Budhadangar Higher Secondary School, Kudasingha

Budhadangar Higher Secondary School, Kudasingha +2 Arts and +2 Commerce

ତା ୧୨.୧୨.୨୦୨୫ ରିଖ ରେ ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ଵୀ ଦିବସୀୟ ବାର୍ଷିକ କ୍ରୀଡ଼ା -୨୦୨୫ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଉଚ୍ଚ ମ...
13/12/2025

ତା ୧୨.୧୨.୨୦୨୫ ରିଖ ରେ ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ଵୀ ଦିବସୀୟ ବାର୍ଷିକ କ୍ରୀଡ଼ା -୨୦୨୫ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଛବିଳ ବଗର୍ତ୍ତି ମୁଖ୍ୟ ଅତିଥି ଥିବା ବେଳେ , ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ ଏବଂ ଖେଳ ଶିକ୍ଷକ ଶ୍ରୀ ଗଙ୍ଗାଧର ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ, ଅକ୍ଷୟ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରି ଥିବା ବେଳେ, ଶ୍ରୀ ରେବତ କୁମାର ଜାଲ, ଶ୍ରୀମତୀ ଚିନ୍ମୟୀ ରାଣୀ ମିଶ୍ର, ଶ୍ରୀମତୀ ପ୍ରତିମା ହେରନା, ଶ୍ରୀ ନିତ୍ୟାନନ୍ଦ ସିର୍ଦ୍ଦାର, ଶ୍ରୀ ବିଜୟ କୁମାର ମିଶ୍ର, ଶ୍ରୀ ବଳଭଦ୍ର ବଣ୍ଡା, ଶ୍ରୀ କରୁଣା କର ମେହେର, ଶ୍ରୀ ରମେଶ ଚନ୍ଦ୍ର ସାହୁ, ଶ୍ରୀ ଆଶୋକ କୁମାର ସାହୁ ପ୍ରମୁଖ ସହଯୋଗ କରି ଥିଲେ ।
ଉଦଯାପନୀ ଦିବସ ରେ shotput, long jump, high jump, music chair ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇ ଥିଲା।

ତା ୧୧.୧୨.୨୦୨୫ ରିଖ ରେ ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା -୨୦୨୫ ଉଦଘାଟିତ ହୋଇ ଯାଇଛି। ପ୍ରଥମ ଦିବସ ରେ ବୁଢାଡଙ୍ଗର ମନ୍ଦିର...
13/12/2025

ତା ୧୧.୧୨.୨୦୨୫ ରିଖ ରେ ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା -୨୦୨୫ ଉଦଘାଟିତ ହୋଇ ଯାଇଛି। ପ୍ରଥମ ଦିବସ ରେ ବୁଢାଡଙ୍ଗର ମନ୍ଦିର ରୁ ମଶାଲ ଯାତ୍ରା ବାହାରି ଆମ ଉଚ୍ଚ ମାଧ୍ୟମିକ ବିଦୟାଳୟ ରେ ପହଞ୍ଚିବା ପରେ, ଆମ ଅଧ୍ୟକ୍ଷ ଶ୍ରୀ ଛବିଳ ବଗର୍ତ୍ତି ଙ୍କ ଦ୍ଵାରା ବାର୍ଷିକ କ୍ରୀଡ଼ା -୨୦୨୫ ଉଦଘାଟିତ ହୋଇ ଥିଲା ।ପ୍ରଥମ ଦିବସରେ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଥାଳିଆ ଫିଙ୍ଗା ଆଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ।

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ରେ ସମସ୍ତ ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ଦେବା ପାଇଁ ଆମ ଛାତ୍ର ଛାତ୍ରୀ ପ୍ରତି...
15/10/2025

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ରେ ସମସ୍ତ ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ଦେବା ପାଇଁ ଆମ ଛାତ୍ର ଛାତ୍ରୀ ପ୍ରତିଶ୍ରୁତି ଗ୍ରହଣ କରି ଥିଲେ

