Surendra Nath High School, A.N Patana

Surendra Nath High School, A.N Patana Contact information, map and directions, contact form, opening hours, services, ratings, photos, videos and announcements from Surendra Nath High School, A.N Patana, High School, A. N Patana, Somanathpur, Remuna, Odisha, Balasore.

Surendra Natha High school is man making factory Established on the year of 1981 which is a situated at Ajodhya nagar Patana, po:- Somanathpur, Via - Remuna, Balasore, Odisha

26/03/2026

ଆମ ଭବିଷ୍ୟତ ଗଢ଼ିଥିବ ବିଦ୍ୟାଳୟ
ସୁରେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ ଓ ହୀରାମଣୀ ନୋଡାଲ ପ୍ରାଥମିକ ବିଦ୍ୟାଳୟ ।

2025 ମେଟ୍ରିକ୍ ପରୀକ୍ଷା ରେ ଆମ ସ୍କୁଲ ର ଛାତ୍ରୀ ତନୁସା ବିଶ୍ୱାଳ 548 ନମ୍ବର୍ ରଖି A1 Grade ପାଇଛନ୍ତି।ବର୍ତ୍ତନା (ଆମ୍ବଗଲି )ଗ୍ରାମ ର ରାଜ...
11/05/2025

2025 ମେଟ୍ରିକ୍ ପରୀକ୍ଷା ରେ ଆମ ସ୍କୁଲ ର ଛାତ୍ରୀ ତନୁସା ବିଶ୍ୱାଳ 548 ନମ୍ବର୍ ରଖି A1 Grade ପାଇଛନ୍ତି।
ବର୍ତ୍ତନା (ଆମ୍ବଗଲି )ଗ୍ରାମ ର ରାଜଲକ୍ଷ୍ମୀ ରାଉତ୍ ଙ୍କ ଝିଅ ତନୁସା ବିଶ୍ୱାଳ

09/10/2021

ପ୍ରିୟ ଭାଇ ଓ ଭଉଣୀ ମାନେ ଵାହତୁ ବହୁତ ଧନ୍ୟବାଦ ଦ୍ୱିତୀୟ ଅଧିବେଶନ ରେ ଅନେକ ସଂଖ୍ୟା ରେ ଯୋଗ ଦାନ ଦେଇଥିବାରୁ ଆହୁରି ଅଧିକ ଛାତ୍ର, ଛାତ୍ରୀ ମାନଙ୍କର ଯୋଗଦାନ ର କାମନା କରି ଆସନ୍ତା ଅଧିବେଶନ ର ସମୟ ପରିବର୍ତ୍ତନ କରାଯାଇଛି ଆସନ୍ତା ତା :-17/10/21ରିଖ ରବିବାର ସକାଳ 10ଘଟିକା କୁ ଧାର୍ଯ୍ୟ କରାଯାଇଛି | ତୃତୀୟ ଅଧିବେଶନ କୁ ବିଷୟ :- (1) ପୂର୍ବ ଅଧିବେଶନ ଗୁଡିକର ଆଲୋଚନା ର ସାରାଂଶ (2) ବେଚ ସ୍ତରୀୟ ଲିଡର ଚୟନ (3) ପ୍ରାଥମିକ କାର୍ଯ୍ୟ ର ଦାୟିତ୍ୱ ଅର୍ପଣ ଆବାହକ :---ଛାତ୍ର ସାଂସଦ S.N high school

22/09/2021

For connecting with us on our Surendra Nath High School, A.N PatanaSurendra Nath High School, A.N Patana whatsaap group. Please send your Whatsaap number and Name on comment box or massage
Thanking you
Old students association
S.N HIGH SCHOOL
Ajodhyanagar Patana, Somanathpur, Bls

22/09/2021

ସୁରେନ୍ଦ୍ର ନାଥ ହାଇସ୍କୁଲର whatsaap group ରେ ଯୋଡ଼ି ହେବା ପାଇଁ ଆପଣଙ୍କ whatsaap ନମ୍ବର ଓ ନାମ comment box କିମ୍ବା massage ରେ ଲେଖନ୍ତୁ ।

