25/01/2023
୬ଷ୍ଠ-୯ମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଧିଷ୍ଟ Foundation Course ରେ ନିୟମିତ ପାଠ୍ୟକ୍ରମ ପଢ଼ାଯିବା ସହିତ ଅନ୍ୟାନ୍ୟ ମନୋବୈଜ୍ଞାନିକ ପଦ୍ଧତି ରେ ସହଜ ରେ ବୁଝି ପାରିଲା ଭଳି ନିଆରା ଢଙ୍ଗ ରେ ଶିକ୍ଷା ଦିଆ ଯାଏ।
ଦେଶ-ବିଦେଶ ର ଉନ୍ନତ ପାଠ୍ୟ ପଦ୍ଧତିକୁ ନେଇ ଏକୀକୃତ ପାଠ୍ୟକ୍ରମ ଦ୍ୱାରା ଆପଣଙ୍କ ପିଲାର ଭବିଷ୍ୟତ କୁ ଏକ ସୁଯୋଗ ଦିଅନ୍ତୁ। ଏକ ଉତ୍କୃଷ୍ଟ ମୂଳଦୁଆ ପକାନ୍ତୁ।
ଆଜି ସମ୍ପର୍କ କରନ୍ତୁ: 070080 59896