।
ଆପଣ ମାନେ ଆସି
ନିଜ ନିଜର ଛୁଆଙ୍କ admission କରାନ୍ତୁ ।

Vivekananda public school
Shree Vivekananda bidya mandir school
, , school
*Laxmi Nrusingh street -14th line ,bam
*Vivekananda Marg Haridakhandi bypass ,bam
*Brajraj Nagar-4th line, panigrahi pentho ,aska road Berhampur
9937185507,9861110897,7008042209

**********************
Deposit 50,000 cash
and enjoy the free Education
(zero admission fees and
zero monthly fees)
from pre class to class 8th .

ଏକକାଳୀନ ପଚାଶ ହଜାର ଟଙ୍କା ସ୍କୁଲ ଏକାଉଣ୍ଟ୍ ରେ ଜମା ଦେଇ ଶିଶୁ ନିଜ ଇଚ୍ଛା ମୁତାବକ ନିର୍ଦ୍ଦିଷ୍ଟ ଶ୍ରେଣୀ ପର୍ଯ୍ୟନ୍ତ ବିନା ନାମଲେଖା ରାଶି,ବିନା ମାସିକ ଶୁଳ୍କ, କୈାଣସି ପାଠ ପଢ଼ା ଖର୍ଚ୍ଚ ନ ଦେଇ ,ଅନ୍ୟ ଶିଶୁମାନଙ୍କ ଭଳି ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ରେ ଅଧ୍ୟୟନ କରିବେ ।ଶିଶୁ ନିଜର ନିର୍ଦ୍ଧିଷ୍ଟ ଶ୍ରେଣୀ ଯାଏଁ ଶିକ୍ଷା ପ୍ରାପ୍ତ କରିସାରିବା ପରେ ତତ୍ କ୍ଷଣାତ ଅଭିଭାବକଙ୍କ ଦ୍ବାରା ପୈଠ ହୋଇଥିବା ପୂର୍ବ ଜମା ରାଶି ଅକ୍ଷୁର୍ଣ୍ଣ ପଚାଶ ହଜାର ଟଙ୍କା ଫେରି ପାଇବେ ।

ଉଚ୍ଚ କୋଟୀର ଆଦର୍ଶ ପରିଶ୍ରମୀ ମେଧା ଗୁରୁଜୀ ଗୁରୁମା ଶିକ୍ଷଣ ଆଧାରମାନ ଥାଇ ଶାନ୍ତି ଶୃଙ୍ଖଳା ନିର୍ମଳ ଶ୍ରେଣୀ କକ୍ଷ ଅଭିଭାବକ ମାନଙ୍କ ଜ୍ଞାତ ଅନୁଶୀଳନ ଦିନଚର୍ଯ୍ୟା ବିଧି ବ୍ୟବସ୍ଥା ସ୍ବଳ୍ପ ସଂଗ୍ରହ ଅର୍ଥ ରାଶିର ପ୍ରାଞ୍ଜଳ ସୁସ୍ଥ ସୁବଣ୍ଟନ ସୁବିନିଯୋଗ ପ୍ରାକ୍ ସୂଚନା ମୁତାବକ ଗଠନ ମୂଳକ ଶିକ୍ଷା ନୀତି ପ୍ରଣୟନ ସଂସ୍କାର ସଂସ୍କୃତି ସଭ୍ୟତା ବଜାୟ ରଖି ବାରମ୍ବାର ଅଭ୍ୟାସ ଅଳ୍ପ ସଂଖ୍ୟକ ଶିଶୁଙ୍କ ସହିତ ପ୍ରତି ମୂହୁର୍ତ୍ତରେ ଗୁରୁଜୀ ଗୁରୁମା ଗବେଷଣାତ୍ମକ ପ୍ରାକ୍ ଶିକ୍ଷା ନୀତି ଏବଂ ଆଧୁନିକ ଶିକ୍ଷା ନୀତି ବିଚାର ବିମର୍ଶରେ ବୁଦ୍ଧିଜୀବୀ ଶିକ୍ଷାବିତ ସାହିତ୍ୟିକ ଶୁଭଚିନ୍ତକ ଆନ୍ତରିକତା ଭରା ଅଭିଭାବକ, ସେମାନଙ୍କ ସହଯୋଗ ସଦିଚ୍ଛା ଆଜି କା ଦିନରେ ଲକ୍ଷ୍ମୀ ନୃସିଂହ ସାହି-୧୪ଗଳି ପୁରୁଣା ବ୍ରହ୍ମପୁର ସ୍ଥିତ ଶ୍ରୀବିବେକାନନ୍ଦ ବିଦ୍ୟାମନ୍ଦିର ପାଇଁ ଆଶୀର୍ବାଦିତ ଫଳପ୍ରଦ ହୋଇପାରିଛି ।

