28/09/2026
ଆମର୍ କଳା, ସଂସ୍କୃତି ଆର୍ ପରମ୍ପରାର ମହାପର୍ବ! 🌾✨
GALAXY INSTITUTION ରେ ଧୂମଧାମରେ ପାଳନ୍ ହେଲା ‘ନୂଆଁଖାଇ ଭେଟ୍ଘାଟ୍’। ପିଲାମାନଙ୍କର୍ ସାଙ୍ଗେ ତାଙ୍କର୍ ଅଭିଭାବକ (ମାଁ-ବାପା) ମାନଙ୍କର୍ ଯୋଗଦାନ ଏ କାର୍ଯ୍ୟକ୍ରମକେ ଆହୁରି ଖାସ୍ କରିଦେଲା। 🙏🏻
✨