Balangir ABVP

Balangir ABVP Contact information, map and directions, contact form, opening hours, services, ratings, photos, videos and announcements from Balangir ABVP, Education, Balangir.

21/09/2025
06/09/2025
*ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଜବାହରଲାଲ ଡିଗ୍ରୀ ମହାବିଦ୍ୟାଳୟ ରେ ପୋଷ୍ଟର ଉନ୍ମୋଚନ ସହ ସଦସ୍ୟତା ଅଭ...
30/07/2024

*ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଜବାହରଲାଲ ଡିଗ୍ରୀ ମହାବିଦ୍ୟାଳୟ ରେ ପୋଷ୍ଟର ଉନ୍ମୋଚନ ସହ ସଦସ୍ୟତା ଅଭିଯାନ ଜାରି ରହିଛି।*
* *
* *
* *

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ଜିଲ୍ଲା ତୁରେକେଲା ସ୍ଥିତ ରାଜୀବ ଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ସଦସ୍ୟତା ଅଭିଯାନ ଆରମ...
30/07/2024

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ଜିଲ୍ଲା ତୁରେକେଲା ସ୍ଥିତ ରାଜୀବ ଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି।

14/04/2024

ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀର ଶୁଭେଚ୍ଛା।

ବଲାଙ୍ଗୀରର ବିଭିନ୍ନ ଖବର କାଗଜରେ ପ୍ରକାଶିତ
27/04/2023

ବଲାଙ୍ଗୀରର ବିଭିନ୍ନ ଖବର କାଗଜରେ ପ୍ରକାଶିତ

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ  ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବଲାଙ୍ଗୀର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ସ୍ପଷ୍ଟ ବାରି ହୋଇ ପଡ...
25/04/2023

