14/08/2025
*ସରଳ ସଂସ୍କୃତ ପରୀକ୍ଷା ୨୦୨୫*
ପରୀକ୍ଷା ଶୁଳ୍କ - ୬୦/-
ପରୀକ୍ଷା - ନଭେମ୍ବର ଶେଷ ସପ୍ତାହରେ ହେବ
(ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ସମସ୍ତେ ପରୀକ୍ଷା ଦେଇପାରିବେ)
ବି.ଦ୍ର- *ବିଦ୍ୟାର୍ଥୀ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବା ସହ ସମସ୍ତ ବିଦ୍ୟାର୍ଥୀ ପରୀକ୍ଷା ପରେ ପ୍ରମାଣ ପତ୍ର ପାଇପାରିବେ*
ନିମ୍ନୋକ୍ତ ଲିଙ୍କରେ କ୍ଲିକ୍ କରି ବିଦ୍ୟାଳୟ ପଞ୍ଜୀକରଣ କରନ୍ତୁ
👇👇👇
https://forms.gle/A2b9KYRp1HpaG65i7