Please Share with your friends
19/09/2021

Please Share with your friends

19/09/2021

🙏ବନ୍ଧୁ ମିଳନ କାର୍ଯ୍ୟକ୍ରମ🙏
ସୁରେନ୍ଦ୍ର ନାଥ ହାଇ ସ୍କୁଲ୍, ଅଯୋଧ୍ୟାନଗରପାଟଣା, ବାଲେଶ୍ୱର
ଆସନ୍ତା ଜାନୁୟାରୀ ତା- 29 ଓ 30 ରିଖ ଦୁଇ ଦିନ ବ୍ୟାପି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିବାର ଆଶାଇ ସୁରେନ୍ଦ୍ର ନାଥ ହାଇ ସ୍କୁଲରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଦ୍ୱିତୀୟ ଥର ସଭାକାର୍ଯ୍ୟ ଆୟୋଜନ ସରିଯାଇଛି | ପୁଣି ଏକ ଗୁରୁତ୍ୱ ପୂର୍ଣ୍ଣ ସଭାକାର୍ଯ୍ୟ ତା :-17/10/21ରିଖ ସକାଳ 10ଘଟିକା କୁ ଧାର୍ଯ୍ୟ କରାଯାଇଛି ଦୁଃଖର ବିଷୟ ଏହି କି S.N ହାଇସ୍କୁଲ ର ସମସ୍ତ ପିଲାଙ୍କୁ ଉକ୍ତ ସନ୍ଦେଶ ଟି ପହଞ୍ଚା ଯାଇପାରୁନାହିଁ କାରଣ ସମସ୍ତଙ୍କ ଫୋନ ନମ୍ବର ଆମ ପାଖରେ ନାହିଁ ଏଣୁ ବିଶେଷ ଅନୁରୋଧ ଏହି ଖବରଟି ଯାହା ପାଖରେ ପହଞ୍ଚୁଛି ସେମାନେ ଦୟାକରି ସେମାନଙ୍କ ପାଖରେ ଥିବା S. N high ସ୍କୁଲର ସାଙ୍ଗମାନଙ୍କ ନମ୍ବର କୁ ଏହି ସନ୍ଦେଶ ପ୍ରେରଣ କରିଦିଅନ୍ତୁ | ଆସନ୍ତା ଅଧିବେଶନ ରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଯୋଗ ଦେବାକୁ ଅନୁରୋଧ |

12/07/2021
03/03/2021

ଆମ ସମସ୍ତଙ୍କ ପାଇଁ ଗୌରବ ଆମ #ଆକାଶ
ରେମୁଣା ବ୍ଲକ ବିରୁଆଁ ଗ୍ରାମ ପଞ୍ଚାୟତ ସୋମନାଥପୁର ଗ୍ରାମର ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ପୁତ୍ର ଶ୍ରୀମାନ୍ ଆକାଶ କୁମାର ପଣ୍ଡା Zee Sarthak ସାରେଗାମାପା ୨୦୨୧ କାର୍ଯ୍ୟକ୍ରମରେ ଅତି ଆକର୍ଷଣୀୟ ସଙ୍ଗୀତ ପରିବେଷଣ କରି ଆସୁଛନ୍ତି ଯାହା ଆମ ମାନଙ୍କ ପାଇଁ ଗୌରବର ବିଷୟ। ଭଗବାନଙ୍କ ନିକଟରେ ପ୍ରାର୍ଥନା ଆକାଶ ଙ୍କୁ ସଫଳତାର ଶୀର୍ଷକୁ ନିଅନ୍ତୁ

Thanks for 500 like👍Thanks You So much
22/12/2020

Thanks for 500 like👍
Thanks You So much

20/10/2020

Address

A. N Patana, Somanathpur, Remuna, Odisha
Balasore
756019

Website

Alerts

Be the first to know and let us send you an email when Surendra Nath High School, A.N Patana posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category