20/10/2025
ଆୟନ୍ ପରିବାର ତରଫରୁ ସମସ୍ତ ବିଦ୍ୟାର୍ଥୀ, ସାଙ୍ଗ, ସାଥୀ ଏବଂ ଶିକ୍ଷାବିତ୍ ମାନଙ୍କୁ ଶୁଭ ଦୀପାବଳୀ ଉତ୍ସବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
Dream -Achieve-Success
20/10/2025
ଆୟନ୍ ପରିବାର ତରଫରୁ ସମସ୍ତ ବିଦ୍ୟାର୍ଥୀ, ସାଙ୍ଗ, ସାଥୀ ଏବଂ ଶିକ୍ଷାବିତ୍ ମାନଙ୍କୁ ଶୁଭ ଦୀପାବଳୀ ଉତ୍ସବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
02/10/2025
ଶୁଭ ଦଶହରା
22/09/2025
ଶୁଭ ନବରାତ୍ରୀ।
05/09/2025
Discover all that ION ACADEMY has to offer on our website!
Stay informed with the latest updates, explore our wide range of offerings, and connect with everything exciting happening here.
Visit us at https://ioacademy.in today to see what’s waiting for you!
ION ACADEMY Inspired To Feel Aspire
05/09/2025
ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ, ମହେଶ୍ୱର।
ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ।
27/08/2025
Snapshots during Ganesh Puja Celebration at our ION ACADEMY.
27/08/2025
Wishing you a joyous Ganesh Chaturthi....
26/08/2025
Cordially invited to all students and parents on our auspicious occasion of Ganesh Chaturthi..
15/08/2025
We celebrate 79th Independence Day..
We Celebrate 79th Independence Day..
ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।
ଏବେ ସମୟ ବଦଳିଛି । ରାକ୍ଷୀ ଆଉ ଭାଇ-ଭଉଣୀଙ୍କ ସୀମା ସରହଦରେ ନରହି ଏବେ ରାକ୍ଷୀ ସବୁ ସମ୍ପର୍କର ସେତୁବନ୍ଧ ହୋଇଯାଇଛି । ଝିଅ ହେଉ କି ପୁଅଟିଏ ସାଂଗ ସାଂଗକୁ ରାକ୍ଷୀଟିଏ ସ୍ନେହରେ ବାନ୍ଧିଦେଉଛି । ବୟସ୍କଙ୍କ ହାତରେ କୁନିପିଲାଟିଏ ରାକ୍ଷୀ ବାନ୍ଧିଦେଇ ଆଶୀର୍ବାଦ କାମନା କରୁଥିବାର ଦେଖାଯାଉଛି ।