06/09/2026
🌸 ଗୁରୁଦିବସ ପାଳନ – Govt. SSD High School, Sripati 🌸
ଜ୍ଞାନ, ଶିକ୍ଷା ଓ ସଂସ୍କାରର ଆଲୋକରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଢ଼ି ତୋଳୁଥିବା ସମସ୍ତ ଗୁରୁଜନଙ୍କୁ ଶତ ଶତ ପ୍ରଣାମ। 🙏🌺
Govt. SSD High School, Sripati ଠାରେ ପାଳିତ ଗୁରୁଦିବସର କିଛି ସୁନ୍ଦର ଓ ଅଭୁଲା ସ୍ମୃତି। ❤️📚
#ଗୁରୁଦିବସ #ଗୁରୁଙ୍କୁପ୍ରଣାମ