Sanmundhabani Govt. High School

Sanmundhabani Govt. High School EDUCATION FOR ALL

Pariksya pe Charcha Govt. H/S Sanmundhabani
29/01/2024

Pariksya pe Charcha Govt. H/S Sanmundhabani

ସାନମୁଣ୍ଢାବଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ
10/09/2023

ସାନମୁଣ୍ଢାବଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ

ବୃକ୍ଷ ରୋପଣ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଚାରା ପ୍ରଦାନ କରାଗଲା
10/09/2023

ବୃକ୍ଷ ରୋପଣ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଚାରା ପ୍ରଦାନ କରାଗଲା

Project work book was given to the class x students
18/08/2023

Project work book was given to the class x students

18/08/2023
18/08/2023

Independence Day... Sanmundhabani Govt. High School

ସାନମୁଣ୍ଢାବଣି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦ୍ଵାରା ବୃକ୍...
11/07/2023

ସାନମୁଣ୍ଢାବଣି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦ୍ଵାରା ବୃକ୍ଷ ରୋପଣ.

18/05/2023

ସନମୁଣ୍ଢାବଣି ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସଫଳତା ର ସହ ଉତୀର୍ଣ୍ଣ ହୋଇଛନ୍ତି. ବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ.

Farewell Ceremony of Our Class 10th Students
07/03/2023

Farewell Ceremony of Our Class 10th Students

Saraswati Puja
12/02/2023

Saraswati Puja

ସାନମୁଣ୍ଢାବଣି ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ  ତରଫରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ମୁଖ୍ୟ ଅତିଥି ଡା ଗଣେଶ୍ୱର ଭୋଇ ବିଦ୍ୟା...
31/07/2021

ସାନମୁଣ୍ଢାବଣି ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ତରଫରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ମୁଖ୍ୟ ଅତିଥି ଡା ଗଣେଶ୍ୱର ଭୋଇ ବିଦ୍ୟାଳୟ ର ପାଠାଗାର କୁ ବହୁ ମୂଲ୍ୟବାନ ପୁସ୍ତକ ପ୍ରଦାନ କରିବା ଅବସରରେ l

Address

Baripada
757023

Website

Alerts

Be the first to know and let us send you an email when Sanmundhabani Govt. High School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Sanmundhabani Govt. High School:

Shortcuts

Share

Category