Prince College

Prince College

Share

Prince Group of Institutions( VI to +3)is
the ultimate Educational- Hub in North Odisha.

. Prince College, Baripada
. Prince College, Balasore
.

Prince Public School, Baripada
. Prince Public School, Balasore
. St Prince International School(CBSE) Central School Square, Balasore, 756001

Photos from Prince College's post 18/08/2026

Media Buzz

#ପ୍ରିନ୍ସ_ପବ୍ଲିକ_ସ୍କୁଲର_ସଫଳତା_ସ୍ୱାଧୀନତା_ଦିବସ_ଜିଲ୍ଲାସ୍ତରୀୟ_ସମାରୋହରେ_କୃତିତ୍ୱ

15/08/2026

#ପ୍ରିନ୍ସ_ପବ୍ଲିକ_ସ୍କୁଲର_ସଫଳତା_ସ୍ୱାଧୀନତା_ଦିବସ_ଜିଲ୍ଲାସ୍ତରୀୟ_ସମାରୋହରେ_କୃତିତ୍ୱ।

ବାଲେଶ୍ୱର ପୋଲିସ ଲାଇନ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପ୍ରିନ୍ସ ପବ୍ଲିକ ସ୍କୁଲ, ବାଲେଶ୍ୱରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ସହ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହି ସଫଳତା ପଛରେ ପ୍ରିନ୍ସ ପବ୍ଲିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନିଷ୍ଠାପୂର୍ଣ୍ଣ ତାଲିମ, ସଠିକ୍ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ ଓ ଅଧ୍ୟବସାୟ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ ରାଜ୍ୟ ଶିଳ୍ପ ବିଭାଗ ମନ୍ତ୍ରୀ, ବାଲେଶ୍ୱର ଜିଲ୍ଲାପାଳ ତଥା ଉପସ୍ଥିତ ବିଶିଷ୍ଟ ଅତିଥିମାନେ ସଫଳ ପ୍ରତିଯୋଗୀମାନଙ୍କୁ ଫଳକ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ପ୍ରିନ୍ସ ଶିକ୍ଷାନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଗୌରବମୟ ସଫଳତା ହାସଲ କରିବାକୁ ଆଶା ପ୍ରକାଶ କରିଛନ୍ତି।

StudentSuccess

Photos from Prince College's post 15/08/2026

#ପ୍ରିନ୍ସ_ପବ୍ଲିକ_ସ୍କୁଲର_ସଫଳତା_ସ୍ୱାଧୀନତା_ଦିବସ_ଜିଲ୍ଲାସ୍ତରୀୟ_ସମାରୋହରେ_କୃତିତ୍ୱ।

ବାଲେଶ୍ୱର ପୋଲିସ ଲାଇନ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପ୍ରିନ୍ସ ପବ୍ଲିକ ସ୍କୁଲ, ବାଲେଶ୍ୱରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ସହ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହି ସଫଳତା ପଛରେ ପ୍ରିନ୍ସ ପବ୍ଲିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନିଷ୍ଠାପୂର୍ଣ୍ଣ ତାଲିମ, ସଠିକ୍ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ ଓ ଅଧ୍ୟବସାୟ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ ରାଜ୍ୟ ବୟନ ଏବଂ ଶିଳ୍ପ ବିଭାଗ ମନ୍ତ୍ରୀ, ବାଲେଶ୍ୱର ଜିଲ୍ଲାପାଳ ତଥା ଉପସ୍ଥିତ ବିଶିଷ୍ଟ ଅତିଥିମାନେ ସଫଳ ପ୍ରତିଯୋଗୀମାନଙ୍କୁ ଫଳକ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ପ୍ରିନ୍ସ ଶିକ୍ଷାନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଗୌରବମୟ ସଫଳତା ହାସଲ କରିବାକୁ ଆଶା ପ୍ରକାଶ କରିଛନ୍ତି।

14/08/2026

India, our country, our pride..... We will always be grateful for the freedom it has given us.

Happy Independence Day

26/07/2026

Motu patlu at PRINCE !!
Watch till the end !!

Are you watching this Prince army ???

It's specially for you,
Do Like comment and share !!

Thank you
For this amazing creativity!!

Photos from Prince College's post 17/07/2026

୍ନାଥ

ପ୍ରିନ୍ସ ପବ୍ଲିକ୍ ସ୍କୁଲ, ବାଲେଶ୍ୱରର ଦଶମ ଶ୍ରେଣୀର ଛାତ୍ର ହରିଶଙ୍କର ପାଢ଼ୀ ତୁଳସୀ ପତ୍ର ଉପରେ ଶ୍ରୀ ଜଗନ୍ନାଥଙ୍କର ସୂକ୍ଷ୍ମ ତୈଳଚିତ୍ର କରି ଶିକ୍ଷକ ମହଲ, ବିଦ୍ୟାଳୟ ଏବଂ ଜନସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ଏହି ଚିତ୍ର ପ୍ରକାଶିତ ହେବା ସହିତ ଖୁବ୍ ପ୍ରଶଂସା ସାଉଁଟିଛି।

ଶ୍ରୀ ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ଏହି କିଶୋର ଜଣକ ନିଜସ୍ୱ ଭାବରେ ଭକ୍ତି ପରିପ୍ରକାଶ କରିଛନ୍ତି।

Photos from Prince College's post 26/06/2026

Media buzz...

22/06/2026

❤️

Congratulations dear on qualifying for INDIAN NAVY.

The prince group is extremely proud of you and all the best for serving our nation. As the student of Prince College you have attained the pinnacle of success.

Love and blessings.

Want your school to be the top-listed School/college in Balasore?

Click here to claim your Sponsored Listing.

Location

Telephone

Address

BALASORE : Central School Square , Bhoi Sahi , Balasore , Near SBI Atm , , BARIPADA : Ramnagar, Moroda, Baghuasole, Mayurbhanj
Balasore
756001