A.P.S College,Roth

Directions Website

A.P.S College,Roth Welcome to the official page of A.P.S.

College ,Roth, where excellence meets opportunity.Established with a vision to empower through education, we are dedicated to academic excellence, holistic development, and shaping future leaders.

Block Level Youth Conclave under Beti Bachao Beti Padhao Scheme(BBBP) -2026
23/09/2026

Block Level Youth Conclave under Beti Bachao Beti Padhao Scheme(BBBP) -2026

ରୋତ କଲେଜରେ ବ୍ଳକ ସ୍ତରୀୟ ଯୁବ କନକ୍ଲେବ ଅନୁଷ୍ଠିତତା-୨୨/୦୯/୨୦୨୬ରିଖ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଆଗଲପ...
23/09/2026

ରୋତ କଲେଜରେ ବ୍ଳକ ସ୍ତରୀୟ ଯୁବ କନକ୍ଲେବ ଅନୁଷ୍ଠିତ
ତା-୨୨/୦୯/୨୦୨୬ରିଖ
ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଆଗଲପୁର ବ୍ଳକ ସ୍ତରୀୟ ଯୁବ କନକ୍ଲେବ 'ବେଟି ବଚାଓ, ବେଟି ପଢାଓ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନ୍ତର୍ଯ୍ୟାମୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଗଲପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ, ବ୍ଳକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର, ଆଗଲପୁର ଥାନାର ସହ ଅଧିକାରୀ ଦୀପ୍ତିମୟୀ ଶତପଥୀ, ରୋତ ପଞ୍ଚାୟତର ସମିତି ସଭ୍ୟ କମଲ ସେଠ ପ୍ରଭୃତି ଅତିଥି ଭାବରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଦିପକ ସାହୁ, ଶୁଭମ୍ ସାହୁ, ସୁମିତ ସାହୁ, ବିତର୍କରେ ଆକାଂକ୍ଷା ପ୍ରିୟଦର୍ଶନୀ ନାଏକ, ବବଲୁ ସାହୁ, ଛତ୍ରପତି ବେହେରା, ପୋଷ୍ଟର ତିଆରିରେ ଅଲିଶା ପଟେଲ, ମୋତିରଂଜନ ମୁଣ୍ଡା, ସଦାନନ୍ଦ ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଲୋକ ନାଟକ ଛାତ୍ର ଦଳରେ ଚନ୍ଦ୍ରମଣି ସାହୁ, ଅଙ୍କିତ ସାହୁ, ଶୁଭମ ସାହୁ ଓ ଛାତ୍ରୀ ଦଳରେ ସୁପ୍ରିୟା ମେହେର, ଶିବାନୀ ତ୍ରିପାଠୀ, ଝୁମି ପଟେଲ, ଜସ୍ମିତା ପଧାନ, ସୋନାଲି ତାଣ୍ଡି ଓ ସୁଜାତା ସାହୁ ପ୍ରଭୃତି ଅଭିନୟ କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ସଭାକୁ ଅଧ୍ୟାପକ ଆର୍ଯ୍ୟେନ୍ଦୁ କୁମାର ମେହେର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଦୈତାରି ଶବର, ଅଧ୍ୟାପକ ନୀଳାମ୍ବର ବାରିକ ଓ ଅଧ୍ୟାପକ ସୋମନାଥ ପଧାନଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବିଶେଷ ସହଯୋଗ କରିଥିଲେ।

National Cadet Corps (NCC) Enrollment Drive 2026–27  ​A.P.S. College, Roth successfully conducted its NCC enrollment dri...
09/09/2026

