Surendra Natha Nodal Govt.High School

Surendra Natha Nodal Govt.High School Its a High School started from 1983.

Republic day celebration in our school.Republic Day 2026
26/01/2026

Republic day celebration in our school.
Republic Day 2026

ଆପଣଙ୍କ ଅବସର ସମୟ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ ଲାଭ କରିବା ସହିତ ବାକି ତକ ସମୟ ଆନନ୍ଦ ଉଲ୍ଲାସ ଓ ଶାନ୍ତି ରେ ଅତିବାହିତ ହେଉ ଏହା ହିଁ ମହାପ...
01/12/2025

ଆପଣଙ୍କ ଅବସର ସମୟ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ ଲାଭ କରିବା ସହିତ ବାକି ତକ ସମୟ ଆନନ୍ଦ ଉଲ୍ଲାସ ଓ ଶାନ୍ତି ରେ ଅତିବାହିତ ହେଉ ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା....💐

09/08/2025
ଆଉ ନାହାନ୍ତି ଆମ ପ୍ରିୟ ଦିଲ୍ଲୀପ ସାର୍ବିଶ୍ବାସ କରି ହେଉ ନାହିଁମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା, ଅମର ଆତ୍ମାରର ବୈକୁଣ୍...
03/06/2025

ଆଉ ନାହାନ୍ତି ଆମ ପ୍ରିୟ ଦିଲ୍ଲୀପ ସାର୍
ବିଶ୍ବାସ କରି ହେଉ ନାହିଁ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା, ଅମର ଆତ୍ମାରର ବୈକୁଣ୍ଠ ପ୍ରାପ୍ତି ହେଉ 🙏🏼
ଓଁ ଶାନ୍ତି 🙏💐

02/05/2025

ଚଳତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆମ ସ୍କଲର ଟପ୍ ୫ଜଣ ଛାତ୍ର ଛାତ୍ରୀଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐

୧ - ଐଶ୍ଵର୍ଯ୍ୟା ବେହେରା - 557-A1
୨ - ବିଶ୍ଵପ୍ରକାଶ ସ୍ୱାଇଁ - 495-A2
୩ - ଐଶୋକାନ୍ତ ପ୍ରଧାନ - 492-A2
୪ - ଶୁଭମ ବିଶ୍ଵାଳ - 476-B1
୫ - ସୁଶ୍ରୀ ସଙ୍ଗୀତା ଡାଳୁଆ - 459-B1

ଆମ ସ୍କୁଲରେ ମା ସରସ୍ଵତୀଙ୍କ ପୂଜା 🙏🏻
02/02/2025

ଆମ ସ୍କୁଲରେ ମା ସରସ୍ଵତୀଙ୍କ ପୂଜା 🙏🏻

Address

Sundar
Astarang
752109

Website

Alerts

Be the first to know and let us send you an email when Surendra Natha Nodal Govt.High School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Surendra Natha Nodal Govt.High School:

Shortcuts

Share

Category