15/05/2026
Berhampur University
Berhampur University (Bhanja Bihar) The Berhampur University came into existence on 2nd January 1967 being inaugurated by Dr. A.N. Eleven Govt. Phil programmes.
Khosla, the then Governor of Orissa and the first Chancellor of the University. The University was later shifted to the present site known as Bhanja Bihar, named after the celebrated poet of Orissa Kabisamrat Upendra Bhanja. Spreading over an area of about two hundred fifty acres the university is twelve kilometres and 5 kilometers away from the Berhampur City and Sea-beach of Gopalpur respectivel
15/05/2026
05/04/2026
ଦକ୍ଷିଣ ଓଡ଼ିଶା ପ୍ରତି କ୍ଷେତ୍ର ରେ ଅବହେଳିତ। ତାହା Berhampur University ହେଉ, ରୋଡ଼, ରେଳ ବିମାନ, କଳ କାରଖାନା ବା ଚାକିରି, ନୌକରୀ ହେଉ। ଏକ ହୋଇ ନ ଲଢ଼ିଲେ ଏହି ଅଞ୍ଚଳର କିଛି ହେବନି। ଆମ ପୂର୍ବଜ ଯେଉଁ ଆଶା ନେଇ ଓଡ଼ିଶା ଗଠନ କରିଥିଲେ ସେହି ସ୍ବପ୍ନ କେବେ ପୂର୍ଣ୍ଣ ହୋଇ ପାରିବ ନାହିଁ
ଇଛାପୁର-ପଲାସା ଷ୍ଟେସନ, ଖୋର୍ଦ୍ଧା ରୋଡ ଡିଭିଜନ ରୁ ଅଲଗା ହୋଇ ୱାଲଟିଏର ଡିଭିଜନକୁ ଯିବାପରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡିଶାର ସବୁ ନେତା, ସାମ୍ବାଦିକ ଓ ପ୍ରବୁଦ୍ଧ ଜନତାଙ୍କୁ ପ୍ରଶ୍ନ❓
--ଇଷ୍ଟକୋଷ୍ଟ ଜୋନ (ଭୁବନେଶ୍ୱର) ଅଧୀନରେ ବର୍ଷ ବର୍ଷ ଧରି କଣ-ଠେସା ହୋଇ ରହିଥିବା ଓ ସଢ଼ୁଥିବା #ବ୍ରହ୍ମପୁର ଭଳି ରାଜ୍ୟର ସର୍ବ ପ୍ରଥମ ରେଳ ଷ୍ଟେସନ (NSG-2) ଓ #ପାରଳା, #ଗୁଣୁପୁର, #ରାୟଗଡା, #କୋରାପୁଟ, #ଭବାନୀପାଟଣା, #ଛତ୍ରପୁର ଭଳି ଦକ୍ଷିଣ ଓଡିଶାର ବଡ ଓ ପୁରୁଣା ଷ୍ଟେସନ ଗୁଡିକର ବିକାଶ ପାଇଁ କେତେ ଥର ପାଟି ଖୋଲିଛ??
#ବ୍ରହ୍ମପୁର - #ସମ୍ବଲପୁର ଭାୟା #ଫୁଲବାଣୀ, #ଗୁଣୁପୁର- #ଥେରୁବାଲି, #ରାୟଗଡା - ଗୋପାଳପୁର ଭାୟା #ଗଜପତି, ଗୋପାଳପୁର- #ତାଳଚେର ଭାୟା #ତାରାତାରିଣୀ, #ଜୟପୁର - #ନବରଙ୍ଗପୁର ଓ #ମାଲକାନଗିରି କୁ ନୂତନ ରେଳପଥ କାମ ଆରମ୍ଭ କରିବା ପାଇଁ କେତେ ଥର ପାଟି ଖୋଲିଛ??
ନେତା, ମନ୍ତ୍ରୀ ଓ ଅଧିକାରୀଙ୍କ ପାଖରେ ପାଟି ଫିଟୁନି। କିନ୍ତୁ ସୋସିଆଲ ମିଡିଆରେ ତୁମ୍ଭି ତୋଫାନ କରୁଛ। ଆନ୍ଧ୍ର ଆଜି ଇଛାପୁର-ପଲାସା ନେଇଛି କିନ୍ତୁ ଆମର ସ୍ୱାର୍ଥ ଓ ଗୋଡଟଣା ନୀତି ଯୋଗୁଁ କାଲିକି ବ୍ରହ୍ମପୁର କୁ ନ ନେଇ ଯାଉ...
Odisha Development Forum
EASTCOASTRailway
Khurda Road Rail
05/04/2026
(Brahmapur) work Update
05/04/2026
#ବ୍ରହ୍ମପୁର_ବିଶ୍ୱବିଦ୍ୟାଳୟ କି ପାପ କଲା??
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅନୁରୋଧ କୁ ମଧ୍ୟ ଏହି ବିଶ୍ୱସ୍ତରୀୟ ଯୋଜନା ରେ ସାମିଲ କରାଯାଉ🙏
Suryabanshi Suraj
30 meter+ width new Runway work of Rangeilunda Airport (Brahmapur) is going on
09/08/2024
🥉for India 🇮🇳
Congratulations for the wrestling bronze at the 💐💐
Team India
27/07/2024
Humble tributes to former President of India and great scientist 'Bharat Ratna' Dr. APJ Abdul Kalam on his Punyatithi🙏🙏
26/07/2024
ନିଜର ଅଦମ୍ୟ ସାହସ, ଧର୍ଯ୍ୟ ଏବଂ ବୀରତା ଦ୍ଵାରା କାର୍ଗିଲରେ ତ୍ରିରଙ୍ଗାର ସମ୍ମାନ କୁ ସୁରକ୍ଷିତ ରଖିଥିବା ବୀର ଯବାନମାନଙ୍କୁ କାର୍ଗିଲ ବିଜୟ ଦିବସରେ କୋଟି କୋଟି ପ୍ରଣାମ 🙏🙏
Click here to claim your Sponsored Listing.
Location
Category
Address
Bhanja
Berhampur
760007