Ganjam ABVP

Ganjam ABVP Official Twitter Handle of Ganjam District ABVP
State Handle
National Handle

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ପରିସମାପ୍ତି ପରେ ବୈଠକରେ ପାରିତ ପ୍ରସ୍ତାବ ଓ ଆ...
02/09/2025

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ପରିସମାପ୍ତି ପରେ ବୈଠକରେ ପାରିତ ପ୍ରସ୍ତାବ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ, ବ୍ରହ୍ମପୁରରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

24/08/2025
  • ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।• ଏବିଭିପି ସର୍ବଦା ନିଶା କାରବାର ଓ ଅଣଛାତ୍ର ପ୍ରବେଶକୁ ବିରୋଧ କର...
21/08/2025



• ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
• ଏବିଭିପି ସର୍ବଦା ନିଶା କାରବାର ଓ ଅଣଛାତ୍ର ପ୍ରବେଶକୁ ବିରୋଧ କରୁଛି।
• ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟକ୍ରମକୁ ରାଜନୀତି ଆକ୍ରୋଶ ରଖି ବନ୍ଦ କରିବା ଏବଂ କୌଣସି ପ୍ରକାର ହିଂସା ଅତ୍ୟନ୍ତ ନିନ୍ଦନୀୟ ବିଷୟ: ଏବିଭିପି
• କୁଳପତି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଆସି ବନ୍ଦ କରିବା ବିଷୟ କେଉଁଠିନା କେଉଁଠି ରାଜନୈତିକ ଚାପର ଗନ୍ଧ ସ୍ପଷ୍ଟ ବାରି ହେଉଛି।

• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏବିଭିପିର ସଂପୃକ୍ତି ନାହିଁ, କଂଗ୍ରେସ ଅଭିଯୋଗ ଭିତ୍ତିହୀନ

ଏବିଭିପି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପରିସରରେ ପ୍ରାନ୍ତ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ ଓ ପ୍ରାନ୍ତ ସମ୍ପାଦିକା...
10/01/2025

ଏବିଭିପି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପରିସରରେ ପ୍ରାନ୍ତ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ ଓ ପ୍ରାନ୍ତ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀଙ୍କ ଉପସ୍ଥିତିରେ କ୍ୟାମ୍ପସ ୟୁନିଟ ଘୋଷଣା ହୋଇଯାଇଛି।

ପ୍ରତିଭା ସଙ୍ଗମ ୨୦୨୪ ନିମନ୍ତେ  ଗଞ୍ଜାମ ଜିଲ୍ଲା ର କାର୍ଯ୍ୟକର୍ତ୍ତା ମାନେ  ବ୍ରହ୍ମପୁର ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା।
19/03/2024

ପ୍ରତିଭା ସଙ୍ଗମ ୨୦୨୪ ନିମନ୍ତେ ଗଞ୍ଜାମ ଜିଲ୍ଲା ର କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁର ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ବୈଠକ ମହାନଗର କାର୍ଯ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଅଛି ଏହି ବୈଠକ ରେ ରାଜ୍ୟ ଗଣମାଧ୍ୟମ ସଂଯୋଜୋ...
27/02/2024

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ବୈଠକ ମହାନଗର କାର୍ଯ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଅଛି ଏହି ବୈଠକ ରେ ରାଜ୍ୟ ଗଣମାଧ୍ୟମ ସଂଯୋଜୋକ Patra ଭାଇ ଉପସ୍ଥିତ ଥିଲେ ଓ ବିଭାଗ ସଂଘଠନ ମନ୍ତ୍ରୀ, ବିଭାଗ ସଂଯୋଜକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଜୀଙ୍କ  ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଏବିଭିପି, ପାଟପୁର ମହାବିଦ୍ୟାଳୟ  ଶାଖା ତରଫରୁ ପାଳିତ ହୋଇ...
12/01/2024

ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଜୀଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଏବିଭିପି, ପାଟପୁର ମହାବିଦ୍ୟାଳୟ ଶାଖା ତରଫରୁ ପାଳିତ ହୋଇଯାଇଛି।


ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଜୀଙ୍କ  ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଏବିଭିପି, ଦିଗପହଣ୍ଡି ଶାଖା ତରଫରୁ ପାଳିତ ହୋଇଯାଇଛି।
12/01/2024

ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଜୀଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଏବିଭିପି, ଦିଗପହଣ୍ଡି ଶାଖା ତରଫରୁ ପାଳିତ ହୋଇଯାଇଛି।


ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଜୀଙ୍କ  ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଏବିଭିପି,ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ  ଶାଖା ତରଫରୁ ପାଳିତ...
12/01/2024

ବିଶ୍ୱ ବିଜୟୀ ସ୍ବାମୀ ବିବେକାନନ୍ଦଜୀଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଏବିଭିପି,ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଶାଖା ତରଫରୁ ପାଳିତ ହୋଇଯାଇଛି।


ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଂଜାମ ଜିଲ୍ଲା ପକ୍ଷରୁ ରାଷ୍ଟ୍ର ସୁରକ୍ଷା ରେ ସୀମାରେ ମୃତୟନ ରହି ଆମକୁ ସୁରକ୍ଷା ଦେଉଥିବା। ସେହି ବୀର ଯବାନ...
24/08/2023

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଂଜାମ ଜିଲ୍ଲା ପକ୍ଷରୁ ରାଷ୍ଟ୍ର ସୁରକ୍ଷା ରେ ସୀମାରେ ମୃତୟନ ରହି ଆମକୁ ସୁରକ୍ଷା ଦେଉଥିବା। ସେହି ବୀର ଯବାନ ମାନଙ୍କ ପାଇଁ ରାକ୍ଷୀ ଟିଏ ।

Address

Neheru Nagar 9th Lane, Gosaninuagna Berhampur
Berhampur
760002

Website

Alerts

Be the first to know and let us send you an email when Ganjam ABVP posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Ganjam ABVP:

Shortcuts

Share