ABVP Brahmapur

ABVP Brahmapur Social Media Handle of ABVP Berhmpur Unit.

27/02/2024

ଏବିଭିପି ଗଞ୍ଜାମ ଜିଲ୍ଲା ତରଫରୁ ମ୍ୟାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇଁ ବିକ୍ଷୋଭ ପଦର୍ଶନ କରିବା ସହ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।


30/03/2023
19/10/2022

ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଅବସରରେ ଶୁଭାରମ୍ଭ ହୋଇ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ତଥା ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଏବିଭିପିର ସଦସ୍ୟତା ଅଭିଯାନ ଜାରି ରହିଛି। ଆସନ୍ତୁ ଆପଣ ମଧ୍ଯ ବିଶ୍ଵର ସର୍ବ ବୃହତ୍ ଛାତ୍ର ସଙ୍ଗଠନରେ ଯୋଡ଼ି ହୋଇ ରାଷ୍ଟ୍ରର ପୁନଃନିର୍ମାଣରେ ସହଭାଗୀ ହୁଅନ୍ତୁ।

18/10/2022

ଓଡ଼ିଶାର ବିଭିନ୍ନ କ୍ୟାମ୍ପସରେ ଏବିଭିପିର ସଦସ୍ୟତା ଅଭିଯାନ ଜାରି ରହିଛି। ୧୫ ଅକ୍ଟୋବରରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ବିଶ୍ଵର ସର୍ବ ବୃହତ୍ ଛାତ୍ର ସଙ୍ଗଠନ ଏବିଭିପିର ବିଶେଷ ସଦସ୍ୟତା ଅଭିଯାନରେ ସାମିଲ ହୋଇ ରାଷ୍ଟ୍ରସେବାରେ ବ୍ରତୀ ହେବାର ସୌଭାଗ୍ୟ ଅର୍ଜନ କରନ୍ତୁ।

17/10/2022

12/10/2022

Registration begins!

Take the first step towards saving lives. Scan the QR code and register yourself as a blood donor.



05/10/2022

ଦେଶମାତୃକାର ରକ୍ଷା ପାଇଁ ମାତ୍ର ୧୨ ବର୍ଷ ବୟସରେ ଆତ୍ମ ବଳିଦାନ ଦେଇଥିବା ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଆ ବୀର ସହିଦ ବାଜି ରାଉତଙ୍କ ଜୟନ୍ତୀରେ କୋଟି ନମନ।

05/10/2022

ନମସ୍ତେ ସଦା ବତ୍ସଲେ ମାତୃଭୂମେ,
ତ୍ୱୟା ହିନ୍ଦୁଭୂମେ ସୁଖମ୍ ବର୍ଦ୍ଧିତୋହମ୍।
ରାଷ୍ଟ୍ରସେବା ଏଵଂ ଅନୁଶାସନର ମୂଳମନ୍ତ୍ରରେ କୋଟି ଭାରତୀୟଙ୍କୁ ମାତୃଭୂମିର ସେବା ପାଇଁ ସଦା ପ୍ରେରିତ କରାଉଥିବା ବିଶ୍ବର ସର୍ବ ବୃହତ୍ ସ୍ଵୟଂସେବୀ ରାଷ୍ଟ୍ରବାଦୀ ସଙ୍ଗଠନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ଥାପନା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।


05/10/2022

शमी शमयते पापम् शमी शत्रुविनाशिनी ।
अर्जुनस्य धनुर्धारी रामस्य प्रियदर्शिनी ।।
ଅଧର୍ମ ଉପରେ ଧର୍ମର ଜୟ, ଅନ୍ୟାୟ ଉପରେ ନ୍ୟାୟର ଜୟ ଏଵଂ ଅସତ୍ୟ ଉପରେ ସତ୍ୟର ଜୟର ପର୍ବ ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ।

08/09/2022

ଓଡ଼ିଶାର ବିଭିନ୍ନ କ୍ୟାମ୍ପସରେ ଏବିଭିପିର ସଦସ୍ୟତା ଅଭିଯାନ ଜାରି ରହିଛି। ଆସନ୍ତା ୮ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଶ୍ଵର ସର୍ବ ବୃହତ୍ ଛାତ୍ର ସଙ୍ଗଠନ ଏବିଭିପିର ବିଶେଷ ସଦସ୍ୟତା ଅଭିଯାନରେ ସାମିଲ ହୋଇ ରାଷ୍ଟ୍ରସେବାରେ ବ୍ରତୀ ହେବାର ସୌଭାଗ୍ୟ ଅର୍ଜନ କରନ୍ତୁ।

Address

1st Tota Sahi, Bijipur
Berhampur
760001

Alerts

Be the first to know and let us send you an email when ABVP Brahmapur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ABVP Brahmapur:

Shortcuts

Share

Category