National Cadet Corps (NCC) Enrollment Drive 2026–27
​A.P.S. College, Roth successfully conducted its NCC enrollment drive on September 8, 2026, for the academic session 2026–27.
​The entire selection process was conducted under the leadership and supervision of our Associate NCC Officer (ANO), Lt. Gopal Sahu, alongside Subedar Vinod and ESM Sahu, who evaluated the candidates on physical endurance, drill aptitude, and discipline.
​Following a thorough assessment, 32 students (both boys and girls) were officially selected to join the prestigious NCC wing.
​Our sincere gratitude to the visiting officials and ANO Lt. Gopal Sahu for steering the drive smoothly. Heartiest congratulations to all the newly enrolled cadets—welcome to a journey of honor, leadership, and "Unity and Discipline."
​

08/09/2026

A glimpse from yesterday programme on Stress Management Session organised by A.P.S. College , Roth in collaboration with District Headquarter Hospital , Balangir

A Stress Management Program was held today at Agalpur Panchayat Samiti College, Bani Niketan, Roth. Presided over by the...
08/09/2026

A Stress Management Program was held today at Agalpur Panchayat Samiti College, Bani Niketan, Roth. Presided over by the College Principal, Dr. Antaryami Nayak, the event featured insightful talks on mental stress and its management by Psychiatrist Dr. Priya Pratiksha Dharua from the District Headquarters Hospital, Social Worker Malay Kumar Nag, and Community Supervisors Subodh Biswal and Sabyasachi Singh.
​The program was coordinated by Prof. Aryendu Kumar Meher, while Prof. Dr. Lingaraj Meher delivered the vote of thanks. Prof. Daitari Sabar and Nilambar Barik assisted in organizing the event. All students, along with the faculty and staff members of the college, attended the session and gained valuable knowledge about mental stress and ways to overcome it.

02/09/2026

September 2, 2026

Agalpur Panchayat Samiti College, Roth, in collaboration with Agalpur Police, successfully organized an awareness drive and pledge ceremony under the .

Together, we remain committed to fostering an addiction-free society and guiding our youth toward a responsible, healthy future.

ରୋତ କଲେଜରେ ନିଶାମୁକ୍ତ ଓଡ଼ିଶା ଅଭିଯାନର କାର୍ଯ୍ୟକ୍ରମ ତା-୦୨/୦୯/୨୦୨୬ରିଖ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି...
02/09/2026

ରୋତ କଲେଜରେ ନିଶାମୁକ୍ତ ଓଡ଼ିଶା ଅଭିଯାନର କାର୍ଯ୍ୟକ୍ରମ
ତା-୦୨/୦୯/୨୦୨୬ରିଖ
ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଓଡ଼ିଶା ପୋଲିସ, ଆଗଲପୁର ଥାନା ତରଫରୁ ଏକ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନ୍ତର୍ଯ୍ୟାମି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଥାନା ଅଧିକାରୀ ଅନିତା ନାୟକ, ସହ-ଅଧିକାରୀ ଦୀପ୍ତିମୟୀ ଶତପଥୀ, ହାବିଲଦାର ପି. ଡୁଙ୍ଗଡୁଙ୍ଗ, କନେଷ୍ଟବଲ ଦେବାଶିଷ ପଧାନ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରି ନିଶାସେବନର କୁପ୍ରଭାବ ଓ ତାର ପ୍ରତିକାର ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ନିଶାମୁକ୍ତ ଓଡ଼ିଶା ଗଠନ କରିବାର ଶପଥ ନେଇଥିଲେ। ସଭାକୁ ଅଧ୍ୟାପକ ଆର୍ଯ୍ୟୈନ୍ଦୁ କୁମାର ମେହେର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ନିଶାମୁକ୍ତିର ଶପଥପାଠ କରାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

A Hands on Training Programme on Suposh*t Odisha Mission Programme, 2026 was organised by the NSS Co- Unit on dated 31st...
02/09/2026

A Hands on Training Programme on Suposh*t Odisha Mission Programme, 2026 was organised by the NSS Co- Unit on dated 31st August, 2026.
The CDPO and ICDS Supervisor, Agalpur, Block (Duduka) were present in this training as a Chief guest cm Supervising Officer.

Address

Agalpur, Duduka
Balangir
767061

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Alerts

Be the first to know and let us send you an email when A.P.S College,Roth posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share