Brain Boosters

Brain Boosters I.Q Test Questions is a unique page in itself. A page that allows you to test your intelligence. It's easy simple and best way to jugdge you.

created by Chandrakant

28/03/2020
09/02/2020

29/01/2020

*🤝🤝🤝 ଆଜି ପାଇଁ ପ୍ରଶ୍ନ 🤝🤝🤝*

☘🌷☘🌷☘🌷☘🌷☘🌷
1• ଦୁନିଆର କେଉଁ ଦେଶରେ କୌଣସି ରେଷ୍ଟୁରାଣ୍ଟରେ ୱେଟର୍ କୁ ଟୀପ୍ ଦେବା ଅଶୁଭ ହୋଇଥାଏ ?
🌿🌻🌿🌻🌿🌻🌿🌻🌿🌻
2• ଦୁନିଆର କେଉଁ ଦେଶରେ ହାତ ହଲାଇ ହାଲୋ କରିବା ଅଭଦ୍ରତା ହୋଇଥାଏ ?
🎄🌲🎄🌲🎄🌲🎄🌲🎄🌲
3• ଦୁନିଆର କେଉଁ ଦେଶରେ ସାର୍ବଜନିକ ସ୍ଥାନରେ ଫୋଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ଜେଲ୍ ଦଣ୍ଡ ଦିଆଯାଏ ?
🍀🌸🍀🌸🍀🌸🍀🌸🍀🌸
4• ଦୁନିଆର କେଉଁ ଦେଶରେ ଧାଡି ଭାଙ୍ଗି ଆଗକୁ ଗଲେ ଅସଭ୍ଯ କୁହାଯାଏ ?
🍁🥀🍁🥀🍁🥀🍁🥀🍁🥀
5• ଦୁନିଆର କେଉଁ ଦେଶରେ ମୁଣ୍ଡ ଉପର ତଳ କରି ହାଁ କରିବା ବିପରୀତ ଅର୍ଥ ବୁଝାଇଥାଏ ?
🌴🌳🌴🌳🌴🌳🌴🌳🌴🌳
6• ଦୁନିଆର କେଉଁ ଦେଶରେ ସାର୍ବଜନିକ ସ୍ଥାନରେ ପକ୍ଷୀ ମାନଙ୍କୁଖାଦ୍ୟ ଖୁଆଇଲେ ଛଅ ମାସ ଜେଲ୍ ଦଣ୍ଡାଦେଶ ହୋଇଥାଏ ?
🍂🌺🍂🌺🍂🌺🍂🌺🍂🌺
7• ଦୁନିଆର କେଉଁ ଦେଶର ରାଷ୍ଟ୍ରୀୟ ପତାକା ଏକ ସ୍କୂଲ୍ ଛାତ୍ର ବନାଇଥିଲା ?
🍃🌼🍃🌼🍃🌼🍃🌼🍃🌼
8• ଦୁନିଆର କେଉଁ ଧର୍ମର କୌଣସି ସଂସ୍ଥାପକ ନାହାଁନ୍ତି ?
💦💧💦💧💦💧💦💧💦💧
9• ଆମାଜନ ଜଙ୍ଗଲ କେତୋଟି ଦେଶରେ ବିସ୍ତାରିତ ହୋଇଛି ?
💐🌹💐🌹💐🌹💐🌹💐🌹
10• ଦୁନିଆର କେଉଁ ଦେଶର ସ୍କୂଲ୍ ରେ ପିଲାକୁ ଦଶ ବର୍ଷ ହେବା ପର୍ଯ୍ୟନ୍ତ କୌଣସି ପରୀକ୍ଷା ଦେବାକୁ ପଡି ନ ଥାଏ ?

11. ନିଶ୍ଚିତ ପୁତ୍ର ପ୍ରାପ୍ତି କରିବାର ବହୁ ପରୀକ୍ଷିତ ଓ ବହୁ ଫଳପ୍ରଦ ଆୟୁର୍ବେଦିକ ଉପଚାର ଟି କ'ଣ ?
💥🔥💥🔥💥🔥💥🔥💥🔥

