Badakerajang GP High School

Badakerajang GP High School Contact information, map and directions, contact form, opening hours, services, ratings, photos, videos and announcements from Badakerajang GP High School, Angul.

01/01/2018

ବିଦାୟ ୨୦୧୭, କେମିତି କଟିଲା ଏ ବର୍ଷ, କିଛି ଦୁଃଖ ଦେଇଗଲା ତ ପୁଣି କିଛି ସୁଖ ବି ଦେଇଗଲା, ହେଲେ ଅନେକ ଗୁଡିଏ ଅଭୁଲା ଅପାସୋରା ସ୍ମୃତି ପଛରେ ଛାଡି ଚାଲିଗଲା। ଆଉ ଜୀବନ ବଞ୍ଚିବାର କିଛି କଳା ବି ଶିଖେଇ ଦେଇଗଲା। ହେଲେ କାଲି ସକାଳ ସୂର୍ଯ୍ୟର ପ୍ରଥମ ରୁପେଲି କିରଣର ହାତ ଧରି ଧରାପୃଷ୍ଠକୁ ଆସିବ ଆଉ ଗୋଟେ ନୂଆ ବର୍ଷ। ୨୦୧୮। ପୁଣି କିଛି ନୂଆ ସ୍ବପ୍ନ, ନୂଆ ଆଶା ନେଇ ଆମକୁ ପୁଣି ନିଜ ଭିତରେ ନିଜକୁ ଖୋଜିବାର ପ୍ରୟାସ ନେଇ ୨୦୧୮ ଆଜି ଆମ ଆଗରେ ଛିଡା ହୋଇଛି। ଚାଲନ୍ତୁ ତାକୁ ସ୍ବାଗତ କରିବା ଆଉ ପରମାତ୍ମାଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ନୂଆ ବର୍ଷ ସମସ୍ତଙ୍କ ପାଇଁ ଶୁଭ ଖବର ନେଇ ଆସୁ। ଆଉ ମୋ ତରଫରୁ ବି ସଭିଁଙ୍କୁ ନୂଆ ବର୍ଷ ୨୦୧୮ ର ଅନେକ ଅନେକ ଅଭିନନ୍ଦନ। ଶୁଭମ୍ଅସ୍ତ ୁ କଲ୍ୟାଣମ୍ଅସ୍ତୁ

Happy Independence day
15/08/2015

Happy Independence day

SABDHANBISHRAMSABDHAN.......Ajira prathana sabhare prathana gaibe........... O .............
20/07/2015

SABDHAN
BISHRAM
SABDHAN.......
Ajira prathana sabhare prathana gaibe........... O .............

14/07/2015
Happy valentine day poems
14/02/2014

Happy valentine day poems

Address

Angul

Website

Alerts

Be the first to know and let us send you an email when Badakerajang GP High School posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share