Jagabandhu Dash Degree Women's College Kadalipali Tapaswini Vihar

  • Home
  • India
  • Barpali
  • Jagabandhu Dash Degree Women's College Kadalipali Tapaswini Vihar

Jagabandhu Dash Degree Women's College Kadalipali Tapaswini Vihar Jagabandhu Dash Degree Women’s College Kadalipali Barpali

01/06/2026

Our College Lotus Garden

Congratulations on your incredible success! I always knew you could do it, and I'm incredibly proud of you."💐💐
09/05/2026

Congratulations on your incredible success! I always knew you could do it, and I'm incredibly proud of you."💐💐

https://youtu.be/A0oQ8sN9XXE
04/05/2026

https://youtu.be/A0oQ8sN9XXE

1 like. "ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟର ସଫଳତା: ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍-୧୦ରେ ୮ ଛାତ୍ରୀ || Dumani Tv"

https://youtu.be/AQUg2FhCV5o?si=RHkT1feeFXBobAZv
04/05/2026

https://youtu.be/AQUg2FhCV5o?si=RHkT1feeFXBobAZv

17 likes, 1 comment. "ହମ୍ କିସୀ ସେ କମ୍ ନେହିଁ । ଅଞ୍ଚଳ ଲାଗି ଗର୍ବ ଗୌରବ ର ଗାଥା ଲେଖିଲେ ଝିଅ ମାନେ "

*ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ବରପାଲି- ୦୪/୦୫/୨୬(ସୋମବାର)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଜଗବନ୍ଧୁ ଦାଶ ସ୍ନାତକ ମହ...
04/05/2026

*ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା*

ବରପାଲି- ୦୪/୦୫/୨୬(ସୋମବାର)
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ଯକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ବଣ୍ଟନକରି ଖୁସିର ମୁହର୍ତ୍ତକୁ ଦ୍ବିଗୁଣିତ କରିଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ସ୍ନାତକ କଳା ଅନ୍ତିମ ବର୍ଷରେ ଛାତ୍ରୀଙ୍କ ସଫଳତା ସବୁଠୁ ଆଗରେ ରହିଛି।ମହିଳା ମହାବିଦ୍ୟାଳୟର ୮ ଜଣ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି।
ରାଜନୀତି ବିଜ୍ଞାନ ବିଭାଗରେ ଯାଜ୍ଞସେନୀ ମହାକୁର ୮.୯୦ ସିଜିପିଏ ରଖି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ହୋଇଥିବା ବେଳେ ହିନ୍ଦୀ ବିଭାଗରୁ ପାୟଲ ମେହେର ୮.୯୧ ସିଜିପିଏ ରଖି (ଦ୍ଵିତୀୟ), ଶିକ୍ଷା ବିଭାଗରୁ ସ୍ନେହା ରାଣୀ ସାହୁ ୯.୦୩ ସିଜିପିଏ (ତୃତୀୟ),ଇତିହାସ ବିଭାଗରୁ ନନ୍ଦିନୀ ଗହୀର ୮.୯୮ ସିଜିପିଏ( ଚତୁର୍ଥ) ,ହିନ୍ଦୀ ବିଭାଗରୁ ଶ୍ରାବଣୀ ମେହେର ୮.୭୭ ସିଜିପିଏ (ଚତୁର୍ଥ),ହରିପ୍ରିୟା ସାହୁ
୮.୭୦ ସିଜିପିଏ( ଷଷ୍ଠ),ସ୍ମୃତି ସ୍ନିଗ୍ଧା ପାଣିଗ୍ରାହୀ ୮.୬୯ ସିଜିପିଏ(ସପ୍ତମ) ରଖି ଥିବା ବେଳେ ଓଡ଼ିଆ ବିଭାଗରୁ ସ୍ବିଟି ବାରିକ
୮.୬୪ ସିଜିପିଏ ରଖି ( ଦଶମ) ସ୍ଥାନରେ ଅଛନ୍ତି। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ସାମିଲ ହୋଇଥିଲେ।

24/04/2026

Address

Jagabandhu Dash Degree Women's College Kadalipali
Barpali
768029

Website

Alerts

Be the first to know and let us send you an email when Jagabandhu Dash Degree Women's College Kadalipali Tapaswini Vihar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category