*🤝🤝 ଆଜିପାଇଁ ପ୍ରଶ୍ନର ଉତ୍ତର 🤝🤝*

☘🌷☘🌷☘🌷☘🌷☘🌷
1• ଜାପାନ ଦେଶରେ କୌଣସି ରେଷ୍ଟୁରାଣ୍ଟରେ ୱେଟର୍ କୁ ଟୀପ୍ ଦେବା ଅଶୁଭ ହୋଇଥାଏ ୲
🌿🌻🌿🌻🌿🌻🌿🌻🌿🌻
2• ଗ୍ରୀସ୍ ଦେଶରେ ହାତ ହଲାଇ ହାଲୋ କରିବା ଅଭଦ୍ରତା ହୋଇଥାଏ ୲
🎄🌲🎄🌲🎄🌲🎄🌲🎄🌲
3• UAE ରେ ସାର୍ବଜନିକ ସ୍ଥାନରେ ଫୋଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ଜେଲ୍ ଦଣ୍ଡ ଦିଆଯାଏ ୲
🍀🌸🍀🌸🍀🌸🍀🌸🍀🌸
4• ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରି ଦେଶରେ ଧାଡି ଭାଙ୍ଗି ଆଗକୁ ଗଲେ ଅସଭ୍ଯ କୁହାଯାଏ ୲
🍁🥀🍁🥀🍁🥀🍁🥀🍁🥀
5• ବୁଲଗେରିୟା ଓ ଆଲବାନିଆ ଦେଶରେ ମୁଣ୍ଡ ଉପର ତଳ କରି ହାଁ କରିବା ବିପରୀତ ଅର୍ଥ ବୁଝାଇଥାଏ ୲
🌴🌳🌴🌳🌴🌳🌴🌳🌴🌳
6• ସିଙ୍ଗାପୁର ରେ ସାର୍ବଜନିକ ସ୍ଥାନରେ ପକ୍ଷୀ ମାନଙ୍କୁଖାଦ୍ୟ ଖୁଆଇଲେ ଛଅ ମାସ ଜେଲ୍ ଦଣ୍ଡାଦେଶ ହୋଇଥାଏ ୲
🍂🌺🍂🌺🍂🌺🍂🌺🍂🌺
7• ଆମେରିକା ର ରାଷ୍ଟ୍ରୀୟ ପତାକା ଏକ ସ୍କୂଲ୍ ଛାତ୍ର ବନାଇଥିଲା ୲
🍃🌼🍃🌼🍃🌼🍃🌼🍃🌼
8• ହିନ୍ଦୁ ଧର୍ମ ର କୌଣସି ସଂସ୍ଥାପକ ନାହାଁନ୍ତି ୲
💦💧💦💧💦💧💦💧💦💧
9• ଆମାଜନ ଜଙ୍ଗଲ 9ଟି ଦେଶରେ ବିସ୍ତାରିତ ହୋଇଛି ୲
💐🌹💐🌹💐🌹💐🌹💐🌹
10• ଜାପାନ ରେ ପିଲାକୁ ଦଶ ବର୍ଷ ହେବା ପର୍ଯ୍ୟନ୍ତ କୌଣସି ପରୀକ୍ଷା ଦେବାକୁ ପଡି ନ ଥାଏ ୲

11.ଗର୍ଭ ଧାରଣର ତିନି ମାସ ପର୍ଯ୍ଯନ୍ତ ଗର୍ଭସ୍ଥ ସନ୍ତାନର s*x determination ହୋଇନଥାଏ ୲
ଆୟୁର୍ବେଦିକ ମତ ଅନୁଯାୟୀ ନିଶ୍ଚିତ ପୁତ୍ର ପ୍ରାପ୍ତିର ଆଶା ରଖିଥିବା ଗର୍ଭବତୀ ମହିଳା ଦେଢ଼ମାସର ଗର୍ଭଧାରଣ ସମୟରେ ଯଦି ଲଗାତାର ତିନିଦିନ ଧରି ମୟୂର ଚନ୍ଦ୍ରିକାର ସୁନେଲି ଅଂଶ ଓ ଉକ୍ତ ସୁନେଲି ଅଂଶ ମଧ୍ୟରେ ଥିବା ଅଂଶକୁ ଖାଲି ପେଟରେ ସେବନ କରେ ନିଶ୍ଚିତ ପୁତ୍ର ପ୍ରାପ୍ତି ହେବ ୲ ସେବନ କଲାବେଳେ ଦାନ୍ତ ନବାଜିବା ଆବଶ୍ୟକ ୲ ଅତଏବ ଏକ ଛୋଟ କଦଳୀ ମଧ୍ୟରେ ମୟୂର ଚନ୍ଦ୍ରିକାର ଉକ୍ତ କଟା ଅଂଶକୁ ସ୍ଥାନିତ କରି କଦଳୀକୁ ଗିଳିଦେବା ବିଧେୟ ୲ ନିଶ୍ଚିତ ପୁତ୍ର ପ୍ରାପ୍ତିର ବହୁ ପରୀକ୍ଷିତ ଓ ବହୁ ଫଳପ୍ରଦ ଆୟୁର୍ବେଦିକ ଉପଚାର ୲