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବଲାଙ୍ଗୀର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ସ୍ପଷ୍ଟ ବାରି ହୋଇ ପଡୁଛି ଉଚ୍ଚ ଶିକ୍ଷା ପାଇଁ କୌଣସି ବିଶେଷ ସୁବିଧା ନାହିଁ l ଏହି ଜିଲ୍ଲା ଓଡ଼ିଶାର ପ୍ରଶାସନିକ, ରାଜନୈତିକ,ସାମାଜିକ,କଳା ଓ ସଂସ୍କୃତି କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିଥିବା ବହୁ ପ୍ରତିଭାଙ୍କୁ ସୃଷ୍ଟି କରିଛି। ଦୁଃଖର ସହିତ କହିବାକୁ ପଡୁଛିଯେ ବଲାଙ୍ଗୀର ଜ଼ିଲ୍ଲାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଥିଲେ ମଧ୍ଯ ତାହାର ଅବସ୍ଥା ନ କହିଲେ ସରେ ବିଶ୍ୱବିଦ୍ୟାଳୟରେ ସ୍ଥାଇ ଅଧ୍ୟାପକ ୧୦% ମଧ୍ୟ ନାହାନ୍ତି । ଜିଲ୍ଲାର ଉଚ୍ଚଶିକ୍ଷା ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଗରିବ ଏବଂ ନୀରିହ ଛାତ୍ରଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ରାଜ୍ୟ ସରକାର ଉଚ୍ଚ ଶିକ୍ଷାକୁ ସମ୍ପୁର୍ଣ୍ଣ ରୂପେ ଅବହେଳିତ କରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି। କଲେଜରେ ପାଠପଢି ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ସ୍ୱପ୍ନ ଦେଖିଥିବା ପିଲାଟି ଆଜି ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛି। ମହାବିଦ୍ୟାଳୟରେ ଅନେକ ପଦବୀ ଖାଲି ପଡିଛି ଦୀର୍ଘଦିନ ଧରି ଅତିଥି ଅଧ୍ୟାପକଙ୍କୁ ନେଇ ଅନେକ ବିଭାଗ ଚାଲିଛି l ଅଣଅଧ୍ୟାପକ ପଦବୀ କଥା ନ କହିବା ହିଁ ଭଲ l ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା, ଖାତାଦେଖା ଏବଂ ଫଳ ପ୍ରକାଶନରେ ଅହେତୁକ ଅବହେଳା ବିଶ୍ୱବିଦ୍ୟାଳୟର ପରିଚାଳନାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି। ଜିଲ୍ଲାରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ପାଉଛି କିନ୍ତୁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହଁନ୍ତି। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦ୍ବାରା ରୋଜଗାର ସୁଯୋଗ ଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ କାରଣରୁ ଆଶା ଦିନକୁ ଦିନ ମଉଳି ଯାଉଛି। ଜିଲ୍ଲାରେ ପର୍ଯ୍ୟଟନ ବିକାଶର ଡିଣ୍ଡିମ ପିଟୁଥିବା ସରକାର ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ପଶ୍ଚିମ ଓଡିଶା ବିକାଶର କଥା କହୁଥିବା ଏହି ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶର ନିଜେ ବାଧକ ସାଜିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିଲେ ଜିଲ୍ଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁନାହାନ୍ତି ରାଜ୍ୟସରକାର l କରୁଣା ଚିତ୍ର ଆଜି ଛାତ୍ର ସମାଜର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି।
ଆଉ କେତେଦିନ ସହିବ ଏହି ଛାତ୍ର ସମାଜ,ଆଜି ସମୟ ଆସିଛି ନିଜ ହକ ପାଇଁ ଲଢେଇ କରିବା ଏବଂ ଶିକ୍ଷା, ସୁରକ୍ଷା, ଏବଂ ରୋଜଗାର ପାଇଁ ୨୫ ଏପ୍ରିଲ ବଲାଙ୍ଗୀର ଚାଲ ନାମରେ ବିଶାଳ ଛାତ୍ର ସମାବେଶ ଆୟୋଜନ କରୁଛି ।।
ପରିଷଦର ଦାବୀ
1. ଜ଼ିଲ୍ଲା ପାଇଁ ଏକ ବହୁମୁଖୀ ଧନ୍ଦାମୂଳକ ସରକାରୀ ଶିକ୍ଷା କେନ୍ଦ୍ର ଖୋଲା ଯାଉ l
2. ବଲାଙ୍ଗୀରରେ ଏକ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଉ।
3. ଛାତ୍ରୀ ଏବଂ ମହିଳା ସୁରକ୍ଷା ପାଇଁ ଏକ ମହିଳା ଥାନାର ସ୍ଥାପନା କରାଯାଉ l
4. ଜିଲ୍ଲାରେ ଉଭୟ କୃଷି ଏବଂ କୃଷକର ବିକାଶ ପାଇଁ କୃଷି ଭିତ୍ତିକ ଗବେଷଣା ସଂସ୍ଥାନ ବା କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ
5. ମହାବିଦ୍ୟାଳୟରେ ନିଯୁକ୍ତି ମେଳା ବର୍ଷକୁ ଦୁଇଥର କରାଯାଉ l
6. ଜ଼ିଲ୍ଲାରେ ବଢୁଥିବା ନିଶା କାରବାର ଯୋଗୁଁ ଛାତ୍ରମାନଙ୍କ ଉପରେ କୁପ୍ରଭାବ ପଡୁଛି l ଏହା ଉପରେ ପ୍ରଶାସନ ଉଚିତ ପଦକ୍ଷେପ ନେଉ l
7. ବଲାଙ୍ଗୀର ଏବଂ ଖୋର୍ଦ୍ଧା ରେଳ କାମକୁ ତ୍ୱରାନ୍ୱିତ କରାଯାଉ।
8. ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ରେ ଫାଣ୍ଡିର ପ୍ରତିଷ୍ଠା କରାଯାଇ ।।
9. ଜ଼ିଲ୍ଲାର ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ପଦ ପଦବୀରେ ନିଯୁକ୍ତି ସମୟରେ ପ୍ରାଥମିକତା ଦିଆଯାଉ l
10. ପର୍ଯ୍ୟଟନ ଭିତ୍ତିକ ରୋଜଗାର ପାଇଁ ଉତ୍ତମ ଭିତ୍ତିଭୂମି ନିର୍ମାଣ କରାଯାଉ
11. ଜ଼ିଲ୍ଲାର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଜମି ଚି଼ହ୍ନଟ କରି ପାଚେରୀ ନିର୍ମାଣ କରାଯିବା ପାଇଁ କାର୍ଯ୍ୟ କରାଯାଉ l
12. ଜିଲ୍ଲାରେ ଖାଲି ପଡ଼ିଥିବା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଅଧ୍ୟାପକ ଏବଂ ଅନ୍ୟାନ୍ୟ କର୍ମଚାରୀ ପଦବୀ ଯଥା ଶୀଘ୍ର ପୂରଣ କରାଯାଉ l
13. ଶିକ୍ଷାନୁଷ୍ଠାନ ମାନଙ୍କର ଫିସ ଉପରେ ଅଙ୍କୁଶ ଲଗାଯାଉ l
14. ପରୀକ୍ଷାଫଳ 45 ଦିନ ମଧ୍ୟରେ ପ୍ରକାଶ ପାଇବା ସହିତ 7 ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରାଯାଉ l
15. ଜ଼ିଲ୍ଲାରେ ନୂତନ କଳକାରଖାନା ପ୍ରତିଷ୍ଠା କରି ନିଯୁକ୍ତି ଏବଂ ଉଦ୍ୟାମିତାକୁ ପ୍ରତ୍ସାହନ ଦିଆଯାଉ l
16. ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍କାଉଟ, NCC ଏବଂ NSS ର ଶାଖା ଖୋଳାଯାଉ l ତା'ର ବିକାଶ ହେଲେ ଆଗାମୀ ଦିନରେ ଦେଶର ସୈନ୍ୟବାହିନୀ କୁ ଛାତ୍ରଛାତ୍ରୀମାନେ ଯୋଗ ଦେବା ପାଇଁ ଆଗ୍ରହୀ ହେବେ l
17. ବଲାଙ୍ଗୀର ଜ଼ିଲ୍ଲାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି l ଶିକ୍ଷା ବିଭାଗର ଅବହେଳା ଯୋଗୁଁ ଆଜି ପାଠ୍ୟକ୍ରମରେ ତାଙ୍କୁ ଉଚିତ ସ୍ଥାନ ମିଳିପାରିନାହିଁ , ପାଠ୍ୟକ୍ରମରେ ତାଙ୍କୁ ସ୍ଥାନିତ କରାଯାଉ l
18. କ୍ୟାମ୍ପସ ରୁ ଗାଁ ପର୍ଯ୍ୟନ୍ତ ସବୁଠି ପାଣିର ସମସ୍ୟା ରହିଛି ,ତେଣୁ ତୁରନ୍ତ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପ୍ରତି ପ୍ରାଥମିକତା ଦିଆଯାଉ।।

