21/02/2026
ଛୋଟ ଛୋଟ ପିଲାଙ୍କ ପାଇଁ Hostel
K V Hostel Athmallik
Educational Research Center
21/02/2026
ଛୋଟ ଛୋଟ ପିଲାଙ୍କ ପାଇଁ Hostel
K V Hostel Athmallik
21/02/2026
ପରିକ୍ଷା ପୂର୍ବରୁ କିଛିି ଫୋଟ
21/02/2026
କିଛି ସମୟ ପିଲାଙ୍କ ସହିତ
16/02/2026
Visit Shree Gopal Pathsala
04/02/2026
ଅନୁଗୋଳ ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ନବମ ଶ୍ରେଣୀ ଛାତ୍ର ମନିଷ୍ ଆମ ପାଇଁ ଗୌରବ ଆଣିଛନ୍ତି । ଏମିତି ଆଗକୁ ଅଗ୍ରସର ହୁଅ । ଚଲାପଥ କୁସୁମିତ ହେଉ ।💝💝💝
18/01/2026
Happy to share that KIIT University has signed a Memorandum of Understanding with Sydney University Sport, Australia to strengthen collaboration in sports education, athlete development, coach training, and international exposure.
Sydney University Sport has a long and proud sporting tradition, with University of Sydney athletes and alumni representing their countries at major sporting events. Since 1912, Sydney University has supported over 224 Olympians and Paralympians, including 44 athletes and coaches at the Paris 2024 Olympic and Paralympic Games, reflecting deep engagement with high-performance sport.
Through this partnership, we will work together on coach exchanges, talent identification, strength and conditioning, sports science, and opportunities for international competition.
At KIIT & KISS, we have always believed that education and sport must go together to build confidence, discipline, and character in young people. I am confident this cooperation will support stronger pathways for athletes and enrich the sporting culture for many years to come.
ନୂତନ ବର୍ଷ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା । ବିଗତ ଦିନର ସ୍ମୃତି ଏବଂ ଆସନ୍ତା କାଲିର ସ୍ବପ୍ନ ସହିତ 2026ର ଆଗମନ ଆପଣ ମାନଙ୍କ ଜୀବନ କୁ ଆନନ୍ଦରେ ପରିପୂର୍ଣ୍ଣ କରି ଦେଉ । ଆଶା କରୁଛି ଏ ନୂତନ ବର୍ଷ ଟି ଆପଣଙ୍କ ଜୀବନରେ ସୁଖ , ଶାନ୍ତି , ଆନନ୍ଦ ଓ ସମୃଦ୍ଧି ର ବର୍ଷ ହେଉ । ଏବଂ କିଛି ନୂତନ ଚିନ୍ତା ଧାରା ନେଇ ଏବର୍ଷ ଆପଣଙ୍କ ଜୀବନରେ ସୁଖ ଭରିଦେଉ ଏତିକି ମୁଁ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି 🌟🎉🎊😊🌞