District Group Odisha

District Group Odisha

Share

Contact information, map and directions, contact form, opening hours, services, ratings, photos, videos and announcements from District Group Odisha, Balasore.

ଏକତା ହିଁ ବଳ, ଏକତ୍ରିତ ରହିଲେ ବିପଦ ଆପଦ ସମୟରେ ସହାୟତା ପାଇ ପାରିବେ। ଏଠାରେ ସମସ୍ତେ ନିଜର ମତ, ବିଚାର, ଉପଦେଶ, ବିଜ୍ଞାପନ, ସେବା ମନୋଭାବ, ସାହାଯ୍ୟ ନିବେଦନ, ଆବଶ୍ୟକୀୟ ସୂଚନା ଦେବା ପାଇଁ ସ୍ବତନ୍ତ୍ର। ମାତ୍ର ମର୍ଯ୍ୟାଦାପୂର୍ଣ୍ଣ ବିଚାର, ବ୍ୟବହାର, ବିଜ୍ଞାପନ ହିଁ ଗ୍ରହଣୀୟ ✅

10/01/2026

🌟🌟 ହରିଶ୍ ଜୁଏଲାରୀ 🌟🌟

✨ ଏଠାରେ 916 ହଲମାର୍କ ସୁନା ଓ ଖାଣ୍ଟି ରୂପାର ସମସ୍ତ ପ୍ରକାର ଅଳଙ୍କାର ଉପଲବ୍ଧ ✨

💍 ଆଧୁନିକ ଓ ପାରମ୍ପରିକ ସୁନ୍ଦର ଡିଜାଇନ ର ଅଳଙ୍କାର Collection ଏଠି ଆପଣ ପାଇ ପାରିବେ

💎 ଭରସାଯୋଗ୍ୟ ଗୁଣମାନ ଓ ଶୁଦ୍ଧତାର ଗାରଣ୍ଟି ଏ ଠାରେ ଆପଣ ପାଇପାରିବେ

💰 ସଠିକ୍ ଓ ଅଳ୍ପ ଦରରେ ଅଳଙ୍କାର ଏ ଠାରେ ମିଳେ

🎉 ବିବାହ, ପର୍ବପର୍ବାଣୀ ଓ ବିଶେଷ ଅବସର ପାଇଁ ବିଶେଷ ଅଫର 🎉

👉 ରୂପା ଅଳଙ୍କାର ଉପରେ ଗଢ଼ା ମଜୁରୀ ସମ୍ପୂର୍ଣ୍ଣ ଛାଡ଼ ପାଇ ପାରିବେ

📍 ଠିକଣା:
ସରସ୍ୱତୀ ମନ୍ଦିର ନିକଟ,
ହାଟ ଗଳି, ଉଦଳା, ମୟୁରଭଞ୍ଜ

📞 ଯୋଗାଯୋଗ:
9556 1256 14
7978820110

👤 ପ୍ରୋପ୍ରାଏଟର:
ହରିଶ୍ ଚନ୍ଦ୍ର ରଣା

✨ ଆଜି ହିଁ ଆସନ୍ତୁ – ଭରସା, ଶୁଦ୍ଧତା ଓ ଗୁଣମାନ ସହିତ କିଣନ୍ତୁ ✨

03/01/2026

✨ ସୁନା ଭଳି ଚମକ, ଦାମ ଅତି କମ୍! ✨

💛 ଦି ଗୋଲ୍ଡେନ୍ ହାଉସ
(ଜୟଶ୍ରୀ ଫ୍ୟାସନ ଜୁଏଲାରୀ)

👉 1 ଗ୍ରାମ ଗୋଲ୍ଡ ର ନୂଆ ଜୁଏଲାରୀ Shop

👉 6 ମାସ ର ୱାରେଣ୍ଟି ସହ
1 One Gram Gold ର ମଜା ନିୟନ୍ତୁ

👉 ଉଚ୍ଚ ଗୁଣବତ୍ତା ଯୁକ୍ତ ଅସଲ 24K ଗୋଲ୍ଡ ପ୍ଲେଟେଡ୍ ଗହଣା ଏ ଠାରେ ଆପଣ ପାଇବେ

👉 ବିବାହ, Party , ପୂଜା ଓ ଦୈନନ୍ଦିନ ବ୍ୟବହାର ପାଇଁ ସର୍ବୋତ୍ତମ ଗହଣା

👉 ନୂଆ ଡିଜାଇନର ବିଶାଳ ସଂଗ୍ରହ ଏଠାରେ ଆପଣ ମାନେ ପାଇପାରିବେ

📍 ଠିକଣା: କପ୍ତିପଦା ଗୋଲେଇ ଛକ,କପ୍ତିପଦା,ମୟୂରଭଞ୍ଜ
📞 ମୋବାଇଲ୍: 7504668893 / 8917512901

🙏 ଆଜି ହିଁ ଆସନ୍ତୁ ଓ ଆପଣଙ୍କ ପସନ୍ଦର ଗହଣା ନେଇଯାନ୍ତୁ ✨

03/01/2026

🏥 ନିଉ ଜଗା କାଳିଆ ଔଷଧ ଦୋକାନ 🏥

📍 ମେଡିକାଲ ସାମ୍ନା, କପ୍ତିପଦା
📍 ମୟୁରଭଞ୍ଜ
🙏 ସମସ୍ତ ଅଞ୍ଚଳବାସୀଙ୍କୁ ନବବର୍ଷ 2026 ର ଅଭିନନ୍ଦନ ଜଣାଉଛୁ —

ଆପଣଙ୍କ ସେବା ପାଇଁ ଏବେ ଖୋଲିଛି
ନିଉ ଜଗା କାଳିଆ ଔଷଧ ଦୋକାନ
💊 ସମସ୍ତ ପ୍ରକାରର ଔଷଧ, ବେବି ଫୁଡ଼ ଏଠାରେ ମିଳେ !
💉 ଇଞ୍ଜେକ୍ସନ, ସିରିଞ୍ଜ, ଡ୍ରେସିଂ ସାମଗ୍ରୀ, ଡାକ୍ତରୀ ସେବା, ପାଥୋଲୋଜି ସେବା ଏଠାରେ ମିଳେ !
🩺 ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଅନୁସାରେ ଔଷଧ ମିଳେ !
💰 ଆପଣଙ୍କ ଅଞ୍ଚଳ ର ସଠିକ୍ ଦାମ, ସଠିକ ସେବା ପ୍ରଦାନ କରୁଥିବା ଓ ଭରସାଯୋଗ୍ୟ ଔଷଧ ଦୋକାନ

❤️ ଆପଣଙ୍କ ସ୍ୱାସ୍ଥ୍ୟ ଆମର ଦାୟିତ୍ୱ

📞 ଯୋଗାଯୋଗ: 8984812962
🕖 ଖୋଲା ସମୟ: ସକାଳ 7.00 ରୁ ରାତି 11.00 ପର୍ଯ୍ୟନ୍ତ
👉 ଆଜିହିଁ ଆସନ୍ତୁ —
ନିଉ ଜଗା କାଳିଆ ଔଷଧ ଦୋକାନ

Want your school to be the top-listed School/college in Balasore?

Click here to claim your Sponsored Listing.

Location

Telephone

Website

Address


Balasore