29/05/2026
Proud to share that OCS Topper Bubun Sahoo has completed his Intermediate education from our institution — a remarkable achievement that inspires every learner to dream big and strive for excellence
29/04/2026
We bid a heartfelt farewell to the Principal, FMAC, from our FMHSS family. He has been a constant source of support and inspiration, guiding us at every step with dedication and sincerity. His contributions to the growth and development of FMHSS will always be remembered. With deep respect and gratitude
we wish him a peaceful, healthy, and fulfilling retirement life💐
13/04/2026
Happiest Birthday To Our Very Versatile Tirya Babu
Best Wishes
Niranjan Triya
08/04/2026
ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଲେ ଶ୍ରୀମତୀ ଅପର୍ଣ୍ଣା ସେଠୀ।। ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ରୁ ଶ୍ରୀମତୀ ସେଠୀ ଙ୍କୁ ନୂତନ ଦାଇତ୍ୱ ପାଇ ଶୁଭେଛା ଜଣାଇଛନ୍ତି।।
21/02/2026
ଫକୀର ମୋହନ କଲେଜରେ ପୁସ୍ତକ "ଆନ୍ତର୍ଜାତୀୟ ରାଜନୀତି" ଉନ୍ମୋଚିତ
ବାଲେଶ୍ୱର:ଫକୀର ମୋହନ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ଦ୍ୱାରା ଲିଖିତ ପୁସ୍ତକ "ଆନ୍ତର୍ଜାତୀୟ ରାଜନୀତି" ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପୁସ୍ତକଟିକୁ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିନେଶ ଚନ୍ଦ୍ର ଦାସ ଏବଂ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୋନାଲିସା ମହାନ୍ତି ମିଳିତ ଭାବେ ଉନ୍ମୋଚନ କରିଥିଲେ। ଉନ୍ମୋଚନ ସଭାରେ ଉପସ୍ଥିତ ଅତିଥିମାନେ ପୁସ୍ତକଟିର ସମୀକ୍ଷା କରିବା ସହ ଏହା ନୂତନ ଶିକ୍ଷାନୀତି ଅନୁଯାୟୀ ପ୍ରସ୍ତୁତ ହୋଇଥିବାରୁ ଉଚ୍ଚଶିକ୍ଷା ଓ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ ବୋଲି ମତବ୍ୟକ୍ତ କରିଥିଲେ।
ଉନ୍ମୋଚନ ସଭାରେ ଦର୍ଶନ ବିଭାଗର ବରିଷ୍ଠ ଅଧ୍ୟାପିକା ଡକ୍ଟର ଅଞ୍ଜନା ବେହେରା ,ପ୍ରଶାସନିକ ଅଧିକାରୀ,ଶ୍ରୀ ଲକ୍ଷ୍ମୀ ନାରାୟଣ ନାୟକ,ଆକାଡେମିକ ବର୍ଷାର, ଶ୍ରୀ ସୁଜିତ କୁମାର ଦାସ, ଅର୍ଥନୀତି ବିଭାଗର ଅଧ୍ୟାପକ,ଶ୍ରୀ କୁଞ୍ଜ ବିହାରୀ ମହାନ୍ତି, ଅଧ୍ୟାପକ ଶ୍ରୀ ଅଶୋକ ପ୍ରିୟଦର୍ଶୀ, ଶ୍ରୀ ଅଦ୍ୱୈତ ରଞ୍ଜନ ନାୟକ, ସେକ୍ସନ ଅଧିକାରୀ ଶ୍ରୀ ବଳରାମ ନାଏକ ଏବଂ ଆକାଉଣ୍ଟାଣ୍ଟ ଶ୍ରୀ ନିରଞ୍ଜନ ତ୍ରୀୟା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଏହି ପୁସ୍ତକଟି ଡକ୍ଟର ସନ୍ତୋଷ କୁମାର ରାଉତ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ପ୍ରମୋଦ ବେହେରାଙ୍କ ଦ୍ୱାରା ମିଳିତ ଭାବେ ଲିଖିତ। ଏହା ହରିୟାଣାର ପ୍ରସିଦ୍ଧ ଏସ.ପି.ଆଇ ପବ୍ଲିକେଶନ ଦ୍ୱାରା ପ୍ରକାଶିତ ହୋଇଛି। ପାଠକମାନଙ୍କ ସୁବିଧା ପାଇଁ ଏହି ପୁସ୍ତକଟି ବର୍ତ୍ତମାନ ଅନଲାଇନ୍ ସପିଂ ସାଇଟ୍ ଆମାଜନ ଏବଂ ଫ୍ଲିପକାର୍ଟ ରେ ମଧ୍ୟ ଉପଲବ୍ଧ ହୋଇଛି।
21/02/2026
Birthday greetings to our very dynamic Sujit Sir