07/03/2022
"The Hospitality and Tourism Industry is one of the largest growing industry in the world. It is a diverse field which provides challenging and exciting career opportunity to students from all walk of life. The possibilities of satisfying career are almost limitless and the rewards of satisfaction provided by the industry for exceed those to many other field of work. The employment outlook is excellent for students from every race and on ethnic back ground. The Hospitality and Tourism Industries has experienced unprecedented growth during the past two decades and this urge has translated in to exceptional opportunities for students in hospitality and tourism progarmme."
22/08/2020
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅନୁମୋଦନ ଲାଭ କଲା ବିଆଇଏଚଏମଟି
ରେମୁଣାସ୍ଥିତ ବାଲେଶ୍ୱର ଇନଷ୍ଟିଚୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଏଣ୍ଡ ଟୁରିଜିମ (ବିଆଇଏଚଏମଟି) ଭାରତ ସରକାରଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଅନୁମୋଦନ ଲାଭ କରିଥିବା ବେଳେ ଏବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓଡିଶା ସରକାରଙ୍କ ଅନୁମୋଦନ ଲାଭ କରିଛି l ଅନୁଷ୍ଠାନର ନିର୍ଦେଶକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତି କହିଛନ୍ତି ଯେ ଏବେଠାରୁ ବାଲେଶ୍ୱର ତଥା ଓଡ଼ିଶାର ଛାତ୍ରଛାତ୍ରୀମାନେ ହୋଟେଲ ଏଣ୍ଡ ହସ୍ପିଟାଲିଟି ମ୍ୟାନେଜମେଣ୍ଟର ଡିଗ୍ରୀ କରିବା ପାଇଁ ବାହାରକୁ ଯିବାକୁ ପଡିବ ନାହିଁ l ଏହି ଅନୁଷ୍ଠାନରେ ସ୍ୱଳ୍ପ ଖର୍ଚ୍ଚରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଭିର୍ତ୍ତିଭୁମି ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ସୁବିଧା ଏବଂ ସମାଜରେ ଉଚ୍ଚ ପ୍ରତିଷ୍ଠିତ କରାଇବାରେ ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି lMob-8280100300
28/06/2020
Admission open-2020-21
Mob-8280100300
24/06/2020
Admission open -2020-21
Mob-8280100300