Delhi Public School Global, Baripada

Delhi Public School Global, Baripada Dps Global Play & Primary School Shaping

28/02/2026
सभी मीडिया और उनके सम्मानित प्रतिनिधियों का आभार.
16/02/2026

सभी मीडिया और उनके सम्मानित प्रतिनिधियों का आभार.

ବାରିପଦା ତା.୦୪.୦୨.୨୦୨୫ ସ୍ଥାନୀୟ ମହୁଲିଆ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଗ୍ଲୋବାଲ (ଡି.ପି.ଏସ.ଜି )ର ଚତୁର୍ଥ ବର୍ଷ  ବାର୍ଷିକ ପୁରସ୍କାର ବିତ...
16/02/2026

ବାରିପଦା ତା.୦୪.୦୨.୨୦୨୫ ସ୍ଥାନୀୟ ମହୁଲିଆ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଗ୍ଲୋବାଲ (ଡି.ପି.ଏସ.ଜି )ର ଚତୁର୍ଥ ବର୍ଷ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 'ସିଦ୍ଧି ':୨୦୨୬ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ.ପୁଷ୍ପା ପାତ୍ରଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅ ବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଆତିଥି ଏମ ପି ସି ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ.ବନଜା ମହାନ୍ତି,ମୁଖ୍ୟ ବକ୍ତା ଏମ.ଏସ. ସି. ବି ୟୁନିଭର୍ସିଟିର ପ୍ରାକ୍ତନ ଏନ.ଏସ.ଏସ.ଜିଲ୍ଲା ସଂଯୋଜିକା ଉଷା ଶତପଥୀ , ରାଇରଙ୍ଗପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସୁନିଲ କୁମାର ଜେନା ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ପ୍ରତ୍ୟେକ ବିଦ୍ୟାଳୟ ତାର ଶିକ୍ଷାଦାନ ,ଶିକ୍ଷଣ ଓ ପାଠ୍ୟକ୍ରମ ଆଦାନ ପ୍ରଦାନ ପ୍ରକ୍ରିୟାର ଯଥାର୍ଥ ଆକଳନ ନିମନ୍ତେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରିବା ଅପରିହାର୍ଯ୍ୟ ଓ ଏହାଦ୍ବାରା ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ନିଜ ଦକ୍ଷତାର ଉତ୍କର୍ଷତା ସମ୍ପର୍କରେ ଅବଗତ ହେବା ସଙ୍ଗେ ସଙ୍ଗେ ପିତାମାତା ଓ ଅଭିଭାବକ ଅଭିଭାବିକା ଆଦି ନିଜ ନିଜ
ସନ୍ତାନ - ଲାଳନପାଳନ ସାମର୍ଥ୍ୟ ଓ ଶୃଙ୍ଖଳା ଶିକ୍ଷା ସମ୍ପର୍କରେ ଅବଗତ ହୋଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ। ପରିବାର ଓ ବିଦ୍ୟାଳୟର ମିଳିତ ପ୍ରଚେଷ୍ଟା ହିଁ ଆଜିର ଶିଶୁ ମାନଙ୍କୁ ଆଗାମୀର ଯଥାର୍ଥ ନାଗରିକ କରି ଗଢି ତୋଳିବାର ପ୍ରକୃଷ୍ଟ ଭିତ୍ତି ଭୂମି ବୋଲି ଅଭିମତ ରଖିଥିଲେ ।ପ୍ରାରମ୍ଭରେ ଅଧ୍ୟାପକ ଜିତେନ୍ଦ୍ର ପାଲଙ୍କ ଅତିଥି ପରିଚୟ ପ୍ରଦାନ ପରେ ଅଧ୍ୟକ୍ଷାଙ୍କ ସ୍ବାଗତ ଅଭିଭାଷଣରେ ସଭା ଉଦ୍ଘାଟିତ ହୋଇଥିଲା।ପ୍ରାକ୍ତନ ଅଧ୍ୟକ୍ଷ ସଞ୍ଜୟ କୁମାର ସେନ ବାର୍ଷିକ ବିବରଣୀ ଉପସ୍ଥାପିତ କରିଥିଲେ।୨୦୨୫-୨୬ ଶିକ୍ଷା ବର୍ଷରେ ସାମଗ୍ରିକ ଦକ୍ଷତାର ଶ୍ରେଷ୍ଠ ବିବେଚିତ ଚାରିଜଣ ଶିକ୍ଷାର୍ଥୀ ଖୁସଜିତ୍ ମହାନ୍ତ , ଯତିନ୍ଦ୍ର ସିଂହ, ସ୍ବିଟି ମୁର୍ମୁ ଏବଂ ସୁବାସିନୀ ସେନାପତି ତଥା ଶୈକ୍ଷିକ ଦକ୍ଷତା ନିମନ୍ତେ ନିହାର ରଞ୍ଜନ ଧଳ ଓ ବିଗତ ଶିକ୍ଷାବର୍ଷର ଇଂରାଜି ଓ ଗଣିତ ଆଲମ୍ପିଆଡ ପରୀକ୍ଷାରେ ପ୍ରଥମ ବିବେଚିତ ଛାତ୍ରି ପୂର୍ବଜା ମଣ୍ଡଳଙ୍କୁ 'ସିଦ୍ଧି -୨୦୨୬ 'ବିଶେଷ ସମ୍ମାନ ସହ ପଦକ ଅର୍ପଣ ପୂର୍ବକ ସମ୍ମାନିତ କରା ଯାଇଥିଲା। ବିଦ୍ୟାଳୟର ନିର୍ଦ୍ଦେଶନା ପରିଷଦ ତରଫରୁ ପ୍ରତ୍ୟେକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ବିଦ୍ୟାଳୟର ପ୍ରଗତି ଦିଗରେ ସେମାନଙ୍କ ସାଧନା ଓ ଏକାଗ୍ରତା ହେତୁ ସ୍ମାରକ ଅର୍ପଣ ପୂର୍ବକ ସମ୍ମାନିତ କରାଯାଇଥିଲା।ପରେ ପରେ ବିଭିନ୍ନ ସହପାଠ୍ୟ କାର୍ଯ୍ୟାବଳିରେ ଉତ୍କର୍ଷତା ପ୍ରତିପାଦନ କରିଥିବା କୃତି ଚାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସାଂସ୍କୃତିକ ପରିଷଦର ଉପ ସଭାପତି କୁମୁଦିନୀ ଲିମାଙ୍କ ଧନ୍ୟବାଦ୍ ଅର୍ପଣରେ ସଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସର୍ବ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ ହୋଇଥିଲା।

