SSVM, Gajapati nagar, Brahmapur

SSVM, Gajapati nagar, Brahmapur Education is the most powerful weapon which you can use to change the world”

15/11/2022
ବିଶ୍ୱ ଭୂଷଣ ମିଶ୍ର, ଗଜପତି ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଦଶମ ଶ୍ରେଣୀ ଛାତ୍ର ଚଳିତ ବର୍ଷ ସମ୍ବାଦ ପତ୍ରିକା ତରଫରୁ ଆୟୋଜିତ ସ୍ବାଧୀନତ...
15/11/2022

ବିଶ୍ୱ ଭୂଷଣ ମିଶ୍ର, ଗଜପତି ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଦଶମ ଶ୍ରେଣୀ ଛାତ୍ର ଚଳିତ ବର୍ଷ ସମ୍ବାଦ ପତ୍ରିକା ତରଫରୁ ଆୟୋଜିତ ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତିତ୍ବ ଅର୍ଜନ କରିଛନ୍ତି ଏବଂ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ ହୋଇ ଆମ ବିଦ୍ୟାଳୟର ଯଶ ଅକ୍ଷୁର୍ଣ୍ଣ ରଖିଛନ୍ତି । ଏଥିପାଇଁ ଆମେ ସବୁ ଗର୍ବିତ ଅନୁଭବ କରୁଛୁ ।
କେବଳ ଏତିକି ନୁହେଁ, Inspire manak science exhibition ରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରି national level ରେ ପୁରସ୍କୃତ ହୋଇଛନ୍ତି । ଆମ ବିଦ୍ୟାଳୟର ଆୟୁଷ କୁମାର ସେଠି ( ଦଶମ ଶ୍ରେଣୀ ଛାତ୍ର) ମଧ୍ୟ Inspire manak science project competition ରେ ଅଂଶଗ୍ରହଣ କରି ପୁରସ୍କୃତ (ରାଜ୍ୟ ସ୍ତରୀୟ) ହୋଇଛନ୍ତି ।

ପ୍ରକୃତ ରେଶମ କୋଷା
22/10/2022

ପ୍ରକୃତ ରେଶମ କୋଷା

ପୂର୍ବ କ୍ଷେତ୍ର ଆଚାର୍ଯ୍ୟ ପତ୍ରବାଚନ (ବିଜ୍ଞାନ) , ପ୍ରଥମ ସ୍ଥାନ
22/10/2022

ପୂର୍ବ କ୍ଷେତ୍ର ଆଚାର୍ଯ୍ୟ ପତ୍ରବାଚନ (ବିଜ୍ଞାନ) , ପ୍ରଥମ ସ୍ଥାନ

Address

Gajapati Nagar
Berhampur

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Website

Alerts

Be the first to know and let us send you an email when SSVM, Gajapati nagar, Brahmapur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to SSVM, Gajapati nagar, Brahmapur:

Shortcuts

Share

Category