💥🔥💥🔥💥🔥💥🔥💥🔥
🙏🙏🙏🙏🙏🙏🙏🙏🙏🙏🙏🙏🙏🙏

28/01/2020

🤝🤝🤝 ଆଜି ପାଇଁ ପ୍ରଶ୍ନ 🤝🤝🤝
☘🌷☘🌷☘🌷☘🌷☘🌷
1• ମଣିଷକୁ ସାପ କାମୁଡିବା ପରେ ସାପର ଅବସ୍ଥା କଣ ହୋଇଥାଏ ?
🌿🌻🌿🌻🌿🌻🌿🌻🌿🌻
2• ହୋଟେଲ୍ ର ବେଡ୍ ରେ ଧଳା ରଙ୍ଗର ଚାଦର ହିଁ ପଡିଥାଏ କାହିଁକି ?
🎄🌲🎄🌲🎄🌲🎄🌲🎄🌲
3• କେଉଁ ଜୀବ ପାଣି ନ ପିଇ ଓଟ ଠାରୁ ବି ଅଧିକ ଦିନ ବଞ୍ଚିପାରେ ?
🍀🌸🍀🌸🍀🌸🍀🌸🍀🌸
4• ସାହାରା ମରୁଭୂମି କେତୋଟି ଦେଶକୁ ଲାଗିଛି ଓ ଏହାର କ୍ଷେତ୍ରଫଳ କେତେ ?
🍁🥀🍁🥀🍁🥀🍁🥀🍁🥀
5• ଦୁନିଆର କେଉଁ ଏକମାତ୍ର ଦେଶର ଜଙ୍ଗଲରେ ବାଘ ଓ ସିଂହ ଦେଖାଯାନ୍ତି ?
🌴🌳🌴🌳🌴🌳🌴🌳🌴🌳
6• ମାଆ ଯେଉଁ ଘରୋଇ କାମ କରନ୍ତି, ତାକୁ ଯଦି ଅନ୍ୟ କାହା ଦ୍ବାରା କରାଯାଏ ତ ବର୍ଷକୁ କେତେ ଟଙ୍କା ଖର୍ଚ୍ଚ ହେବ ?
🍂🌺🍂🌺🍂🌺🍂🌺🍂🌺
7• ଗୌତମ ବୁଦ୍ଧ ନିଜର ଉପଦେଶ କେଉଁ ଭାଷାରେ ଦେଇଥିଲେ ?
🍃🌼🍃🌼🍃🌼🍃🌼🍃🌼
8• କେଉଁ ମହାପୁରୁଷଙ୍କୁ "ଲାଇଟ୍ ଅଫ୍ ଏସିଆ" କୁହାଯାଏ ?
💦💧💦💧💦💧💦💧💦💧
9• କେଉଁ ଭିଟାମିନ୍ କୁ ସୌନ୍ଦର୍ଯ୍ୟ ଭିଟାମିନ୍ ବି କୁହାଯାଏ ?
💐🌹💐🌹💐🌹💐🌹💐🌹
10• ଆମ ଶରୀରରେ କେଉଁ ଭିଟାମିନ୍ କୁ ସଂଶ୍ଲଷିତ କରାଯାଇପାରିବ ?
💥🔥💥🔥💥🔥💥🔥💥🔥
ଉତ୍ତର 👉👉
☘🌷☘🌷☘🌷☘🌷☘🌷
1• ଯେତେବେଳେ କୈଣସି ସାପ କାହାକୁ କାମୁଡି ଦିଏ ଏବଂ ତାର ଦେହ ର ସଂମ୍ପର୍ଣ୍ଣ ବିଷକୁ ଛାଡି ଦେଇଥାଏ ତେବେ ସେହି ସମୟରେ ସେ କିଛି ସମୟ ପାଇଁ ଓଲଟା ପଡି ରହିଥାଏ , ଏପରି ବେଳେ ସେ ନିଜକୁ ବଞ୍ଚେଇ ରଖିବା ବି ମୁସକିଲ୍ ହୋଇ ପଡେ, ବେଳେବେଳେ ସେହି ସାପ ନିଜର ସବୁ ବିଷ ଛାଡି ଦେଇଥିବାରୁ କିଛି ମରି ମଧ୍ୟ ଯାଇଥାଏ ୲ ଅଧିକାଂଶ ସାପ ମଣିଷକୁ କାମୁଡିବାର ୭ ଦିନ ମଧ୍ୟରେ ମରିଯାଇଥାଏ ୲ ହିନ୍ଦୁ ଧର୍ମରେ ସାପକୁ ଗାଈ ଖିର ଦେବାରେ ବିଶ୍ଵାସ ରଖାଯାଏ ୲ଏହା ପଛରେ ମଧ୍ୟ ବୈଜ୍ଞାନିକ କାରଣ ନିହିତ ଅଛି ୲ ଗାଈ ଖିର ସାପ ପାଇଁ Slow poison ପରି କାମ କରେ ୲ କିଛି ଦିନ ପରେ ସାପ ଅନ୍ଧ ହୋଇ ମରିଯାଏ ୲
