DEBU Network
This page is dedicated for teaching and philosophical videos.
25/11/2024
େଦରଦୀ...
23/11/2024
#ପ୍ରଥମାଷ୍ଟମୀ
22/11/2024
#ବାଲେଶ୍ବର_ସହରରେ_ଗ୍ରାଣ୍ଡ_ଗାଲା_ଇଭେଣ୍ଟ
#ସମସ୍ତଙ୍କୁ_ନମ୍ର_ନିମନ୍ତ୍ରଣ 🙏
22/11/2024
ଆଜି ଭୋଗରାଇ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଆମ #ଦହମୁଣ୍ଡା_ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ରୀ #ମାମାଶ୍ରୀ_ମାଝୀ 'ବର୍ଜ୍ୟବସ୍ତୁ ପରିଚାଳନା' ଉପରେ ପ୍ରୋଜେକ୍ଟ ତିଆରି କରି #ପ୍ରଥମ ସ୍ଥାନ ଅଧିକାର କରିଛି l
20/11/2024
Dum hai to answer batao.
#ମୂକ_ନାଟକ
in Balasore District
in Odisha State
19/11/2024
ଆଜି ଆମ ଦହମୁଣ୍ଡା ହାଇସ୍କୁଲର କୁନି ବିଦ୍ୟାର୍ଥୀ ବୈଜ୍ଞାନିକମାନେ ଖୁବ ସୁନ୍ଦର ପ୍ରକଳ୍ପ ତିଆରି କରି ପ୍ରଦର୍ଶନ କଲେ l ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ସତରେ ପ୍ରଶଂସାଯୋଗ୍ୟ l
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀ ମାମି ଅପା, ଜ୍ୟୋତି ଅପା, ସୌରଭ ସାର, ଚନ୍ଦ୍ରଶେଖର ସାର ଓ ସର୍ବୋପରି ପ୍ରଧାନ ଶିକ୍ଷକ ଆଲୋକ ସାରଙ୍କ ପ୍ରେରଣା ଓ ମାର୍ଗଦର୍ଶନ ନିମନ୍ତେ ସେମାନଙ୍କୁ ମଧ୍ୟ ଅୟୁତ ସାଧୁବାଦ l
14/11/2024
#ମୂକଅଭିନୟ
KALA UTSAV ll BEST MIME ll STATE LEVEL ODISHA ll # KALAUTSAV LEVEL ODISHA MIME GOVT HIGH SCHOOL DEBUNETWORK
Click here to claim your Sponsored Listing.
Location
Contact the school
Telephone
Website
Address
AT/P. O/BARBATIA
Balasore
756079