23/08/2025

ଗଙ୍ଗାଧର ମେହେର ଜୟନ୍ତୀ ରେ ଆମ ଛାତ୍ରୀ ମାନଙ୍କ ଦ୍ଵାରା ଅତ୍ୟନ୍ତ ସୁନ୍ଦର ପ୍ରାରମ୍ଭିକ ସଙ୍ଗୀତ ଗାନ

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ...
23/08/2025

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅମର ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଗଙ୍ଗାଧରଙ୍କ ଶ୍ରେଷ୍ଠକୃତି ତପସ୍ୱିନୀ କାବ୍ୟରେ ନାରୀ ଚରିତ୍ର ବିଷୟରେ ମତ ବ୍ୟକ୍ତ କରିଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀ ନିଜର ସଭାପତିତ୍ୱ ଅଭିଭାଷଣରେ ଗଙ୍ଗାଧର ମେହେରଙ୍କ ଜୀବନୀ,ଭାଷାପ୍ରେମ ବିଷୟରେ ଉଦବୋଧନ ଦେଇଥିଲେ l ବାଣିଜ୍ୟ ବିଭାଗ ଅଧ୍ୟାପକ ବିଜୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ସମ୍ମାନିତଅତିଥି ଭାବରେ ବିଦ୍ୟାଳୟର ଇତିହାସ ଅଧ୍ୟାପକ ରେବତ ଜାଲ,ବାଣିଜ୍ୟ ବିଭାଗ ଅଧ୍ୟାପିକା ଚିନ୍ମୟୀ ରାଣୀ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ l ବିଦ୍ୟାଳୟର ଖେଳ ଶିକ୍ଷକ ଗଙ୍ଗାଧର ସାହୁ,ରମେଶ ସାହୁ,କରୁଣାକର ମେହେର ଏବଂ ଅଶୋକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଭା ପରିଚାଳନା କରିଥିବା ବେଳେ ରାଜନୀତ ବିଜ୍ଞାନ ଅଧ୍ୟାପକ ନିତ୍ୟାନନ୍ଦ ସିରଦାର ଧନ୍ୟବାଦ ଅର୍ପଣ କରିଥିଲେ l

21/06/2025

International Yoga Day

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି ।
21/06/2025

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି ।

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ଆଗମନ ପର୍ବ🙏
02/02/2025

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ଆଗମନ ପର୍ବ🙏

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର Youth Red Cross ଶାଖା ଆନୁକୁଲ୍ୟ ରେ HIV AIDS ସଚେତନତା କାର୍ଯ୍ୟକ୍ରମ ।
01/02/2025

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର Youth Red Cross ଶାଖା ଆନୁକୁଲ୍ୟ ରେ HIV AIDS ସଚେତନତା କାର୍ଯ୍ୟକ୍ରମ ।

ବାର୍ଷିକ କ୍ରୀଡା ର ପୁରସ୍କାର ବିତରଣ ସମାରୋହ।
27/01/2025

ବାର୍ଷିକ କ୍ରୀଡା ର ପୁରସ୍କାର ବିତରଣ ସମାରୋହ।

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୬ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ସ୍ଥାନୀୟ ଗୌନ୍ତିଆ ଶ୍ରୀ ସୁଶିଲ କୁମାର ଝାଙ୍କର ମୁଖ...
27/01/2025

ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୬ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ସ୍ଥାନୀୟ ଗୌନ୍ତିଆ ଶ୍ରୀ ସୁଶିଲ କୁମାର ଝାଙ୍କର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିଲେ ।

Address

Kudasingha
Balangir
767029

Telephone

+919439576551

Website

Alerts

Be the first to know and let us send you an email when Budhadangar Higher Secondary School, Kudasingha posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Budhadangar Higher Secondary School, Kudasingha:

Shortcuts

Share

Category