ଅନୁଷ୍ଠାନର କୁନି କୁନି କୋମଳ ମତି ଛୁଆ ମାନେ ବେଦ ଭାଗବତ ଗୀତା ଏବଂ ବିଭିନ୍ନ ପୁରାଣ ଆଦିକୁ ପ୍ରାର୍ଥନା ନିର୍ଘଣ୍ଟରେ ଆବୃତ୍ତି କରିବା ସହିତ ହିନ୍ଦୁ ଧର୍ମ,ସେବା,ସମାଜ, ସଂସାର ନିୟମ ଚଳଣି ଆଚରଣ ପ୍ରଭୃତି ସମାଜର ଆଗଧାଡିର ବରେଣ୍ୟ ଗୁରୁତୁଲ୍ୟଙ୍କ ଠାରୁ ଶୁଣି ଗୁରୁତ୍ୱକୁ ଉପଲବ୍ଧି କରିଆସୁଛନ୍ତି।

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଲୋକ କଳା ସୃଜନୀ ଶକ୍ତିର ଅଭିବୃଦ୍ଧି ସାହିତ୍ୟ ପ୍ରତି ରୁଚି ବଢାଇବା ପାଇଁ ନିର୍ଦ୍ଦିଷ୍ଟ ନିର୍ଘଣ୍ଟର ଲାଭ ନେଇ ନିଜକୁ ସମର୍ପିତ କରିବା ସାଥେ ସାଥେ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଯାଵତିୟ ଯତ୍ନ ଅଭ୍ୟାସ ପରିଶ୍ରମ ଅହରହ କରୁଛନ୍ତି ।

teakwondo, ସୂର୍ଯ୍ୟ ନମସ୍କାର, ବ୍ୟାୟାମ,ଯୋଗ, ଧ୍ୟାନ ,ଖେଳ ଆଦିକୁ କୁଶଳୀ ଗୁରୁଙ୍କ ଉପସ୍ଥିତିରେ ଶିଖିବା ସୁଯୋଗ ପାଇ ନିଜକୁ ଗର୍ବିତ ମନେ କରୁଛନ୍ତି।

ଶ୍ରେଣୀ କକ୍ଷରେ syllabus curricular activities ପାଠପଢ଼ା ସହିତ, ନାନାଦି ସହପାଠ୍ୟ ଆଧାରିତ Co-corricular activities, warm up open field matches, ହସ୍ତଶିଳ୍ପ ଶିକ୍ଷା, ବୃକ୍ଷ ରୋପଣ, ବିଜୁଳି ଜଳ ସଞ୍ଚୟ ଅଭ୍ୟାସ, ଅନାବଶ୍ୟକ ଆବର୍ଜନା ଆଦିରୁ ଆବଶ୍ୟକୀୟ ଘରକରଣା, ସାଜସଜ୍ଜା ଉପକରଣ ପ୍ରସ୍ତୁତ କରିବା , ବତ୍କୃତା ଅଭ୍ୟାସ, ରଚନା ଲେଖିବା ଜ୍ଞାନ କୈ।ଶଳ ଆହରଣ କରିବା, ଚିତ୍ର ଆଙ୍କିବା ସେଥିରେ ରଙ୍ଗ ଭରିବା ଅଭ୍ୟାସ କରିବା, ବିଜ୍ଞାନ ମେଳା , କଣ୍ଢେଇ ମେଳା , ବିଭିନ୍ନ ଜିନିଷ ପ୍ରଦର୍ଶନୀ, ଆଖ ପାଖ ବିଭିନ୍ନ ସ୍ଥାନ ଶ୍ରେଣୀ ଶିକ୍ଷକ ମାନଙ୍କ ସହ ଭ୍ରମଣ ଏବଂ ସେହି ସ୍ଥାନ କାର୍ଯ୍ୟାଳୟ ମାନଙ୍କରେ ହେଉଥିବା କାମ ଅନୁଧ୍ୟାନ କରିବା, ଅଭିଭାବକ ମାନଙ୍କ ସହଯୋଗରେ ବିଭିନ୍ନ project work project sheet ପ୍ରସ୍ତୁତି ସାରି ସ୍କୁଲରେ ଅନ୍ୟପିଲାଙ୍କୁ ତା'ର ଉପକାର ଏବଂ ବ୍ୟବହାର ବିଷୟରେ ବର୍ଣ୍ଣନା କରିବା ଗୁରୁ ଦାୟିତ୍ବ ଏଇଠି ଅଧ୍ୟୟନରତ ଛାତ୍ରଛାତ୍ରୀ ନେଇଥାଆନ୍ତି ।