The Delhi Public School Global family salutes your courage and wonderful journey.
19/03/2025

The Delhi Public School Global family salutes your courage and wonderful journey.

Sunita Williams and Butch Wilmore return to Earth after 9 months in spaceNASA's SpaceX Crew-9 -  astronauts smile as the...
19/03/2025

Sunita Williams and Butch Wilmore return to Earth after 9 months in space

NASA's SpaceX Crew-9 - astronauts smile as they are back on Earth after the successful Splashdown of the SpaceX Dragon spacecraft carrying Crew-9 at Tallahassee, Florida.

🌈 Happy Holi! Let’s Celebrate the Colors of Wisdom & Joy! 🎉📚Holi is a festival of happiness, learning, and unity! Let’s ...
14/03/2025

🌈 Happy Holi! Let’s Celebrate the Colors of Wisdom & Joy! 🎉📚
Holi is a festival of happiness, learning, and unity! Let’s celebrate with kindness, wisdom, and the spirit of success! May your life be filled with bright colors of joy and prosperity! 💖✨

Holy Delhi Public School Global & Hostel wishes you and your family a vibrant and blessed Holi! 🎨🎊

📲 Call Us: 7903193732,8917365623, 86372 82669

Address

Mahulia , P. O/Goudadiha, P. S./Baripada, District-Mayurbhanj Odisha
Baripada
757003

Opening Hours

Monday 7am - 9pm

Telephone

+917903193732

Website

Alerts

Be the first to know and let us send you an email when Delhi Public School Global, Baripada posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Delhi Public School Global, Baripada:

Shortcuts

Share

Category