Bhumika Parivar

Directions Contact the school

Bhumika Parivar Bhumika (ଭୂମିକା ପରିବାର) a social cultural organisation established in the year 1989.

Bhumika established in the year 1989, (Regd.No.1259-75/90-91) for the upliftment of theater and local Plays (Suanga). Bhumika organizes Bisuba ustav (Kavita & Galpa ashara) school level visual art workshop and competition. Bhumika is engaged in other social activities through seminars and discussions. It also awards “Bhumika Sanman” every year to eminent personalities on Bisuba ustav.

15/09/2026

ସିଘା ତିହାର ନୂଆଖାଇ ସମସ୍ତଙ୍କୁ ଜୁହାର, ମା ସମସ୍ତଙ୍କର ମଙ୍ଗଳ କରନ୍ତୁ।

20/05/2026

@ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ
======================
ବଲାଙ୍ଗିର: ୨୦- ୫, ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଆସନ୍ତା ୨୨ ତାରିଖରୁ ପ୍ରସ୍ତାବିତ ନାଟ୍ୟ କର୍ମଶାଳା ସାମୟିକ ଭାବେ ସ୍ଥଗିତ ହୋଇଛି। ଉକ୍ତ କର୍ମଶାଳା ୨୨ ତାରିଖରୁ ଆରମ୍ଭ ହୋଇ ଜୁନ ୬ ତାରିଖ ଯାଏଁ ଚାଲିବାର ଥିଲା। କିନ୍ତୁ ବର୍ତ୍ତମାନ ବର୍ଦ୍ଧିଷ୍ଣୁ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ତାତି ଯୋଗୁଁ ଅଭିଭାବକମାନେ ଏହାକୁ ସ୍ଥଗିତ କରି ପରବର୍ତ୍ତୀ ସମୟରେ ପୁନଃ ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ଅଭିଭାବକଙ୍କ ଅନୁରୋଧ ଓ ପିଲାଙ୍କ ହିତକୁ ଦୃଷ୍ଟିରେ ରଖି କର୍ମଶାଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚିତ କରାଯିବ ବୋଲି ଭୂମିକାର ସମ୍ପାଦକ ଶକ୍ତିଦତ୍ତ ମିଶ୍ର କହିଛନ୍ତି।

15/05/2026

ଆସନ୍ତା ୨୨ ମଇ ଠାରୁ ଆରମ୍ଭ ହେବ ନାଟ୍ୟ କର୍ମଶାଳା, ଇଚ୍ଛୁକ ଛାତ୍ର ଛାତ୍ରୀ ଯୋଗାଯୋଗ କରିବାକୁ ଅନୁରୋଧ ।

15/04/2026
ଭୂମିକା ପରିବାର ତରଫରୁ ସମସ୍ତ କବି,ଗାଳ୍ପିକ ,କୁନି କୁନି କଳିକା ଓ ଉପସ୍ଥିତ କଳାପ୍ରେମୀ ଦର୍ଶକ ଙ୍କୁ ଧନ୍ଯବାଦ। ଏବଂ ଡ଼ା ମଞ୍ଜୁବାଳା ପଣ୍ଡା ଙ...
15/04/2026

ଭୂମିକା ପରିବାର ତରଫରୁ ସମସ୍ତ କବି,ଗାଳ୍ପିକ ,କୁନି କୁନି କଳିକା ଓ ଉପସ୍ଥିତ କଳାପ୍ରେମୀ ଦର୍ଶକ ଙ୍କୁ ଧନ୍ଯବାଦ।
ଏବଂ ଡ଼ା ମଞ୍ଜୁବାଳା ପଣ୍ଡା ଙ୍କୁ ଭୂମିକା ସମ୍ମାନ ୨୦୨୬ ରେ ସମ୍ମାନିତ କରି ଆମେ ଗର୍ବିତ ।

14/04/2026

Address

Law College Premises
Balangir
767001

Website

Alerts

Be the first to know and let us send you an email when Bhumika Parivar posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Bhumika Parivar:

Shortcuts

Share