ଛୁଆ ମାନେ Home work, class work କରିବା ସମୟରେ ସେଗୁଡ଼ିକୁ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ମୂଲ୍ୟାୟନ କରିବା ପାଇଁ ଗୁରୁଜୀ ଗୁରୁମା ମାନେ class room, WhatsApp Group ଏବଂ ଅନ୍ୟାନ୍ୟ online platform କୁ ବ୍ୟବହାର କରି ଶିଶୁଙ୍କ ଶ୍ରେଣୀ ଶିକ୍ଷା ଦାନ କାର୍ଯ୍ୟ କ୍ରମରେ ଅନେକ ସୁଧାର ଆଣୁଥାନ୍ତି ।

State level Vivekanand Scholarship Examination , ସରକାରୀ ବୃତ୍ତି ପରୀକ୍ଷା , ଅବା ଅନ୍ୟାନ୍ୟ ବିଭିନ୍ନ offline online competition platform କୁ ଅନାୟାସରେ ଛୁଆ ମାନେ ଭାଗନେଇ କୃତି ହାସଲ କରି ବୃତ୍ତି ପାଇ ବିଦ୍ୟାଳୟର ଛାତିକୁ ଗର୍ବରେ ଚଉଡା କରିଥାନ୍ତି ।

ଏଣୁ ଶେଷରେ ମୁଁ ଅନୁଷ୍ଠାନର‌ ସ୍ନେହର ଛାତ୍ର ଛାତ୍ରୀ ,ପୂଜ୍ୟ ଅଭିଭାବକ ମାନଙ୍କୁ, ଏବଂ ସମ୍ମାନର ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ, ସ୍ବାମୀ ବିବେକାନନ୍ଦ ପୂଜ୍ୟ ଶ୍ରୀ ରାମକୃଷ୍ଣ ପରମହଂସ , ମାତା ଶାରଦା ଦେବୀ ତଥା ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ବିନମ୍ର ଭକ୍ତିପୂତ ପ୍ରଣାମ ଜଣାଉଅଛି ।

ପ୍ରାର୍ଥନା ଏତିକି ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଛୁଆ ମାନଙ୍କ ସେମାନଙ୍କ ଅଭିଭାବକ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଠିକ୍ ରହୁ , ପାଠପଢ଼ା ମନୋନିବେଶ କରି ଛୁଆ ମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସମାଜରେ ଭଲ ମଣିଷ ଟିଏ ହେବା ପାଇଁ ଅହରହ ଉଦ୍ୟମ ଜାରି ରଖନ୍ତୁ ।ସମାଜରୁ ଆନ୍ତରିକତା ମିଳୁ , ସହଯୋଗ ମିଳୁ । ଅନୁଷ୍ଠାନ ଚଳଚଞ୍ଚଳ ହେବା ଲାଗି ଅଭାବ ନ ରହୁ । ଶାନ୍ତି ଥାଉ। ପରିବେଶ ଶୃଙ୍ଖଳିତ ରହୁ । ଏତିକି ଆପଣମାନଙ୍କୁ ସବିଶେଷ ଜଣେଇଦେବାକୁ ଇଛା ପ୍ରକାଶ କଲି।
ନିଷ୍ଠା ସାଧନା ତ୍ୟାଗ ଆଦି କେବଳ ଶବ୍ଦ ଉଚ୍ଚାରଣ ରେ ନରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଚେଷ୍ଟା ରହିଛି, ସଦାବେଳେ ରହିବ ।
ଧନ୍ୟବାଦ, ନମସ୍କାର ।

Admission Is Going On
Shree Vivekananda Bidya Mandir /
Vivekananda Public School
More Details Please Contact With Us :
9861110897 , 7008042209.

