Purna chandra High School, Muntunia, Balasore

Purna chandra High School, Muntunia, Balasore Contact information, map and directions, contact form, opening hours, services, ratings, photos, videos and announcements from Purna chandra High School, Muntunia, Balasore, High School, Muntunia, Baleshwar.

06/11/2025

ନମସ୍କାର ବନ୍ଧୁଗଣ।।
ଗତ 2nov ରେ ହେଇ ଯାଇଥିବା ବୈଠକର ନିଷ୍ପତ୍ତି ଅନୁସାରେ । ଆସନ୍ତା 22nov (ଶନିବାର) ବିଦ୍ୟାଳୟ ରୁ ସରକାରୀ ଚାକିରୀ ରୁ ଅବସରର ନେଇ ସାରିଥିବା ।।ଆମ ଦୁଇଜଣ ଶିକ୍ଷକ ନିରୋଜ କୁମାର ପ୍ରଧାନ, ବ୍ରଜମୋହନ ଦିନ୍ଦା ସାର ଙ୍କୁ ଆନୁଷ୍ଠାନିକ ଭାବରେ ଆଲୁମିନି କମିଟି (ପୁରାତନ ଛାତ୍ରଛାତ୍ରୀ) ଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ।। ଉକ୍ତ ଅନୁଷ୍ଠାନ କୁ କିପରି ସରସ ସୁନ୍ଦର ଭାବେ ପରିଚାଳିତ କରାଯିବ ସେଇ ବିଷୟ ରେ ପୂର୍ବ ପ୍ରସ୍ତୁତି ବୈଠକ ଆସନ୍ତା 9nov ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।। ବୈଠକ ଏବଂ ଅନୁଷ୍ଠାନ ରେ ଆପଣଙ୍କ ଉପସ୍ଥିତି ଏକାନ୍ତ କାମ୍ୟ।।
ପୂର୍ବ ପ୍ରସ୍ତୁତି ବୈଠକ-
୯/୧୧/୨୦୨୫(ରବିବାର)
ସମୟ-ସନ୍ଧ୍ୟା ୬ଟା
ସମ୍ବର୍ଦ୍ଧନା ଉତ୍ସବ-
୨୨/୧୧/୨୦୨୫(ଶନିବାର)
ସମୟ-ସକାଳ୧୦ରୁ ଆରମ୍ଭ
ବିଶେଷ ଆକର୍ଷଣ -ସନ୍ଧ୍ୟା ୫ ରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ।।।
ଆଶା ଓ ବିଶ୍ୱାସ ଆମ ପରିଶ୍ରମ ର ଫଳ ସ୍ୱରୂପ ଆପଣମାନେ ନିଶ୍ଚୟ ଉପସ୍ଥିତ ରହିବେ।।। ଜୟ ଜଗନ୍ନାଥ🙏
ନିବେଦକ
ଆଲୁମିନି ସଭାପତି
ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ମୁଣୁତୁଣିଆ

04/04/2024
30/04/2023

ଆମେ ସ୍ବପ୍ନ ଦେଖିଥିବା ସ୍କୁଲ I ❤️ My School 🏫

26/05/2022
15/08/2018
24/12/2016

Address

Muntunia
Baleshwar
756033

Website

Alerts

Be the first to know and let us send you an email when Purna chandra High School, Muntunia, Balasore posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category