BELA BIHAR HIGH SCHOOL,RUPAKHANDA

BELA BIHAR HIGH SCHOOL,RUPAKHANDA Best School In d city.....
BELA BIHAR HIGH SCHOOL,RUPAKHANDA
is a small but "full activity" school.

Bela Bihar High School, is situated in the village of Rupakhanda,

Bela Bihar High School,Rupakhanda
Estd : 1970
Village : Rupakhanda
Block : Bahanaga
Dist : Balasore
Pin : 756051
State : Orissa
School Code : 21080100801
Head Master : Rabindra Behera
Type : Co-Educational
Lowest Class : 6
Highest Class : 10
Medium Of Instruction : Oriya


Note: All the above Bela Bihar High School information were collected in the year 2020 and you may please approach the Bela Bihar High School for current status.

“You are never too old to set another goal or dream a new dream.”
05/01/2023

“You are never too old to set another goal or dream a new dream.”

20/07/2022

👉 Check out........

“Always be proud that you are Indian because not everyone gets the privilege of being born in this great nation. Happy R...
25/01/2021

“Always be proud that you are Indian because not everyone gets the privilege of being born in this great nation. Happy Republic Day.”✌️✊☺️

ଆରପାରିରେ ଲୋକପ୍ରିୟ ଅଭିନେତା ରବି ମିଶ୍ର । ହୃଦଘାତରେ ରବି ମିଶ୍ରଙ୍କ ପରଲୋକ । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ । ଓଁ ଶାନ୍ତି 😢
20/01/2021

ଆରପାରିରେ ଲୋକପ୍ରିୟ ଅଭିନେତା ରବି ମିଶ୍ର । ହୃଦଘାତରେ ରବି ମିଶ୍ରଙ୍କ ପରଲୋକ । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ । ଓଁ ଶାନ୍ତି 😢

ଭାସମାନ ପୋଷ୍ଟ ଅଫିସ୍floating post officeପୃଥିବୀର ସବୁଠାରୁ ବଡ଼ ଡାକସେବା ଭାରତରେ ଅଛି । ପ୍ରାୟ ୫୦୦ ବର୍ଷ ପୁରାତନ ଭାରତର ଏହି ଡାକ ପ୍ରଣା...
19/01/2021

ଭାସମାନ ପୋଷ୍ଟ ଅଫିସ୍
floating post office

ପୃଥିବୀର ସବୁଠାରୁ ବଡ଼ ଡାକସେବା ଭାରତରେ ଅଛି । ପ୍ରାୟ ୫୦୦ ବର୍ଷ ପୁରାତନ ଭାରତର ଏହି ଡାକ ପ୍ରଣାଳୀ ପୃଥିବୀର ସବୁଠାରୁ ବିଶ୍ଵସନୀୟ ଓ ଉତୃମ ଡାକ ପ୍ରଣାଳୀଭାବେ ପ୍ରଥମ ସ୍ଥାନରେ ରହେ । ଭାରତରେ ୧, ୫୫, ୧୧୫ ପୋଷ୍ଟ ଅଫିସ୍ ଅଛି। ତେବେ ଏହି ଢାକଘର ମଧ୍ୟରେ ଗୋଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଜମ୍ମୁ କଶ୍ମୀରରେ ଅଛି ଏହି ଡାକଘର । ଏହା ହେଉଛି ପୃଥିବୀର ଏକମାତ୍ର ଭାସମାନ ଡାକଘର । ଜମ୍ମୁ କଶ୍ମୀରରେ ସନ୍ଧ୍ୟା ହେଲେ ରାସ୍ତା ଶୁଶାନ୍ ହୋଇଯାଏ । ହେଲେ ଶ୍ରୀନଗର ଡାଲ୍ ହ୍ରଦରେ ଥିବା ଭକ୍ତ ଡାକଘର ରାତିରେ ବି ଖୋଲା ରହେ । ଅନ୍ୟ ଡାକଘର ଭଳି ଏଠାରେ ସବୁ କାମ ହୁଏ । ଏହାବାଦ

ଏଠାରେ ଇଣ୍ଟରନେଟ୍ ଓ ଅନ୍ତଃରାଷ୍ଟ୍ରୀୟ ଫୋନ୍ କଲ୍ ସୁବିଧା ବି ପ୍ରଦାନ କରାଯାଏ । ଡାକଘର ପରିସରରେ ଏକ ଡାକଟିକେଟ୍ ସଂଗ୍ରହାଳୟ ବି ଅଛି। ଏଥିରେ ଅଦ୍ବିତୀୟ ଟିକେଟରେ ଏକ ବିଶାଳ ସଂଗ୍ରହ ଅଛି। ଏକ ଦୋକାନ ବି ଅଛି, ଯେଉଁଠୁ ପୋଷ୍ଟକାର୍ଡ, ଟିକେଟ, ସ୍ଥାନୀୟ ସାମଗ୍ରୀ ଓ ବ୍ରିଟିଂ କାର୍ଡ କିଣିପାରିବେ । ବ୍ରିଟିଶ ଅମଳର ଏହି ଡାକଘରର ନାଁ ପ୍ରଥମେ ନେହେରୁ ପାର୍କ ପୋଷ୍ଟ ଅଫିସ୍ ଥୁଲା । ତେବେ ୨୦୧୧ରେ ତତ୍କାଳୀନ
ପୋଷ୍ଟମାଷ୍ଟର ଜନ୍ ସାମୁଏଲ ଏହାର ନାମ ‘floating post office' ରଖୁଲେ । ଡାକଘରଟି
ଯେଉଁ ହାଉସ୍ ବୋଟ୍ରେ ଅଛି, ସେଥିରେ ଦୁଇଟି ବଖରା ରହିଛି। ଗୋଟିଏ ବଖରାରେ ପୋଷ୍ଟ ଅଫିସ୍ର କାମ ହୁଏ ଓ ଦ୍ବିତୀୟ ବଖରାରେ ସଂଗ୍ରହାଳୟ ରହିଛି।

