Biju Chhatra Janata Dal, Balikuda

Biju Chhatra Janata Dal, Balikuda Official Page For Student Wing OF Biju Janata Dal Balikuda

25/08/2024
25/08/2024

ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କୁ ଭେଟି ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଜାଣିବାକୁ ପାଇଲି। ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବାକୁ ସମସ୍ତଙ୍କୁ ପରାମର୍ଶ ଦେଲି।

19/08/2024
24/12/2023
ସବୁବେଳେ ଓଡ଼ିଶା ଓ ଓଡ଼ିଆଙ୍କୁ 'ମୋର' ବୋଲି ସମ୍ବୋଧନ କରୁଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମଶ୍ରାଦ୍ଧ ବାର୍ଷିକରେ,ସେଇ ସାଢ଼େ ୪କୋଟି...
18/04/2022

ସବୁବେଳେ ଓଡ଼ିଶା ଓ ଓଡ଼ିଆଙ୍କୁ 'ମୋର' ବୋଲି ସମ୍ବୋଧନ କରୁଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମଶ୍ରାଦ୍ଧ ବାର୍ଷିକରେ,ସେଇ ସାଢ଼େ ୪କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବିନେଇ ଥିବା ଓଡିଶାର ସର୍ବମାନ୍ୟ ନେତା ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ମାନ୍ଯବର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ବାଲିକୁଦା ବ୍ଲକ ଅଧ୍ଯକ୍ଷ ଶ୍ରୀ ପ୍ରକାଶ ପ୍ରଧାନଙ୍କ ତତ୍ବାବଧାନରେ ଆଜି ଆମ୍ବଶାଳଠାରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆଜି ବାଲିକୁଦାର ବିଜୁପ୍ରେମୀ କର୍ମୀମାନେ ୧୧୦ ୟୁନିଟ ରକ୍ତ ସଂଗ୍ରହ କରି ପ୍ରମାଣ କରିଛନ୍ତି ଯେ ଏହା ଆଉ କାର୍ଯ୍ୟକ୍ରମରେ ସିମୀତ ନ ହୋଇ ଜନ ଆନ୍ଦୋଳନ ରେ ପରିଣତ ହେଇଚି

ବାଲିକୁଦା ଛାତ୍ର ରାଜନୀତି ର ଜଣେ ଚର୍ଚିତ ଚେହେରାସଂଗଠନ ପାଇଁ ସର୍ବଦା ସବୁ ସମୟରେ ନିସ୍ୱାର୍ଥପର ଭାବରେ ସବୁବେଳେ ନେତା ଙ୍କ ପାଇଁ କାମ କରୁଥିବ...
27/12/2021

ବାଲିକୁଦା ଛାତ୍ର ରାଜନୀତି ର ଜଣେ ଚର୍ଚିତ ଚେହେରା
ସଂଗଠନ ପାଇଁ ସର୍ବଦା ସବୁ ସମୟରେ ନିସ୍ୱାର୍ଥପର ଭାବରେ ସବୁବେଳେ ନେତା ଙ୍କ ପାଇଁ କାମ କରୁଥିବା କର୍ମୀ ଟେ Prakash Chandra Dalai
ଲକ୍ଷ୍ୟ ତାଙ୍କର ନେତା ହେବା ନୂହେଁ, Raghunandan Das ଙ୍କ ଏକ ନମ୍ବର କର୍ମୀ ହବା

Address

At-Balikuda College
Balikuda
753011

Website

Alerts

Be the first to know and let us send you an email when Biju Chhatra Janata Dal, Balikuda posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share