*ନିର୍ଦ୍ଧିଷ୍ଟ ଶ୍ରେଣୀ ଶିକ୍ଷା ଦାନ ଶେଷ ହେବା ଯାଏଁ କେବଳ ୫୦,୦୦୦ଟଙ୍କା ଫେରସ୍ତ ପାଇବା agreement ସହ deposit ଦେଇ ମାଗଣାରେ ଶିଶୁ ପ୍ରବେଶ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେ କୌଣସି ଶିଶୁ ଏଇଠି ଅଧ୍ୟୟନ ପାଇଁ ନାମ ଲେଖାଇ ପାରିବେ ।
* ଯାବତୀୟ ଆନୁସଙ୍ଗିକ ସୁବିଧା ବ୍ୟବସ୍ଥା ସହିତ ବାର୍ଷିକ କେବଳ ୧୦,୨୦୦ ଟଙ୍କା ପୈଠ କରି ଗୋଟିଏ ଶିକ୍ଷା ବର୍ଷ ପାଇଁ ଯେ କୌଣସି ଶିଶୁ ନାମଲେଖାଇ ପାରିବେ ।
* ଚଳିତ ବର୍ଷ ସରକାରୀ ତୃତୀୟ ଶ୍ରେଣୀ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଯେ କୌଣସି ଶିଶୁ ଏଇଠି ମାଗଣାରେ ଅଧ୍ୟୟନ ପାଇଁ ନାମ ଲେଖାଇ ପାରିବେ।
*ଆଜି ଠାରୁ ଯେଉଁ ଶିଶୁମାନେ ଏଇଠି ନାମ ଲେଖାଇ ପଢିବା ଆରମ୍ଭ କରିଛନ୍ତି, ଏହି ୧୦,୨୦୦ଟଙ୍କା ପୈଠ କରି ଶିକ୍ଷା ବର୍ଷ ୨୦୨୨/୨୦୨୩ ଶେଷ ଅର୍ଥାତ୍ ୧ ଏପ୍ରିଲ୍ ୨୦୨୩ ଏବଂ ଶିକ୍ଷା ବର୍ଷ ୨୦୨୩/୨୦୨୪ଶେଷ ଅର୍ଥାତ୍ ୧ଏପ୍ରିଲ୍ ୨୦୨୪ ଯାଏଁ କ୍ରମରେ ଦୁଇଟି ଶିକ୍ଷା ବର୍ଷର ଶିକ୍ଷା ପ୍ରାପ୍ତ ସମାପ୍ତ କରିବା ହେବେ ।

Vivekananda public school Shree Vivekananda bidya mandir*Laxmi Nrusingh street -14th line ,bam*Vivekananda Marg Haridakh...
24/07/2022

Vivekananda public school
Shree Vivekananda bidya mandir
*Laxmi Nrusingh street -14th line ,bam
*Vivekananda Marg Haridakhandi bypass ,bam
*Brajraj Nagar-4th line, panigrahi pentho ,aska road Berhampur
9937185507,9861110897,7008042209

Shree Vivekananda bidya mandirLaxmi Nrusingh street -14th line9937185507,9861110897,7008042209
21/07/2022

Shree Vivekananda bidya mandir
Laxmi Nrusingh street -14th line
9937185507,9861110897,7008042209

21/07/2022

Shree Vivekananda bidya mandir
Laxmi Nrusingh street -14th line
9937185507,9861110897,7008042209

22/04/2022

Address

Laxminrusingh Street 14 Th Lane
Berhampur

Opening Hours

Monday 6am - 5pm
Tuesday 6am - 5pm
Wednesday 6am - 5pm
Thursday 6am - 5pm
Friday 6am - 5pm
Saturday 6am - 5pm

Telephone

+919937185501

Alerts

Be the first to know and let us send you an email when Shree Vivekananda State Level Scholarship examination, Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category