Gups Sandadar

Gups Sandadar ବିଦ୍ଯା ଦଦାତି ବିନୟମ୍

SUPER STAR SANDADAR TEAM
10/10/2025

SUPER STAR SANDADAR TEAM

19/09/2025

Different type of Indian sheeps for wool, , ,

16/09/2025

Masti time😀😀😀

14/09/2025

SATURDAY ACTIVITY GUPS, SANDADAR # SEMINAR TALK CHEMICAL PROPERTIES OF METALS AND NONMETALS. , , ,

Thank you Baitali cluster CRCC sri DIBAS KU. SAHU SIR🙏🙏 Dibas Kumar Sahu
13/09/2025

Thank you Baitali cluster CRCC sri DIBAS KU. SAHU SIR🙏🙏 Dibas Kumar Sahu

06/07/2024
ବିଦ୍ୟାଳୟ ରେ ପାଳିତ ହେଲା ବନମହୋତ୍ସବ। "ବୃକ୍ଷ ହିଁ ଜୀବନ", ଏହା ପ୍ରତ୍ୟେକେ ଅନୁଭବ କରି ସାରିଲେଣି।ସାମ୍ପ୍ରତିକ ପାରିବେଶିକ ସମସ୍ୟା ର ଏକ ମା...
06/07/2024

ବିଦ୍ୟାଳୟ ରେ ପାଳିତ ହେଲା ବନମହୋତ୍ସବ। "ବୃକ୍ଷ ହିଁ ଜୀବନ", ଏହା ପ୍ରତ୍ୟେକେ ଅନୁଭବ କରି ସାରିଲେଣି।ସାମ୍ପ୍ରତିକ ପାରିବେଶିକ ସମସ୍ୟା ର ଏକ ମାତ୍ର ସମାଧାନ ହେଉଛି ବୃକ୍ଷ। ଚଳିତ ବର୍ଷ ନିଆରା ଢଙ୍ଗ ରେ ପାଳନ କଲୁ ବନମହୋତ୍ସବ,"ଗୋଟିଏ ଗଛ ମାଆଙ୍କ ପାଇଁ "ଥିଲା ଏ ବର୍ଷ କାର୍ଯ୍ୟକ୍ରମ ର କେନ୍ଦ୍ରବିନ୍ଦୁ । ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ର ମାଆ ମାନଙ୍କ ନାମରେ ରୋପିତ ହେଲା ଚାରା। ସମସ୍ତେ ବନ୍ମହୋତ୍ସବ ପାଳନ ର ସାରମର୍ମ ହୃଦୟଙ୍ଗମ କଲେ।ଏହି ସପ୍ତାହ ଟି କେବଳ ସାତଦିନ ମଧ୍ୟ୍ୟରେ ସୀମିତ ନ ରହୁ। ଏହା ବର୍ଷ ବର୍ଷ ଧରି ଚାଲୁ। ଆସନ୍ତୁ ଆଜି ଦିନରେ ପୃଥିବୀ କୁ ସବୁଜ ଶ୍ୟାମଳା କରିବା ପାଇଁ ସମସ୍ତେ ଶପଥ ନେବା।

ଶିକ୍ଷା ଦ୍ଵାରା ହିଁ ବିକାଶ ସମ୍ଭବ,ଆଜିର ଶିଶୁମାନେ ହେଉଛନ୍ତି ଭବିଷ୍ୟତ ର ନାଗରିକ । ଏଣୁ ଏହି କୋମଲମତି ଶିଶୁ ମାନଙ୍କୁ ଶିକ୍ଷ୍ୟା ର ମୁଖ୍ୟ ସ୍...
03/04/2024

ଶିକ୍ଷା ଦ୍ଵାରା ହିଁ ବିକାଶ ସମ୍ଭବ,ଆଜିର ଶିଶୁମାନେ ହେଉଛନ୍ତି ଭବିଷ୍ୟତ ର ନାଗରିକ । ଏଣୁ ଏହି କୋମଲମତି ଶିଶୁ ମାନଙ୍କୁ ଶିକ୍ଷ୍ୟା ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପରିପ୍ରେ୍ଷୀରେ ଆମ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ community awareness କାର୍ଯକ୍ରମ ର କିଛି ମୁହୂର୍ତ୍ତ ।

Address

Sandadar, Jharbandh
Bargarh
768042

Website

Alerts

Be the first to know and let us send you an email when Gups Sandadar posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Gups Sandadar:

Shortcuts

Share

Category