🌿🌻🌿🌻🌿🌻🌿🌻🌿🌻
2• ହୋଟେଲ୍ ରେ ବେଡ୍ ରେ ଧଳା ଚାଦର ପଡିଥାଏ କାରଣ ଧଳା ଚାଦର ଶାନ୍ତିର ରଙ୍ଗ ବୋଲି ଜଣାଯାଏ ୲ ଏହା ମଣିଷର ଦିମାଗ୍ କୁ , ଶାନ୍ତି ଓ ରିଲାକ୍ସ ଅନୁଭବ ଦେଇଥାଏ ୲ ଏହା ହୋଟେଲ୍ ର ବାତାବରଣକୁ ପଜେଟିଭ୍ କରିଥାଏ ୲ ଗ୍ରାହକ ଆସି ଏଠାରେ ରହିକରି ଶୋଇବାକୁ ଭଲ ଅନୁଭବ କରିଥାନ୍ତି ୲
🎄🌲🎄🌲🎄🌲🎄🌲🎄🌲
3• ମୂଷା ପାଣି ନ ପିଇ ଓଟ ଠାରୁ ବି ଅଧିକ ଦିନ ବଞ୍ଚିପାରେ ୲
🍀🌸🍀🌸🍀🌸🍀🌸🍀🌸
4• ସାହାରା ମରୁଭୂମି 11ଟି ଦେଶରେ 92ଲକ୍ଷ କିଲୋମିଟର ବିସ୍ତାରିତ ହୋଇ ରହିଛି ୲
🍁🥀🍁🥀🍁🥀🍁🥀🍁🥀
5• ଦୁନିଆର ଏକମାତ୍ର ଦେଶ ଭାରତ ର ଜଙ୍ଗଲରେ ବାଘ ଓ ସିଂହ ଦେଖାଯାନ୍ତି ୲
🌴🌳🌴🌳🌴🌳🌴🌳🌴🌳
6• ମାଆ ଯେଉଁ ଘରୋଇ କାମ କରନ୍ତି, ତାକୁ ଯଦି ଅନ୍ୟ କାହା ଦ୍ବାରା କରାଯାଏ ତ ବର୍ଷକୁ ପାଖାପାଖି 42ଲକ୍ଷ ଟଙ୍କା ଖର୍ଚ୍ଚ ହେବ ୲
🍂🌺🍂🌺🍂🌺🍂🌺🍂🌺
7• ଗୌତମ ବୁଦ୍ଧ ନିଜର ଉପଦେଶ ପାଲି ଭାଷାରେ ଦେଇଥିଲେ ୲
🍃🌼🍃🌼🍃🌼🍃🌼🍃🌼
8• ମହାପୁରୁଷ ଗୌତମ ବୁଦ୍ଧ ଙ୍କୁ "ଲାଇଟ୍ ଅଫ୍ ଏସିଆ" କୁହାଯାଏ ୲
💦💧💦💧💦💧💦💧💦💧
9• ଭିଟାମିନ୍ E କୁ ସୌନ୍ଦର୍ଯ୍ୟ ଭିଟାମିନ୍ କୁହାଯାଏ ୲
💐🌹💐🌹💐🌹💐🌹💐🌹
10• ଆମ ଶରୀରରେ ଭିଟାମିନ୍ D କୁ ସଂଶ୍ଲଷିତ କରାଯାଇପାରିବ ୲
💥🔥💥🔥💥🔥💥🔥💥🔥
🙏🙏🙏🙏🙏🙏🙏🙏🙏🙏🙏🙏🙏🙏

Address

Bargarh

Telephone

8249908763

Website

Alerts

Be the first to know and let us send you an email when Brain Boosters posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Brain Boosters:

Shortcuts

Share

Category