20/03/2025
-ସକାଳୁଆ ସ୍କୁଲ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି
-ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ୍; ୧୦ଟା ୩୦ରେ ସରିବ
-କାଲିଠାରୁ ସକାଳୁଆ ସ୍କୁଲ୍ ନେଇ ଜାରି ହେଲା ସୂଚନା
-ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