ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମପାଣି

  • Home
  • India
  • Ampani
  • ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମପାଣି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମପାଣି ସ୍ଵୟମେବ ମୃଗେନ୍ଦ୍ରତା
ସରସ୍ୱତୀ ଶିଶୁ ମନ୍ଦିର ଆମପାଣି ୨୦୦୮ ମସିହାରେ ପ୍ରତିଷ୍ଠିତ

13/02/2026

ପ୍ରତିବର୍ଷ ପରି, ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବାର୍ଷିକ ବୃତ୍ତି ପରୀକ୍ଷା ରେ ଆମ ପାଇଁ ଗର୍ବ ଆଣିଛି। (ସ.ଶି.ବି. ମ. ) ଅମାପଣି ର ଛାତ୍ରଛାତ୍ରୀ।
ତୃତୀୟ ଶ୍ରେଣୀର ଛାତ୍ରୀ ଗୀତାଞ୍ଜଳି ନାଏକ, ଦେବେଶ୍ୱରୀ ନାଏକ ଓ ଛାତ୍ର ରକ୍ଷିତ ଦୁର୍ଗା, ଏବଂ ପଞ୍ଚମ ଶ୍ରେଣୀର ଛାତ୍ରୀ ଟିଙ୍କି ନାଏକ ସେମାନଙ୍କର ନିଷ୍ଠା ଏବଂ ଆନ୍ତରିକତା ମାଧ୍ୟମରେ ସଫଳତା ହାସଲ କରିଛନ୍ତି। ସେମାନଙ୍କର ଶିକ୍ଷା, ଆତ୍ମବିଶ୍ୱାସ ଏବଂ ସମାଜର ସେବାରେ ପରିପୂର୍ଣ୍ଣ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ ।

14/10/2025

ଆମ ବିଦ୍ୟାଳୟର କୁନି କୁନି ଭଉଣୀ ମାନଙ୍କର ବୁଢ଼ାରଜା ମଞ୍ଚ ଉପରେ ଏକ ସୁନ୍ଦର ନୃତ୍ୟ।

ଗୁରୁ ହେଉଛନ୍ତି ଜ୍ଞାନର ଦୀପ, ଯାହା କେବେ ଲିଭେ ନାହିଁ।ଆମ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ
06/09/2025

ଗୁରୁ ହେଉଛନ୍ତି ଜ୍ଞାନର ଦୀପ, ଯାହା କେବେ ଲିଭେ ନାହିଁ।

ଆମ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ

ଆମ ସରସ୍ୱତୀ ଶିଶୁ ବିଦ୍ୟା  ମନ୍ଦିର ଅମପାଣି ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ୨୦୨୫-୨୬  ଅନୁଷ୍ଠିତ ହୋଇଥିଲା।  ବିଜ୍ଞାନ ମେଳା ରେ ...
05/08/2025

ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅମପାଣି ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ୨୦୨୫-୨୬ ଅନୁଷ୍ଠିତ ହୋଇଥିଲା। ବିଜ୍ଞାନ ମେଳା ରେ ଉଦଘାଟନ ଉତ୍ସବରେ ରଏନ୍ ଗୁଡ଼ା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କପିଳେନ୍ଦ୍ର ସିଂହ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଜ୍ଞାନ ବିଜ୍ଞାନ ମେଳା ରେ ଅରୁଣ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ଶିଶୁ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ ।

Address

Ampani

Alerts

Be the first to know and let us send you an email when ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମପାଣି posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category