ମିଠାଚୁଡ଼ା ।💪ଵାଉ ସବୁଦିନ ସକାଳୁ ବୁଡ଼ା, କଦଳୀ ଆଉ ଚିନି ଚକୁଟି ଥୋଇଦବ । କହିବ ଖା । କେତେବେଳେ ଚୁଡ଼ା ସନ୍ତୁଳା ତ କେତେବେଳେ କ୍ଷୀର ସହିତ ଭକ...
19/01/2021

ମିଠାଚୁଡ଼ା ।💪

ଵାଉ ସବୁଦିନ ସକାଳୁ ବୁଡ଼ା, କଦଳୀ ଆଉ ଚିନି ଚକୁଟି ଥୋଇଦବ । କହିବ ଖା । କେତେବେଳେ ଚୁଡ଼ା ସନ୍ତୁଳା ତ କେତେବେଳେ କ୍ଷୀର ସହିତ ଭକା ଚୁଡ଼ା ସବୁବେଳେ ସେ ଗୁଡ଼ା କୁ ଦେଲେ ମୋତେ ବାନ୍ତି ଆସେ । ମୁଁ କହେ ଚୁଡ଼ା ମୋତେ ପିତା ଲାଗୁଛି

ମହାବାତ୍ୟାରେ ଆମ ମାଟିଘର ଭାଙ୍ଗିଗଲା ପରେ, ସ୍କୁଲ ଘରେ ଦୁଇଦିନ ଉପାସରେ କଟିଲା । ସରକାରୀ ଲୋକ ସୁଖୀଲା ଖାଇବା ଆଣି ବାଣିୁୁୁଲେ । ବୋଉ ବେଲା ପତେଇ ମାଗିଆଣିଲା । ମୋତେ ବେଲା ଦେଖେଇ ଲୁହ ଚାପି କହିଲା ତୁ ତ ୟାକୁ ଖାଇବୁନି !
ସେ ବେଲାରୁ ମୁଠ କଂଚା ।
ଚୁଡ଼ା ପାଟିରେ ପୁରେଇ କହିଲି ବୋଉ ମୋତେ ଚୁଡ଼ା ମିଠା ଲାଗେ।

Like and share ama sir nka pai please please 🙏ମନେ ପଡୁଛି ସେହି ଗୁରୁଙ୍କ କଥା ? ସେ, ଯାହାଙ୍କୁ ତୁମେ ଦେଖିନାହଁ ସ୍କୁଲ ଛାଡିବା ପରେ, ...
16/01/2021

Like and share ama sir nka pai please please 🙏

ମନେ ପଡୁଛି ସେହି ଗୁରୁଙ୍କ କଥା ?

ସେ, ଯାହାଙ୍କୁ ତୁମେ ଦେଖିନାହଁ ସ୍କୁଲ ଛାଡିବା ପରେ,
ଯେତେବେଳେ ତୁମେ ଗୁଲୁଗୁଲୁ ମୋଟା ।
ଦେଖାଯାଉଥିଲା, ଯାହା ଏବେ ପୁରା ବଦଳିଯାଇଛି। ।
ଯିଏ ତୁମକୁ ସେହି ସ୍କୁଲ ସମୟରୁ ଦେଖିନାହିଁ,
ସେ କେବେବି ତୁମକୁ ଚିହ୍ନିପାରିବନି, କେବଳ ତୁମ ଗୁରୁଙ୍କ ଛଡା ,
କେବଳ ତୁମକୁ ନୁହେଁ, ତୁମର ସବୁ ସହପାଠୀଙ୍କୁ ।
ଏହା କଣ ଆପଣଙ୍କ ପାଇଁ ବଡ କାରଣ ନୁହେଁ,
କିନ୍ତୁ ସେ ଆଜି ଆମ ପାଖରେ ନାହାନତି ସତ
କିନ୍ତୁ ଆମେ ତାକୁ କେଵେଵି ଭୁଲୀପାରିଵୁନି
ଗୁରୁଙ୍କୁ ମନେ ପକେଇବା ପାଇଁ ?
ଚାଲନ୍ତୁ ତାଙ୍କୁ ମନେ ପକେଇବା ଆଉ ସେଥିପାଇଁ

ଧନ୍ୟବାଦ ଜଣେଇବା । 🙂

ମଣିଷ ଜୀବନର ସବୁଠାରୁ ସୁନ୍ଦର ସମୟ ହେଉଛି ତାର ପିଲାଦିନ, 😔
23/11/2020

ମଣିଷ ଜୀବନର ସବୁଠାରୁ ସୁନ୍ଦର
ସମୟ ହେଉଛି ତାର ପିଲାଦିନ, 😔

Address

Balasore
756051

Alerts

Be the first to know and let us send you an email when BELA BIHAR HIGH SCHOOL,RUPAKHANDA posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to BELA BIHAR HIGH SCHOOL,RUPAKHANDA:

Shortcuts

Share

Category