"ବଲାଙ୍ଗୀର ମାଗୁଛେ ତାର୍ ଅଧିକାରଶିକ୍ଷା ସୁରକ୍ଷା ଆର୍ ରୋଜଗାର୍"ଏପ୍ରିଲ ୨୫ ରେ ବଲାଙ୍ଗୀର ଚାଲ ଶିକ୍ଷା, ସୁରକ୍ଷା ଓ ରୋଜଗାର ପାଇଁ ବିଶାଳ ଛାତ...
24/04/2023

"ବଲାଙ୍ଗୀର ମାଗୁଛେ ତାର୍ ଅଧିକାର
ଶିକ୍ଷା ସୁରକ୍ଷା ଆର୍ ରୋଜଗାର୍"

ଏପ୍ରିଲ ୨୫ ରେ ବଲାଙ୍ଗୀର ଚାଲ ଶିକ୍ଷା, ସୁରକ୍ଷା ଓ ରୋଜଗାର ପାଇଁ ବିଶାଳ ଛାତ୍ର ସମାବେଶ କରିବ ଏବିଭିପି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ତରଫରୁ ନୂଆଁଖାଈ  ଭେଟଘାଟ କାର୍ଯ୍ୟକ୍ରମ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥ...
19/09/2021

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ତରଫରୁ ନୂଆଁଖାଈ ଭେଟଘାଟ କାର୍ଯ୍ୟକ୍ରମ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାର୍ଥୀ ପରିଷଦର ରାଜ୍ୟସମ୍ପାଦକ ସୌଭାଗ୍ୟ ମହାନ୍ତି ,ସମ୍ମାନିତ ଅତିଥି ବଲାଙ୍ଗୀର ର ଜଣାଶୁଣା କଳାକାର ତଥା କଳାଧାମର ଅଧକ୍ଷ ଦିଲୀପ କୁମାର ସିଂଦେଓ,ରାଜ୍ୟ ସହସମ୍ପାଦକ ବିଜୟ କଲତା ,ବଲାଂଗୀର ଜିଲ୍ଳାର ଜିଲ୍ଲା ପ୍ରମୁଖ ହେମନ୍ତ ମଲ୍ଲିକ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଯାଇଛି

ଆସନ୍ତା ୧୯ ତାରିଖ ରବିବାର ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ବଲାଙ୍ଗିର ତରଫରୁ ଗୁଟେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି...
17/09/2021

ଆସନ୍ତା ୧୯ ତାରିଖ ରବିବାର ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ବଲାଙ୍ଗିର ତରଫରୁ ଗୁଟେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ଜିଲ୍ଲା , ବଲାଙ୍ଗୀର ନଗର ତରଫରୁ ବ୍ୟକ୍ତିତ୍ଵ ବିକାଶ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି ।
04/09/2021

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ଜିଲ୍ଲା , ବଲାଙ୍ଗୀର ନଗର ତରଫରୁ ବ୍ୟକ୍ତିତ୍ଵ ବିକାଶ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି ।

Address

Balangir
767001

Alerts

Be the first to know and let us send you an email when Balangir ABVP posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category