10/09/2026
ଆଜି ତା ୧୦.୦୯.୨୦୨୬ ରିଖ ଦିନ ଓଡ଼ିଆ ବିଭାଗ ତରଫରୁ ଏକ ଆମନ୍ତ୍ରିତ ଅତିଥି ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ବିଷୟ: "ତୁଳନାର ଆଲୋକରେ ରବୀନ୍ଦ୍ରନାଥ, ଫକୀରମୋହନ, ଗଙ୍ଗାଧର ଓ କୁନ୍ତଳାକୁମାରୀ"
ବିଷୟ ବିଶେଷଜ୍ଞ: ପ୍ରଫେସର ମଣୀନ୍ଦ୍ର କୁମାର ମେହେର
ସାର୍ ତାଙ୍କ ସାରଗର୍ଭକ ବକ୍ତୃତାରେ ଚାରି ମହାନ ସାହିତ୍ୟିକଙ୍କ ସାହିତ୍ୟ ସୃଷ୍ଟି, ଚିନ୍ତାଧାରା ଓ ତୁଳନାତ୍ମକ ଦୃଷ୍ଟିକୋଣକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କଲେ। ଛାତ୍ରଛାତ୍ରୀମାନେ ବହୁତ ଉପକୃତ ହେଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ଗୁରୁଜନ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ।